“ଭାରତ ଛାଡ଼ ଆନ୍ଦୋଳନ” ଭାରତୀୟ ସ୍ୱାଧୀନତା ସଂଗ୍ରାମର ଗୋଟିଏ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା । ଏହି ଆନ୍ଦୋଳନ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ସାରା ଦେଶକୁ ସଂକଳ୍ପବଦ୍ଧ କରିଦେଇଥିଲା । ଏ ସେହି ସମୟ ଥିଲା ଯେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟ ଜନମାନସରେ ହିନ୍ଦୁସ୍ଥାନର କୋଣ ଅନୁକୋଣରେ ଗାଁ, ସହର ସବୁଠାରେ ଏକ ଉଦ୍ବେଳନ ଖେଳାଇଥିଲା – ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।

-'ମନ କି ବାତ' ସମୟରେ ନରେନ୍ଦ୍ର ମୋଦୀ ,ଜୁଲାଇ 30,2017

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ମହାନ ଲୋକଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ଭାରତଛାଡ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ । ଭାରତଛାଡ ଆନ୍ଦୋଳନର 5 ବର୍ଷରେ ,ଭାରତ ସ୍ୱାଧୀନତା ଲାଭ କରିଥିଲା । ଏବେଠାରୁ 5 ବର୍ଷ ପରେ ଭାରତରେ ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ କରାଯିବ । ଏହି ଅଗଷ୍ଟ ମାସରେ ସଂକଳ୍ପ ସହ ଆମକୁ ନିଜକୁ ଜଡ଼ିତ କରିବାକୁ ପଡ଼ିବ । ଅସ୍ୱଚ୍ଛତା-ଭାରତଛାଡ଼, ଦାରିଦ୍ର୍ୟ-ଭାରତଛାଡ଼, ଦୁର୍ନୀତି-ଭାରତଛାଡ଼, ଆତଙ୍କବାଦ-ଭାରତଛାଡ଼, ଜାତିବାଦ-ଭାରତଛାଡ଼, ସାମ୍ପ୍ରଦାୟିକତା-ଭାରତଛାଡ଼ । ଯେବେ ଆମେ ଅତୀତ ସହିତ ଜଡିତ ହେବା ତେବେ ଯାଏଁ ଏକ ଯଶସ୍ୱୀ ଭବିଷ୍ୟତର ଲିପି ପ୍ରସ୍ତୁତ କରିପାରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ,ସମାଜ ନିଜର ଇତିହାସରୁ ଅଲଗା ହୋଇସାରିଛି ,ପ୍ରଗତିର ନୂଆ ଉଚ୍ଚତାକୁ ପହଞ୍ଚିବାକୁ ପଡିବ । ଏ ବର୍ଷ ଆମ୍ଭେ 'ଭାରତଛାଡ଼ ଆନ୍ଦୋଳନ'ର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛୁ,ଏହି କୁଇଜ ଆପଣଙ୍କୁ 1942  ସ୍ୱାଧୀନତା ସଂଗ୍ରାମର ସେହି ବୀରପୁରୁଷମାନଙ୍କ ସହ ପରିଚିତ କରାଇବ ,ଯାହାଙ୍କ ଦ୍ଵାରା ଆମେ ସ୍ୱାଧୀନତାର ବାସ୍ନା ଶୁଙ୍ଘି ପାରିଛନ୍ତି । ଏହି କୁଇଜରେ ଭାଗ ନିଅନ୍ତୁ , ଇତିହାସକୁ ତାଜା କରନ୍ତୁ ,ଭବିଷ୍ୟ ବିଷୟରେ ଚିନ୍ତା କରନ୍ତୁ ।

ଏହି କୁଇଜରେ ଭାଗ ନିଅନ୍ତୁ,ଇତିହାସକୁ ସ୍ମରଣ କରନ୍ତୁ ,ଭବିଷ୍ୟ ବିଷୟରେ ଚିନ୍ତା କରନ୍ତୁ । ଏବଂ ହଁ -ଆକର୍ଷକ ପୁରସ୍କାର ମଧ୍ୟ ଜିତନ୍ତୁ ! ଦିନର ଶୀର୍ଷ 10 ଜଣ ବିଜେତା ଏକ ସ୍ୱତନ୍ତ୍ର ସେର୍ଟିଫିକେଟ ପାଇପାରିବେ ଏବଂ ଟପ ସ୍କୋର କରିଥିବା ଶୀର୍ଷ 20 ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିବ ।

ଅଗଷ୍ଟ 8,2017 ରେ କୁଇଜ ଆରମ୍ଭ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan deposits cross Rs 3.09 lakh crore

Media Coverage

Jan Dhan deposits cross Rs 3.09 lakh crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength