ଚୀନ ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ମୋନୁ ଘଙ୍ଗାସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୁରୁଷ ଶଟ୍ ପୁଟ୍ ଏଫ୍ ୧୧ ପ୍ରତିଯୋଗିତାରେ ମୋନୁ ଘଙ୍ଗାସଙ୍କ ଦ୍ୱାରା ଅବିଶ୍ୱସନୀୟ ବ୍ରୋଞ୍ଜ ପଦକ ହାସଲ । ତାଙ୍କ ଉପଲବ୍ଧି ବାସ୍ତବରେ ପ୍ରେରଣାଦାୟକ । ସବୁ ପରିଶ୍ରମ ଏବଂ ନିଷ୍ଠା ରଙ୍ଗ ଭରିଦେଇଛି । ଭାରତ ବାସ୍ତବରେ ବେଶ୍ ଉତ୍ସାହିତ ।’
Incredible Bronze by @GhangasMonu in Men's Shot put F11 event. His achievement is truly inspiring. All the hard work and dedication has paid off. India is truly elated. pic.twitter.com/VZN3L9mqZc
— Narendra Modi (@narendramodi) October 23, 2023


