ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲ ଅଭିନେତା ବିଶାଲ କାଶୀକୁ କରିଥିବା ପ୍ରଶଂସାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଅଭିନେତାଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“କାଶୀରେ ଆପଣଙ୍କ ଅଭିଜ୍ଞତା ଚମତ୍କାର ହୋଇ ପାରିଥିବାରୁ ବେଶ ଖୁସି ।”
Glad that you had a wonderful experience in Kashi. https://t.co/e74hLfeMj1
— Narendra Modi (@narendramodi) November 2, 2022


