ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ମଧ୍ୟରେ ପଢିବା ପ୍ରତି ଭଲ ପାଇବା ଉଜାଗର କରିବା ପାଇଁ କବନ ରିଡ୍ସ (ଏକ ପଠନ ଗୋଷ୍ଠୀ)ର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଲୋକସଭା ସାଂସଦ ଶ୍ରୀ ପିସି ମୋହନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଠନ ଆନନ୍ଦ ବିତରଣ ପାଇଁ ଉଲ୍ଲେଖନୀୟ ଉଦ୍ୟମ ।”
Commendable effort to spread the joys of reading. https://t.co/vHbu9Vv3J7
— Narendra Modi (@narendramodi) June 12, 2023


