ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପ୍ରଭାବରେ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆମ ଚାଷୀ ଭାଇ ଓ ଭଉଣୀଙ୍କ ମୁହଁରେ ହସ ଭରି ଦେଇଛି, ଏହାଠାରୁ ବଳି ବଡ ଖୁସି ଆଉ କଣ ହୋଇପାରେ ।
ରାଜ୍ୟସଭା ସାଂସଗ ଶ୍ରୀ ରାମଚନ୍ଦର ଜାଙ୍ଗରା ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ସମ୍ପର୍କରେ ଜଣାଇଥିଲେ ।
ରାଜ୍ୟସଭା ସାଂସଦଙ୍କ ଟ୍ୱିଟ ଶୃଙ୍ଖଳର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆମ ଚାଷୀ ଭାଇ ଓ ଭଉଣୀଙ୍କ ମୁହଁରେ ହସ ଭରି ଦେଇଛି, ଏହାଠାରୁ ବଳି ବଡ ଖୁସି ଆଉ କଣ ହୋଇପାରେ ।”
“प्रधानमंत्री फसल बीमा योजना ने हमारे किसान भाई-बहनों के चेहरों पर जो मुस्कान बिखेरी है, उससे बड़ी खुशी और क्या हो सकती है!”
प्रधानमंत्री फसल बीमा योजना ने हमारे किसान भाई-बहनों के चेहरों पर जो मुस्कान बिखेरी है, उससे बड़ी खुशी और क्या हो सकती है! https://t.co/rO5GQeiUQd
— Narendra Modi (@narendramodi) April 11, 2023


