ହାଙ୍ଗଜୋ ଠାରେ ଚାଲିଥିବା ଏସୀୟ କ୍ରୀଡା ୨୦୨୨ ରେ ପୁରୁଷ ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନରେନ୍ଦର ବରୱାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:
ବକ୍ସିଂ + ୯୨ କିଲୋଗ୍ରାମ ପ୍ରତିଯୋଗିତାରେ ଯୋଗ୍ୟ ବ୍ରୋଞ୍ଜ ପଦକ ପାଇଁ ନରେନ୍ଦର ବରୱାଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଗାମୀ ପ୍ରୟାସ ପାଇଁ ତାଙ୍କୁ ମୋର ଶୁଭେଚ୍ଛା । ସେ ଭାରତକୁ ଗର୍ବିତ କରନ୍ତୁ! ”
Heartiest congratulations to @berwal_narender for the well-deserved Bronze Medal in Boxing +92kg event. My best wishes to him for his endeavours ahead. May he keep making India proud! pic.twitter.com/LucjginfXi
— Narendra Modi (@narendramodi) October 3, 2023


