This is the strength of the farmers of our country that the production of pulses has increased from almost 17 million tonnes to 23 million tonnes in just one year: PM
100% neem coating of urea has led to its effective utilisation: PM
Due to Soil health Cards lesser fertilizers are being used and farm productivity has gone up by 5 to 6 per cent: PM Modi
We have announced ‘Operation Greens’ in this year’s budget, we are according TOP priority to Tomato, Onion, Potato: PM Modi
Promoting use of solar energy will lead to increase in the income of farmers: PM Modi

 

  • ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାସ୍ଥିତ ଏନଏଏସି କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିବା “କୃଷି-2022 : କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ସମ୍ମିଳନୀରେ ଯୋଗ ଦେଇଥିଲେ ।

    ନିମ୍ନୋକ୍ତ ବିଷୟଗୁଡ଼ିକରେ 7ଟି ବିଷୟବସ୍ତୁ ଗୋଷ୍ଠୀ ଉପସ୍ଥାପନା ରଖିଥିଲେ ।

    • ନୀତି ଏବଂ ପ୍ରଶାସନିକ ସଂସ୍କାର
    • କୃଷି ବାଣିଜ୍ୟ ନୀତି ଏବଂ ରପ୍ତାନି ପ୍ରୋତ୍ସାହନବଜାର ଢାଂଚା ଏବଂ ବିପଣନ ଦକ୍ଷତା
    • କୃଷି କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନା ବିଜ୍ଞାନ ଏବଂ ପ୍ରଯୁକ୍ତି ଏବଂ ଷ୍ଟାର୍ଟଅପ
    • ନିରନ୍ତର ଏବଂ ସମାନ ବିକାଶ ଏବଂ ଦକ୍ଷ ସେବା ଯୋଗାଣ
    • ପୁଞ୍ଜିନିବେଶ ଏବଂ କୃଷକଙ୍କୁ ସଂସ୍ଥାଗତ ଋଣ
    • ଅଭିବୃଦ୍ଧିର ସଂଚାଳକ ଭାବେ ପଶୁପାଳନଗୋପାଳନକୁକୁଡ଼ା ପାଳନ ଏବଂ ମତ୍ସ୍ୟଚାଷକୁ ପ୍ରୋତ୍ସାହନ

ଏହି ପ୍ରକାର ଉପସ୍ଥାପନାଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ବିଶେଷ କରି ଅଧିକ ପରିମାଣରେ ଡାଲି ଉତ୍ପାଦନ କରିଥିବା କାରଣରୁ ସେ ଭାରତର କୃଷକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୃଷକଙ୍କ ଆୟ ବୃଦ୍ଧି ଲାଗି ସରକାର ଏକାଧିକ ସମନ୍ୱିତ ପଦକ୍ଷେପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ, ସେ ଚାରିଟି ଦିଗ ସମ୍ପର୍କରେ ଉଲ୍ଲେଖ କରିଥିଲେ : ଇନପୁଟ/ଉତ୍ପାଦନ ଖର୍ଚ୍ଚ ହ୍ରାସ, ଉତ୍ପାଦ ପାଇଁ ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବା; ଉତ୍ପାଦ ନଷ୍ଟର ପରିମାଣ ହ୍ରାସ; ଏବଂ ଆୟର ବିକଳ୍ପ ଉତ୍ସ ସୃଷ୍ଟି କରିବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତପ୍ରତିଶତ ନିମ-ପ୍ରଲେପ ଦ୍ୱାରା ୟୁରିଆର ଦକ୍ଷତା ବୃଦ୍ଧି ପାଇବା ସହିତ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଛି । ସେ କହିଥିଲେ ଯେ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରାଯିବା ଯୋଗୁ ରସାୟନିକ ସାର ଉପଯୋଗ ହ୍ରାସ ପାଇଛି, ଏହା ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେନ୍ଦ୍ର ସରକାର 99ଟି ଅସମ୍ପୂର୍ଣ୍ଣ  ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ଏଥିମଧ୍ୟରୁ 5ଟି ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ କୃଷକଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ । ସେ କହିଥିଲେ ଯେ 20 ଲକ୍ଷ ହେକ୍ଟର ଚାଷ ଜମି ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅଧୀନରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥା ମଧ୍ୟକୁ ଅଣାଯାଇସାରିଲାଣି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୀଳ ଅଭିଯାନ ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଛି । ଏହା ଟମାଟୋ, ପିଆଜ ଏବଂ ଆଳୁ ଚାଷୀଙ୍କୁ ଲାଭାନ୍ୱିତ କରିବ । ସେ କହିଥିଲେ ଯେ 22,000 ଗ୍ରାମୀଣ ହାଟକୁ ଆବଶ୍ୟକ ଭିତ୍ତିଭୂମି ସହ ଉନ୍ନତିକରଣ କରାଯିବ ଏବଂ ଇ-ନାମ ପ୍ଲାଟଫର୍ମ ସହ ଏହାକୁ ଯୋଡ଼ାଯିବ । କୃଷକଙ୍କୁ ସେମାନଙ୍କ ଜମି ଠାରୁ 5ରୁ 15 କିମି ମଧ୍ୟରେ ବଜାର ସୁବିଧା ପାଇପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷି ଋଣ ପାଇଁ ଆବଣ୍ଟିତ ଅର୍ଥରାଶି ସଂଖ୍ୟା ବଢ଼ାଇ ଦିଆଯାଇଛି । ଏହାଦ୍ୱାରା କୃଷକଙ୍କ ପାଇଁ ଅଧିକ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ ।

ସେ କହିଥିଲେ ଯେ କୃଷି ଆବର୍ଜନାକୁ ସମ୍ପତ୍ତିରେ ପରିଣତ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"