କ୍ରମିକ ସଂଖ୍ୟା |
ବୁଝାମଣା / ରାଜିନାମା / ସନ୍ଧି |
ରୁଷ ପକ୍ଷରୁ ଆଦାନ ପ୍ରଦାନ କରିଥିବା ବ୍ୟକ୍ତି |
ଭାରତ ପକ୍ଷରୁ ଆଦାନ ପ୍ରଦାନ କରିଥିବା ବ୍ୟକ୍ତି |
1. |
2019-23 ଅବଧି ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବର୍ହିବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ପରାମର୍ଶ ସନ୍ଧି |
ମିଷ୍ଟର ସର୍ଗେଇ ଲାଭରୋଭ, ରୁଷ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଶ୍ରୀମତୀ ସୁଷମା ସ୍ଵରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
2. |
ରୁଷୀୟ ସଂଘର ଅର୍ଥନୈତିକ ବିକାଶ ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି) ଆୟୋଗଙ୍କ ମଧ୍ୟରେ ବୁଝାମଣାପତ୍ର |
ମିଷ୍ଟର ମାକ୍ସିମ ଓରେସ୍କିନ, ରୁଷୀୟ ସଂଘର ଆର୍ଥିକ ବିକାଶ ମନ୍ତ୍ରୀ |
ଡଃ ରାଜୀବ କୁମାର, ନୀତି ଆୟୋଗ ଉପାଧ୍ୟକ୍ଷ |
3. |
ମାନବୀୟ ମହାକାଶଯାନ କାର୍ଯ୍ୟକ୍ରମ କ୍ଷେତ୍ରରେ ସମ୍ମିଳତ କାର୍ଯ୍ୟକଳାପ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଏବଂ ରୁଷୀୟ ସଂଘର ମହାକାଶ ସଂସ୍ଥା‘ରୋସକସମସ’ ମଧ୍ୟରେ ବୁଝାମଣାପତ୍ର |
ମିଷ୍ଟର ଦିମିତ୍ରି ରୋଗୋଜିନ, ରୋସକସମସ ନିର୍ଦ୍ଦେଶକ |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
4. |
ଭାରତୀୟ ରେଳବାଇ ଏବଂ ରୁଷୀୟ ରେଳବାଇ ମଧ୍ୟରେ ବୁଝାମଣାପତ୍ର |
ମିଷ୍ଟର ଓଲେଗ ବେଲୋଜେରୋଭ, ଜେଏସସି ରୁଷୀୟ ରେଳବାଇ ସିଇଓ-ଅଧ୍ୟକ୍ଷ |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
5. |
ଆଣବିକ କ୍ଷେତ୍ରରେ ପ୍ରାଥମିକୀକରଣ ଏବଂ ସହଯୋଗ କ୍ଷେତ୍ରର କାର୍ଯ୍ୟକାରୀତା ଲାଗି କାର୍ଯ୍ୟଯୋଜନା |
ମିଷ୍ଟର ଆଲେକ୍ସି ଲିଖାଚେଭ, ରୋସାଟୋମ ମହାନିର୍ଦ୍ଦେଶକ |
ଶ୍ରୀ କେ.ଏନ.ବ୍ୟାସ, ଆଣବିକ ଶକ୍ତି ବିଭାଗ ସଚିବ |
6. |
ରୁଷ ପରିବହନ ମନ୍ତ୍ରଣାଳୟ ଏବଂ ଭାରତୀୟ ରେଳବାଇ ମଧ୍ୟରେ ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗ ବିକାଶ କରିବା ଲାଗି ବୁଝାମଣାପତ୍ର |
ମିଷ୍ଟର ନିକୋଲାଇ କୁଦାଶେଭ, ଭାରତରେ ନିଯୁକ୍ତ ରୁଷ ରାଷ୍ଟ୍ରଦୂତ |
ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ |
7. |
ଭାରତର ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ଏବଂ ରୁଷୀୟ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ନିଗମ (ଆରଏସଏମବି) ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର |
ମିଷ୍ଟର ଆଲେକ୍ଜାଣ୍ଡର ବ୍ରାଭେରମେନ, ରୁଷୀୟ କ୍ଷୁଦ୍ର ଓ ମଧ୍ୟମ ବାଣିଜ୍ୟ ନିଗମର ମହାନିର୍ଦ୍ଦେଶକ |
ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ |
8. |
ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (“ଆରଡିଆଇଏଫ’’);ପିଜେଏସସି ଫୋସଏଗ୍ରୋ (ଫଓ ଆଗ୍ରୋ) ଏବଂ ଭାରତୀୟ ପଟାସ ଲିମିଟେଡ (ଆଇପିଏଲ) |
ମିଷ୍ଟର କିରିଲ୍ଲ ଦିମିତ୍ରିଏଭ, ରୁଷ ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ମହାନିର୍ଦ୍ଦେଶକ ଏବଂ ଆଣ୍ଡ୍ରେ ଗୁର୍ୟେଭ, ଫୋସଏଗ୍ରୋ ସିଇଓ |
ଶ୍ରୀ ଡି.ବି.ଭେଙ୍କଟେଶ ବର୍ମା, ରୁଷରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ |