ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଯୋଗକୁ ନିଜର ଦୈନିକ କାର୍ଯ୍ୟରେ ସାମିଲ୍ କରିବା ପାଇଁ ଆହ୍ବାନ କରିଛନ୍ତି।
ଯୋଗ ବିଷୟରେ ଭିଡିଓକୁ ସେୟାର କରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :
ଯୋଗ ଶରୀରର ଶକ୍ତି ଓ ମନର ଶାନ୍ତି ଉଭୟକୁ ବୃଦ୍ଧି କରିଥାଏ। ଆସନ୍ତୁ ସୁସ୍ଥ ଜୀବନ ପାଇଁ ଏହାକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ସାମିଲ୍ କରିବା। ବିଭିନ୍ନ ଆସନର କିଛି ଭିଡିଓ ଆପଣଙ୍କ ପାଇଁ ପ୍ରଦାନ କରୁଛି।
योग शरीर की शक्ति और मन की शांति दोनों को बढ़ाता है। आइए, स्वस्थ जीवन के लिए इसे हम अपनी दिनचर्या का हिस्सा बनाएं। विभिन्न आसनों के कुछ वीडियो आपके लिए साझा कर रहा हूं।https://t.co/Ptzxb88JCn
— Narendra Modi (@narendramodi) June 17, 2023


