ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଦେଶ ପାଇଁ ଖୁସିର କଥା ଯେ ସ୍ୱଚ୍ଛ ଭାରତ ମିଶନ ଆମ ଗରିବ ମା ଓ ଭଉଣୀମାନଙ୍କର ଜୀବନକୁ ସଶକ୍ତ କରିବାରେ ସହାୟକ ହୋଇଛି ।
ଶ୍ରୀ ମୋଦୀ ଗରିବ ମା ଓ ଭଉଣୀମାନଙ୍କ ପାଇଁ ଶୌଚାଳୟର ଗୁରୁତ୍ୱ ପ୍ରଦର୍ଶନ କରୁଥିବା ଏକ ସୃଜନଶୀଳ ଭିଡିଓ କ୍ଲିପ ଶେୟାର ମଧ୍ୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସାରା ଦେଶ ପାଇଁ ଖୁସିର କଥା ଯେ, ସ୍ୱଚ୍ଛ ଭାରତ ମିଶନ ଆମ ଗରିବ ମା ଓ ଭଉଣୀମାନଙ୍କର ଜୀବନକୁ ସଶକ୍ତ କରିବାରେ ସହାୟକ ହୋଇଛି... ।”
देशभर के लिए यह हर्ष का विषय है कि स्वच्छ भारत मिशन ने हमारी गरीब माताओं और बहनों के जीवन को सशक्त बनाने का काम किया है... pic.twitter.com/bv3KRrPqtP
— Narendra Modi (@narendramodi) April 6, 2023


