Guru Ravidas Ji was one of the greatest Saints to have been born in our land. He stood for a society that is equal, just and compassionate: PM
Guru Ravidas Ji’s teachings are eternal and are relevant for people of all sections of society, says PM Modi
Guru Ravidas Ji questioned practices that were archaic and regressive, and inspired people to change with the times: PM
Guru Ravidas Ji had unwavering faith in values of harmony and brotherhood. He did not believe in any kind of discrimination: PM Modi
When we work with the motto of ‘Sabka Saath, Sabka Vikas’ we are deeply motivated by Guru Ravidas Ji’s emphasis on serving every human, especially the poor: PM

ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଗୁରୁ ରବିଦାସଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ଗୁରୁ ରବିଦାସ ହେଉଛନ୍ତି ଆମ ଦେଶରେ ଜନ୍ମ ହୋଇଥିବା ମହାନ ସନ୍ଥମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଏକ ସମାନତା ଓ ଯଥାର୍ଥତା ବିଶିଷ୍ଟ ଏବଂ କରୁଣାପୂର୍ଣ୍ଣ ସମାଜ ପ୍ରତିଷ୍ଠା ଦିଗରେ ପ୍ରଚେଷ୍ଟା କରିଥିଲେ । ତାଙ୍କ ଶିକ୍ଷା ସର୍ବକାଳୀନ ଏବଂ ସମାଜର ସବୁ ବର୍ଗର ଜନସାଧାରଣଙ୍କ ପାଇଁ ପ୍ରାସଙ୍ଗିକ ।

ଗୁରୁ ରବିଦାସ ଆମ ସମାଜରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ । ମନୁଷ୍ୟକୁ ପଛକୁ ନେଉଥିବା ପ୍ରଚଳିତ ପ୍ରଥାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ ଏବଂ ସମୟ ସହିତ ତାଳ ଦେଇ ପରିବର୍ତ୍ତନ ଆଣିବା ପାଇଁ ସେ ଜନସାଧାରଣଙ୍କୁ ଅନୁପ୍ରାଣିତ କରିଥିଲେ । ସମୟ ସହିତ ତାଳ ଦେଇ ପରିବର୍ତ୍ତନ ଆଣିବା ଉପରେ ତାଙ୍କର ଗୁରୁତ୍ୱ ଏବଂ ଅନୁସନ୍ଧାନର ଭାବନା ଅତ୍ୟନ୍ତ ମହନୀୟ ।

ଐକ୍ୟ ଏବଂ ଭ୍ରାତୃତ୍ୱଭାବର ମୂଲ୍ୟବୋଧ ପ୍ରତି ଗୁରୁ ରବିଦାସଙ୍କର ଅଖଣ୍ଡ ବିଶ୍ୱାସ ରହିଥିଲା । କୌଣସି ଭେଦ ଭାବ ଉପରେ ସେ ବିଶ୍ୱାସ କରୁନଥିଲେ । ଯେତେବେଳେ ଆମେ ‘ସବକା ସାଥ, ସବକା ବିକାଶ’ ଉଦ୍ଦେଶ୍ୟ ସହିତ କାର୍ଯ୍ୟ କରୁଛୁ ସେତେବେଳେ ଆମେ ସବୁ ମଣିଷ ବିଶେଷ କରି ଗରିବମାନଙ୍କ ସେବା ଲାଗି ଗୁରୁ ରବିଦାସଙ୍କ ମହାନ ଭାବନା ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହେଉଛୁ ।

ଆଜି ଗୁରୁ ରବିଦାସଙ୍କ ଏହି ପଂକ୍ତି ମୁଁ ଉଦ୍ଧୃତ କରିବାକୁ ଚାହିଁବି:

ऐसा चाहूँ राज मैं जहाँ मिलै सबन को अन्न।

छोट बड़ो सब सम बसै, रैदास रहै प्रसन्न।।

ଏସା ଚାହୁଁ ରାଜ ମେଁ ଯହାଁ ମିଲୈ ସବନ କୋ ଅନ୍ନ ।

ଛୋଟ ବଡୋ ସବ ସମ ବସୈ ରୈଦାସ ରହେ ପ୍ରସନ୍ନ । ।

ଗୁରୁ ରବିଦାସ ଏପରି ଏକ ସମୟର ସ୍ୱପ୍ନ ଦେଖିଥିଲେ ଯେତେବେଳେ କି ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ରହିଥିବ ଏବଂ ସମସ୍ତେ ଖୁସି ଥିବେ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”