ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ ଇ-ରୁପି ଭାଉଚର : ପ୍ରଧାନମନ୍ତ୍ରୀ
ଡିବିଟିକୁ ଅଧିକ ପ୍ରଭାବୀ କରିବ ଏବଂ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ ଇ-ରୁପି ଭାଉଚର: ପ୍ରଧାନମନ୍ତ୍ରୀ
ଗରିବଙ୍କୁ ସହାୟତା କରିବା ସହିତ ସେମାନଙ୍କ ପ୍ରଗତି ପାଇଁ ଏକ ଉପକରଣ ଭାବେ ଆମେ ପ୍ରଯୁକ୍ତିକୁ ଗ୍ରହଣ କରିଛୁ : ପ୍ରଧାନମନ୍ତ୍ରୀ

ନମସ୍କାର,

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ରାଜ୍ୟପାଳ ମହୋଦୟ, ଉପରାଜ୍ୟପାଳଗଣ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀଗଣ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ରାଜ୍ୟଗୁଡିକର ମୁଖ୍ୟ ସଚିବ, ଭିନ୍ନ ଭିନ୍ନ ଶିଳ୍ପ ସଂଘ ସହିତ ସଂଶ୍ଳିଷ୍ଟ ବନ୍ଧୁଗଣ, ଷ୍ଟାର୍ଟ ଅପ୍‌, ଫିନଟେକ୍‌ର ଦୁନିଆରୁ ସାମିଲ ମୋର ଯୁବ ସାଥୀ, ବ୍ୟାଙ୍କ ଗୁଡିକର ବରିଷ୍ଠ ଅଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଦେଶ ଡିଜିଟାଲ ଶାସନକୁ ଏକ ନୂଆ ଦିଗନ୍ତ ଦେଇ ଚାଲିଛି । ଇ-ରୂପୀ ଭାଉଚର, ଦେଶରେ ଡିଜିଟାଲ ନେଣଦେଣକୁ, ଡିବିଟିକୁ ଆହୁରି ପ୍ରଭାବଶାଳୀ କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବାକୁ ଯାଉଛି । ଏହାଦ୍ୱାରା ଲକ୍ଷ୍ୟଭିତିକ, ପାରଦର୍ଶୀ, ଏବଂ ପ୍ରକଟମୁକ୍ତ ବିତରଣରେ ସମସ୍ତଙ୍କୁ ବହୁତ ସହାୟତା ମିଳିପାରିବ । ଏକବିଂଶ ଶତାଦ୍ଦୀର ଭାରତ, ଆଜି କିପରି ଆଧୁନିକ ଜ୍ଞାନକୌଶଳର ସହାୟତାରେ ଅଗ୍ରସର ହେବାରେ ଲାଗିଛି, ପ୍ରଯୁକ୍ତିକୁ ଲୋକମାନଙ୍କ ଜୀବନ ସହିତ ସଂଯୁକ୍ତ କରାଯାଉଛି, ଇ-ରୂପୀ ତାହାର ମଧ୍ୟ ଏକ ପ୍ରତୀକ ଅଟେ । ମୁଁ ଖୁସି ଯେ, ଏହି ପ୍ରାରମ୍ଭ, ସେହି ସମୟରେ ହେଉଛି, ଯେତେବେେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି । ଏବଂ ଏହିଭଳି ସମୟରେ ଏହି ଦେଶ ଭବିଷ୍ୟୋନ୍ମୁଖୀ ସଂସ୍କାର ଆଡକୁ ଆଉ ଏକ ପାଦ ବଢାଇଛି ।

ବନ୍ଧୁଗଣ,

କେବଳ ସରକାର ନୁହନ୍ତି, ଯଦି କୌଣସି ସାଧାରଣ ସଂସ୍ଥା ଅବା ସଂଗଠନ କାହାର ଚିକିତ୍ସାରେ, କାହାର ପାଠପଢାରେ କିମ୍ବା ଅନ୍ୟାନ୍ୟ କାମ ନିମନ୍ତେ କୌଣସି ସହାୟତା ଯୋଗାଇବା ପାଇଁ ଚାହୁଁଥିବେ ତାହାହେଲେ, ସେମାନେ ନଗଦ ପରିବର୍ତେ ଇ-ରୂପୀ ଦେଇପାରିବେ । ଏହାଦ୍ୱାରା ସୁନିଶ୍ଚିତ ହେବ ଯେ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଧନରାଶି ସେହି କାମରେ ଲାଗିପାରିଛି ଯେଉଁଥିପାଇଁ ସେହି ଅର୍ଥ ଦିଆଯାଇଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ସୁଫଳ ଉପରେ ଲାଗୁ କରାଯାଉଛି ।

ଧରିନିଅନ୍ତୁ, କୌଣସି ସଂଗଠନ, ସେବା ମନୋଭାବ ସହିତ, ସରକାର, ଭାରତ ସରକାରଙ୍କ ଦ୍ୱାରା ଯେଉଁ ନିଃଶୁଳ୍କ ପ୍ରତିଷେଧକ ଦିଆଯାଉଛି ତା’ର ଲାଭ ନେବାକୁ ଚାହାନ୍ତି ନାହିଁ, କିନ୍ତୁ ଯେଉଁ ବେସରକାରୀ ହସପିଟାଲଗୁଡିକରେ ପ୍ରତିଷେଧକ ପାଇଁ କିଛି ମୂଲ୍ୟ ଦେବାକୁ ପଡୁଛି, ସେଠାକୁ ଆର୍ଥିକ ସହାୟତା ଦେବାକୁ ଚାହୁଁଛନ୍ତି, ଯଦି ସେମାନେ ଶହେ ଜଣ ଗରିବଙ୍କ ଟିକାକରଣ ପାଇଁ ମନରେ ଇଚ୍ଛା ରଖିଛନ୍ତି, ତାହାହେଲେ ସେମାନେ ସେହି ଶହେ ଜଣ ଗରିବଙ୍କୁ ଇ-ରୂପୀ ଭାଉଚର ଦେଇପାରିବେ । ଇ- ରୂପୀ ଭାଉଚର ଏହା ସୁନିଶ୍ଚିତ କରିବ ଯେ ତାହାର ବ୍ୟବହାର ଟିକା ଲଗାଇବାରେ ହିଁ କରାଯିବ, ଅନ୍ୟ କୌଣସି କାମ ପାଇଁ ନୁହେଁ । ଧିରେ ଧିରେ ଏଥିରେ ଆହୁରି ଅନେକ ସୁବିଧା ଯୋଡି ହୋଇ ଚାଲିବ । ଯେପରିକି, କେହି କାହାର ଚିକିତ୍ସା ଉପରେ ଖର୍ଚ୍ଚ କରିବାକୁ ଚାହୁଁଛି, କିଏ ଯକ୍ଷ୍ମା ରୋଗୀକୁ ଉଚିତ୍‌୍ ଔଷଧପତ୍ର ଓ ଖାଦ୍ୟପେୟ ପାଇଁ ଆର୍ଥିକ ସହାୟତା ଦେବାକୁ ଚାହୁଁଛି, କିମ୍ବା ଶିଶୁମାନଙ୍କୁ, ଗର୍ଭବତୀ ମହିଳାମାନଙ୍କୁ ଭୋଜନ ଓ ପୋଷଣ ସହ ସମ୍ପୃକ୍ତ ଅନ୍ୟାନ୍ୟ ସୁବିଧା ପହଂଚାଇବାକୁ ଚାହୁଁଛି, ତାହାହେଲେ ଇ-ରୂପୀ ତାଙ୍କ ପାଇଁ ବହୁତ ସହାୟକ ସାବ୍ୟସ୍ତ ହେବ । ଅର୍ଥାତ୍ ଇ-ରୂପୀ, ଗୋଟିଏ ପ୍ରକାର ବ୍ୟକ୍ତି ସହିତ ଅଭିପ୍ରାୟ କୈନ୍ଦ୍ରିକ ମଧ୍ୟ ।

ଯେଉଁ ଉଦ୍ଦେଶ୍ୟରେ ଏହି ସହାୟତା କିମ୍ବା କୌଣସି ଲାଭ ପ୍ରଦାନ କରଯାଉଛି, ତାହା କେବଳ ସେଥିପାଇଁ ହିଁ ବ୍ୟବହୃତ ହେବ, ଏକଥା ଇ-ରୂପୀ ସୁନିଶ୍ଚିତ କରିବାକୁ ଯାଉଛି । କେହି ଏବେ ଯଦି ଚାହିଁବେ ଯେ ସେ ବୃଦ୍ଧାଶ୍ରମରେ ୨୦ଟି ନୂଆ ଶଯ୍ୟା ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି, ତାହାହେଲେ ଇ-ରୂପୀ ଭାଉଚର ସେଥିପାଇଁ ସହାୟତା କରିବ ।

କେହି କୌଣସି କ୍ଷେତ୍ରରେ ୫୦ଜଣ ଗରିବଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ଚାହୁଁଛି ତାହାହେଲେ ଇ-ରୂପୀ ଭାଉଚର ତାଙ୍କର ସହାୟତା କରିବ । ଯଦି କେହି ଗୋଶାଳାରେ ଗୋଖାଦ୍ୟ ବ୍ୟବସ୍ଥା କରିବାକୁ ଚାହୁଁଛି, ତାହାହେଲେ ଇ-ରୂପୀ ଭାଉଚର ତାଙ୍କୁ ମଧ୍ୟ ସାହାଯ୍ୟ କରିବ ।

ଏହାକୁ ଏବେ ଯଦି ରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଦେଖିବା ତାହାହେଲେ, ଯଦି ସରକାରଙ୍କ ଦ୍ୱାରା ପୁସ୍ତକ ପାଇଁ ଅର୍ଥ ପଠାଯାଇଛି, ତେବେ ଇ-ରୂପୀ ଏହା ସୁନିଶ୍ଚିତ କରିବ ଯେ ସେହି ଅର୍ଥରେ କେବଳ ପୁସ୍ତକ ହିଁ କିଣାଯିବ । ଯଦି ୟୁନିଫର୍ମ ପାଇଁ ଅର୍ଥ ପଠାଯାଇଛି, ତାହାହେଲେ ସେଥିରେ ୟୁନିଫର୍ମ ହିଁ କିଣାଯିବ ।

ଯଦି ସବସିଡିଯୁକ୍ତ ସାର ପାଇଁ ସହାୟତା ପ୍ରଦାନ କରାଯାଇଛି, ତାହାହେଲେ ଏହା ସାର କିଣା କାମରେ ହିଁ ଆସିବ । ଗର୍ଭବତୀ ମହିଳାମାନଙ୍କ ପାଇଁ ଦିଆଯାଇଥିବା ଅର୍ଥରେ କେବଳ ପୋଷକ ଆହାର ହିଁ କ୍ରୟ କରାଯାଇ ପାରିବ । ଅର୍ଥାତ୍ ଅର୍ଥ ପ୍ରଦାନ ପରେ ଆମେ ତାହାର ଯେଉଁ ବିନିଯୋଗ ଚାହୁଁଛୁ ଇ-ରୂପୀ ଭାଉଚର ତାହାକୁ ସିଦ୍ଧ କରିପାରିବ ।

ବନ୍ଧୁଗଣ,

ପ୍ରଥମେ ଆମ ଦେଶରେ କିଛି ଲୋକ ଚାହୁଁଥିଲେ ଏବଂ ସେମାନେ କହୁଥିଲେ ମଧ୍ୟ ପ୍ରଯୁକ୍ତି ତ କେବଳ ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଭାରତ ତ ଗରିବ ଦେଶ, ଏଣୁ ଭାରତ ପାଇଁ ପ୍ରଯୁକ୍ତିି ବିଦ୍ୟାର ବା କାମ କ’ଣ? ଯେତେବେଳେ ଆମ ସରକାର ପ୍ରଯୁକ୍ତି ବିଦ୍ୟାକୁ ଏକ ମିଶନ୍ ଆକାର ଦେବା ବିଷୟରେ ଚିନ୍ତା କରୁଛନ୍ତି, ତ ସେତେବେଳେ ଅନେକ ରାଜନେତା, କିଛି ବିଶେଷ ଧରଣର ବିଶେଷଜ୍ଞ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । କିନ୍ତୁ ଆଜି ଦେଶ ସେହି ଲୋକମାନଙ୍କ ବିଚାରଧାରାକୁ ଅଗ୍ରାହ୍ୟ ମଧ୍ୟ କରିଛି, ଏବଂ ଭୁଲ ମଧ୍ୟ ପ୍ରମାଣିତ କରିଛି ।

ଆଜି ଦେଶର ଏହି ବିଚାରଧାରା ଭିନ୍ନ, ନୂତନ । ଆଜି ଆମେ ଟେକ୍ନୋଲୋଜିକୁ ଗରିବମାନଙ୍କ ସହାୟତାର, ସେମାନଙ୍କ ପ୍ରଗତିର ଏକ ଉପକରଣ ରୂପରେ ଦେଖୁଛୁ । ଆଜି ଦୁନିଆ ଏକଥା ଦେଖୁଛି ଯେ କିଭଳି ଭାରତରେ ଟେକ୍ନୋଲୋଜି ପାରଦର୍ଶିତା ଏବଂ ସଚ୍ଚୋଟତା ଆଣୁଛି! ଟେକ୍ନୋଲୋଜି କିଭଳି ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି, ସେସବୁକୁ ଗରିବମାନଙ୍କ ନିମନ୍ତେ ସୁଲଭ ଆକାରରେ ଉପଲବଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଏବଂ ଟେକ୍ନୋଲୋଜି କିଭଳି ସରକାର ଏବଂ ଲାଲ ଫିତାବାଦ ଉପରେ ସାଧାରଣ ମଣିଷର ନିର୍ଭରଶୀଳତାକୁ ହ୍ରାସ କରୁଛି ।

ଆପଣମାନେ ଆଜିର ଏହି ଅନନ୍ୟ ଉତ୍ପାଦକୁ ଦେଖନ୍ତୁ, ଆଜି ଆମେ ଏହି ସ୍ଥାନରେ ଏଥିପାଇଁ ପହଂଚିଛୁ କାରଣ ଦେଶ ଜନଧନ ଖାତା ଖୋଲିବାରେ, ସେସବୁକୁ ମୋବାଇଲ ଏବଂ ଆଧାର ସହିତ ଯୋଡିବାରେ, ଏବଂ ଜେ.ଏ.ଏମ୍ ଭଳି ବ୍ୟବସ୍ଥା ନିମନ୍ତେ ବର୍ଷ ବର୍ଷ ଧରି ପରିଶ୍ରମ କରିଛେ । ଯେତେବେଳେ ଜେ.ଏ.ଏମ୍‌କୁ ଆରମ୍ଭ କରାଯାଇଥିଲା, ସେତେବେଳେ ଅନେକ ଲୋକ ଏହାର ମହତ୍ୱକୁ ବୁଝିପାରୁନଥିଲେ, କିନ୍ତୁ ଏହାର ଗୁରୁତ୍ୱକୁ ଆମେ ଲକ୍‌ଡାଉନ ସମୟରେ ଦେଖିଥିଲେ । ଯେତେବେଳେ ଦୁନିଆର ବଡ ବଡ ଦେଶ ଚିନ୍ତିତ ଥିଲେ ଯେ ଲକ୍‌ଡାଉନ ସମୟରେ କିପରି ନିଜର ଗରିବମାନଙ୍କୁ ସହାୟତା ଦିଆଯାଇପାରିବ ସେତେବେଳେ କିନ୍ତୁ ଭାରତ ନିକଟରେ ଏକ ସମ୍ପୁର୍ଣ୍ଣ ବ୍ୟବସ୍ଥା ପ୍ରସ୍ତୁତ ଥିଲା । ଅନ୍ୟାନ୍ୟ ଦେଶ ଯେତେବେଳେ ସେଠାରେ ନିଜର ପୋଷ୍ଟ ଅଫିସ ଓ ବ୍ୟାଙ୍କ ଖୋଲୁଥିଲେ, ସେତେବେଳେ ଭାରତ ମହିଳାମାନଙ୍କୁ ବ୍ୟାଙ୍କ ଖାତା ଜରିଆରେ ସିଧାସଳଖ ଆର୍ଥିକ ସହାୟତା ପହଂଚାଉଥିଲା ।

ଭାରତରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ପ୍ରାୟ ସାଢେ ୧୭ ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପଠାଯାଇ ସାରିଛି । ଆଜି କେନ୍ଦ୍ର ସରକାର ୩ ଶହରୁ ଅଧିକ ଯୋଜନାର ଲାଭ ଡିବିଟି ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଂଚାଉଛନ୍ତି । ପ୍ରାୟ ୯୦ କୋଟି ଦେଶବାସୀଙ୍କୁ ଏହାଦ୍ୱାରା କୌଣସି ନା କୌଣସି ରୂପରେ ସୁଫଳ ମିଳୁଛି । ରାସନ୍ ହେଉ, ଏଲପିଜି ଗ୍ୟାସ୍ ହେଉ, ଚିକିତ୍ସା ହେଉ, ମେଧାବୃତି ହେଉ, ପେନସନ ହେଉ, ମଜୁରୀ ହେଉ, ଘର ତିଆରି ପାଇଁ ସହାୟତା ହେଉ, ଏଭଳି ଅନେକ ଲାଭ ଡିବିଟି ଦ୍ୱାରା ମିଳୁଛି । ପି.ଏମ୍ କିଶାନ ସମ୍ମାନିନିଧି ଯୋଜନା ଅଧିନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଂଟକୁ ଏକ ଲକ୍ଷ ୩୫ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରାଯାଇଛି । ଏଥର ତ କୃଷକମାନଙ୍କଠାରୁ ଗହମର ଯେଉଁ ସରକାରୀ କ୍ରୟ ହୋଇଛି, ସେ ବାବଦରେ ପ୍ରାୟ ୮୫ ହଜାର କୋଟିରୁ ଅଧିକ ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ପ୍ରୟୋଗର ବହୁତ ବଡ ଫାଇଦା ଏହା ହୋଇଛି ଯେ ଦେଶର ପ୍ରାୟ ଅଢେଇ ଲକ୍ଷ କୋଟିରୁ ଅଧିକ ଟଙ୍କା ବାଟମାରଣା ହେବାରୁ ରକ୍ଷା ପାଇଯାଇଛି ।

ବନ୍ଧୁଗଣ,

ଭାରତ ଆଜି ସମଗ୍ର ବିଶ୍ୱକୁ ଏହା ଦେଖାଇ ଦେଉଛି ଯେ ଟେକ୍ନୋଲୋଜିକୁ ଆପଣାଇବାରେ, ଏଥି ସହିତ ସାମିଲ ହେବାରେ ଏହା କାହାଠାରୁ ବି ପଛରେ ନାହିଁ । ଅଭିନବତାର କଥା ହେଉ, ସେବା ପ୍ରଦାନରେ ଟେକ୍ନୋଲୋଜିର ବିନିଯୋଗ ହେଉ, ଭାରତ ବିଶ୍ୱର ବଡ ବଡ ଦେଶ ସହ ମିଶି ବୈଶ୍ୱିକ ନେତୃତ୍ୱ ପ୍ରଦାନ କରିବାର କ୍ଷମତା ରଖିପାରିଛି । ଗତ ୭ ବର୍ଷରେ ଭାରତ ନିଜର ପ୍ରଗତିକୁ ଯେଉଁ ଗତି ପ୍ରଦାନ କରିଛି ସେଥିରେ ଟେକ୍ନୋଲୋଜିର ସଠିକ୍ ବିନିଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣମାନେ ଚିନ୍ତା କରନ୍ତୁ, ୮-୧୦ ବର୍ଷ ପୂର୍ବେ କ’ଣ ଏକଥା କେହି କଳ୍ପନା କରିଥିଲେ ଯେ ଟୋଲ ବୁଥରେ କୋଟି କୋଟି ଯାନବାହନ ପହଂଚି ବାସ୍ତବ ନେଣଦେଣ ବିନା ଅତିକ୍ରମ କରିପାରିବ? ଆଜିର ଫାସଟ୍ୟାଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲେ ଯେ ଦୂର ଦୂରାନ୍ତ ଗାଁରେ ରହୁଥିବା କେଉଁ ହସ୍ତଶିଳ୍ପୀ ନିଜର ଉତ୍ପାଦ ଦିଲ୍ଲୀର କୌଣସି ସରକାରୀ କାର୍ଯ୍ୟାଳୟରେ ସିଧାସଳଖ ବିକ୍ରୀ କରିପାରିବ? ଆଜି ଜି.ଇ.ଏମ୍‌. ଅର୍ଥାତ୍ ଗମେଂଟ ଇ-ମାର୍କେଟପ୍ଲେସ୍ ପୋର୍ଟାଲ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲେ ଯେ ଆମର ସାର୍ଟିଫିକେଟ, ଦସ୍ତାବିଜ୍ ଡିଜିଟାଲ ରୂପରେ ଆମ ପକେଟରେ ରହିବ, ଏବଂ ପ୍ରତ୍ୟେକ ସମୟରେ ଗୋଟିଏ କ୍ଲିକ୍‌ରେ ଏହାର ବ୍ୟବହାର କରାଯାଇପାରିବ? ଆଜି ଡିଜି ଲକର ଦ୍ୱାରା ଏହା ସମ୍ଭବ ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲା ଯେ ଭାରତରେ ଏମଏସଏମଇ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ନିମନ୍ତେ କେବଳ ୫୯ ମିନିଟରେ ଋଣ ମଞ୍ଜୁର ହୋଇପାରିବ? ଆଜି ଭାରତରେ ଏହା ମଧ୍ୟ ସମ୍ଭବ । ଏବଂ ଏହିଭଳି, ୮-୧୦ ବର୍ଷ ପୂର୍ବେ କ’ଣ ଆପଣମାନେ ଭାବିଥିଲେ ଯେ ଆପଣ କୌଣସି କାର୍ଯ୍ୟ ପାଇଁ ଏକ ଡିଜିଟାଲ ଭାଉଚର ପଠାଇବେ ଏବଂ କାମ ହୋଇଯିବ? ଆଜି ଏହା ମଧ୍ୟ ଇ-ରୂପି ମାଧ୍ୟମରେ ସମ୍ଭବ ହୋଇପାରିଛି ।

ମୁଁ ଏଭଳି କେତେ ଯେ ଉଦାହରଣ ଆପଣମାନଙ୍କୁ ଦେଇପାରିବି । ଏହି ମହାମାରୀ ସମୟରେ ମଧ୍ୟ ଦେଶ ଟେକ୍ନୋଲୋଜିର ଶକ୍ତିକୁ ଅନୁଭବ କରିଛି । ଆରୋଗ୍ୟ ସେତୁ ଆପ୍‌ର ଉଦାହରଣ ମଧ୍ୟ ଆମ ସମ୍ମୁଖରେ ରହିଛି । ଆଜି ଏହି ଆପ୍ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଆପ୍ ମଧ୍ୟରୁ ଅନ୍ୟତମ । ଏହିଭଳି କୋୱିନ୍ ପୋର୍ଟାଲ ମଧ୍ୟ ଆଜି ଆମର ଟିକାକରଣ କାର୍ଯ୍ୟକ୍ରମରେ, ଟିକାକରଣ କେନ୍ଦ୍ର ଚୟନରେ, ପଞ୍ଜିକରଣରେ, ପ୍ରତିଷେଧକ ପ୍ରମାଣପତ୍ର ହାସଲ କରିବାରେ ଦେଶବାସୀଙ୍କୁ ବହୁତ ବଡ ସହାୟତା ଯୋଗାଇ ଦେଉଛି ।

ଯଦି ପୁୁରୁଣା ବ୍ୟବସ୍ଥା ଚାଲୁଥାଆନ୍ତା ତାହାହେଲେ ଟିକା ଲଗାଇବା ପରେ ସାର୍ଟିଫିକେଟ ପାଇଁ ଦୌଡିବାକୁ ପଡୁଥାଆନ୍ତା । ଦୁନିଆର ଅନେକ ବଡ ବଡ ଦେଶରେ ମଧ୍ୟ ଆଜି କାଗଜ ଉପରେ ହାତରେ ଲେଖି ସାର୍ଟିଫିକେଟ ପ୍ରଦାନ କରାଯାଉଛି । କିନ୍ତୁ ଭାରତର ଜନସାଧାରଣ ଗୋଟିଏ କ୍ଲିକରେ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରୁଛନ୍ତି । ଏଥିପାଇଁ ଆଜି ଭାରତର କୋୱିନ୍ ବ୍ୟବସ୍ଥା, ବିଶ୍ୱର ଅନେକ ଦେଶକୁ ଆକର୍ଷିତ କରୁଛି । ଭାରତ ଏହାକୁ ଦୁନିଆ ସହିତ ମଧ୍ୟ ବାଂଟୁଛି ।

 

ବନ୍ଧୁଗଣ,

ମୋର ମନେ ଅଛି ଯେ ୪ ବର୍ଷ ପୂର୍ବେ ଯେତେବେଳେ ଭୀମ୍ ଆପର ଶୁଭାରମ୍ଭ କରାଯାଇଥିଲା, ସେତେବେଳେ ମୁଁ କହିଥିଲି ଯେ ସେହିଦିନ ଆଉ ଦୂର ନୁହେଁ ଯେତେବେଳେ ଅଧିକାଂଶ ବ୍ୟାବସାୟିକ କାରବାର ନଗଦ ପରିବର୍ତେ ଡିଜିଟାଲ ମାଧ୍ୟମରେ କରାଯିବ । ସେତେବେଳେ ମୁଁ ଏକଥା ମଧ୍ୟ କହିଥିଲି ଯେ ଏହି ପରିବର୍ତନ ଦ୍ୱାରା ଗରିବ, ବଂଚିତ, କ୍ଷୁଦ୍ର ବ୍ୟବସାୟୀ, କୃଷକ, ଆଦିବାସୀମାନଙ୍କର ସବୁଠାରୁ ଅଧିକ ସଶକ୍ତିକରଣ ହେବ । ସେମାନେ ସଶକ୍ତ ହେବେ । ଆଜି ଆମେ ଏହାକୁ ବାସ୍ତବରେ ଅନୁଭବ କରୁଛେ । ପ୍ରତ୍ୟେକ ମାସରେ ୟୁପିଆଇ କାରବାରର ନୂଆ ରେକର୍ଡ ସୃଷ୍ଟି ହେବାରେ ଲାଗିଛି । ଜୁଲାଇ ମାସରେ ୩୦୦ କୋଟିରୁ ଅଧିକ କାରବାର ୟୁପିଆଇ ମାଧ୍ୟମରେ ହୋଇଛି । ଯେଉଁଥିରେ ୬ଲକ୍ଷ କୋଟି ଟଙ୍କାର ନେଣଦେଣ କରାଯାଇଛି । ଆଜି ଚା’, ଫଳରସ ଏବଂ ପନିପରିବା ଆଦି ଉଠାଦୋକାନୀମାନେ ମଧ୍ୟ ଏହାର ଉପଯୋଗ କରୁଛନ୍ତି ।

ଭାରତର ରୂପେ କାର୍ଡ ମଧ୍ୟ ଦେଶର ଗୌରବ ବଢାଉଛି । ସିଙ୍ଗାପୁର-ଭୂଟାନରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇ ସାରିଛି । ଆଜି ଦେଶରେ ୬୬ କୋଟି ରୂପେ କାର୍ଡ ରହିଛି ଏବଂ ଦେଶରେ ହଜାର ହଜାର କୋଟି ଟଙ୍କାର କାରବାର ରୂପେ କାର୍ଡ ଦ୍ୱାରା ମଧ୍ୟ କରାଯାଉଛି । ଏହି କାର୍ଡ ଗରିବମାନଙ୍କୁ ମଧ୍ୟ ସଶକ୍ତ କରିଛି । ସେମାନଙ୍କ ମଧ୍ୟରେ ଏହି ଭାବନା ଭରିଛି ଯେ ସେମାନେ ମଧ୍ୟ ନିଜ ପାଖରେ ଡେବିଟ୍ କାର୍ଡ ରଖିପାରିବେ, ତାର ବ୍ୟବହାର କରିପାରିବେ ।

 

ବନ୍ଧୁଗଣ,

ଟୋକ୍ନୋଲୋଜି କିଭଳି ଗରିବମାନଙ୍କୁ ସଶକ୍ତ କରୁଛି, ଏହାର ଆଉ ଏକ ଉଦାହରଣ ରହିଛି - ପି.ଏମ୍‌. ସ୍ୱନିଧି ଯୋଜନା । ଆମ ଦେଶରେ ଯେଉଁ ଉଠାଦୋକାନୀ, ଠେଲାଗାଡିରେ ବିକ୍ରୀବଟା କରୁଥିବା ଭାଇଭଉଣୀମାନେ ଅଛନ୍ତି, ସେମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଷୟରେ ପୂର୍ବରୁ କେବେବି ଚିନ୍ତା କରାଯାଇ ନଥିଲା । ନିଜର କାମକୁ ଆଗକୁ ବଢାଇବା ପାଇଁ ସେମାନଙ୍କୁ ବ୍ୟାଙ୍କରୁ ସହାୟତା ମିଳିବା ଅସମ୍ଭବ ଥିଲା । ଯେତେବେଳେ ଡିଜିଟାଲ କାରବାରର କୌଣସି ଇତିହାସ ହିଁ ନ ଥିଲା, କୌଣସି ଦସ୍ତାବିଜ ନଥିଲା ତାହାହେଲେ ବ୍ୟାଙ୍କରୁ ଋଣ ନେବା ପାଇଁ ଆମ ଉଠାଦୋକାନୀ ସାଥୀମାନେ ଏ ଦିଗରେ ପ୍ରଥମ ପାଦ ମଧ୍ୟ ଆଗକୁ ବଢାଇ ପାରୁ ନଥିଲେ । ଏହାକୁ ହୃଦୟଙ୍ଗମ କରି ଆମ ସରକାର ପି.ଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ଦେଶର ଛୋଟ ବଡ ସହରରେ, ୨୩ ଲକ୍ଷରୁ ଅଧିକ ଉଠାଦୋକାନୀ ଓ ଠେଲାଗାଡିରେ ବିକ୍ରୀବଟା କରୁଥିବା ଲୋକମାନଙ୍କୁ ଏହି ଯୋଜନା ଅଧିନରେ ସହାୟତା ଯୋଗାଇ ଦିଆଯାଇଛି । ଏହି କରୋନା କାଳରେ ସେମାନଙ୍କୁ ପ୍ରାୟ ୨୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହିସବୁ ଗରିବ ସାଥିମାନେ ଏବେ ଡିଜିଟାଲ କାରବାର କରୁଛନ୍ତି ଏବଂ ନିଜର ଋଣ ସୁଝୁଛନ୍ତି । ଅର୍ଥାତ୍ ଏବେ ସେମାନଙ୍କର ନେଣଦେଣର ଏକ ଡିଜିଟାଲ ଇତିହାସ ପ୍ର୍ରସ୍ତୁତ ହେଉଛି ।

ପି.ଏମ୍‌. ସ୍ୱନିଧି ଯୋଜନାରେ ଏହି ବ୍ୟବସ୍ଥା କରାଯାଇଛି ଯେ ୧୦,୦୦୦ ଟଙ୍କାର ପ୍ରଥମ ଋଣ ପରିଶୋଧ କରିବା ପରେ ୨୦,୦୦୦ ଟଙ୍କାର ଦ୍ୱିତୀୟ ଋଣ ଏବଂ ଦ୍ୱିତୀୟ ଋଣ ପରିଶୋଧ କରିବା ପରେ ୫୦,୦୦୦ ଟଙ୍କାର ତୃତୀୟ ଋଣ ଉଠାଦୋକାନୀ ବନ୍ଧୁମାନଙ୍କୁ ପ୍ରଦାନ କରାଯିବ । ଆପଣମାନେ ଏହା ଜାଣି ଖୁସି ହେବେ ଯେ ଆଜି ହଜାର ହଜାର ଉଠାଦୋକାନୀ ଓ ଠେଲାଗାଡିରେ ବିକ୍ରୀବଟା କରୁଥିବା ଭାଇଭଉଣୀ ଏବେ ତୃତୀୟ ଋଣ ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି ।

ବନ୍ଧୁଗଣ,

ଦେଶରେ ଡିଜିଟାଲ ଭିତିଭୂମୀ ଏବଂ ଡିଜିଟାଲ କାରବାର ପାଇଁ ଯେଉଁ କାର୍ଯ୍ୟ ଗତ ୬-୭ ବର୍ଷ ମଧ୍ୟରେ ହୋଇଛି, ଆଜି ସାରା ଦୁନିଆ ତାକୁ ସ୍ୱୀକାର କରିଛି । ବିଶେଷକରି ଭାରତରେ ଫିନଟେକ୍‌ର ବହୁତ ବଡ ମୂଳଦୁଆ ପ୍ରସ୍ତୁତ ହୋଇଛି । ଏଭଳି ଆଧାର ତ ବଡ ବଡ ଦେଶମାନଙ୍କରେ ମଧ୍ୟ ନାହିଁ । ଦେଶବାସୀଙ୍କ ସକରାତ୍ମକ ମାନସିକତା, ଫିନଟେକ୍ ସମାଧାନଗୁଡିକୁ ଆପଣାଇବା ପାଇଁ ସେମାନଙ୍କର କ୍ଷମତା ମଧ୍ୟ ଅସୀମ । ଏଥିପାଇଁ ଆଜି ଭାରତର ଯୁବବର୍ଗ, ଭାରତର ଷ୍ଟାର୍ଟ ଅପ୍ ବାତାବରଣ ପାଇଁ ଏହା ଚମତ୍କାର ସୁଯୋଗ ଅଟେ । ଭାରତର ଷ୍ଟାର୍ଟ ଅପ୍‌ଗୁଡିକ ପାଇଁ ଫିନଟେକ୍‌ରେ ପ୍ରଚୁର ସମ୍ଭାବନା ରହିଛି ।

ବନ୍ଧୁଗଣ,

ମୋର ବିଶ୍ୱାସ ଯେ ଇ-ରୂପୀ ଭାଉଚର ମଧ୍ୟ ସଫଳତାର ନୂଆ ଅଧ୍ୟାୟ ଲେଖିବ । ଏଥିରେ ଆମର ବ୍ୟାଙ୍କ ଏବଂ ଅନ୍ୟ ଦେୟ ମାଧ୍ୟମଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ଶହ ଶହ ଘରୋଇ ହସପିଟାଲ, କର୍ପୋରେଟ, ଉଦ୍ୟୋଗ ଜଗତ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ମଧ୍ୟ ଏହାକୁ ନେଇ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ମୋର ରାଜ୍ୟ ସରକାରମାନଙ୍କୁ ଅନୁରୋଧ ଯେ ନିଜର ଯେଜାନାଗୁଡିକର ସଠିକ ଏବଂ ସମ୍ପୁର୍ଣ୍ଣ ଲାଭ ସୁନିଶ୍ଚିତ କରିବା ସକାଶେ ଇ-ରୂପୀର ଅଧିକରୁ ଅଧିକ ଉପଯୋଗ କରନ୍ତୁ । ମୋର ବିଶ୍ୱାସ ଅଛି ଯେ ଆମ ସମସ୍ତଙ୍କ ଏହିଭଳି ସାର୍ଥକ ଭାଗିଦାରୀ ନିଷ୍ଠାପର ଏବଂ ପାରଦର୍ଶୀ ବ୍ୟବସ୍ଥାକୁ ଅଧିକ ଗତି ପ୍ରଦାନ କରିବ ।

ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ନିମନ୍ତେ ଅଭିନନ୍ଦନ ଜଣାଉଛି ।

ଅନେକ ଅନେକ ଶୁଭେଚ୍ଛା

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।