ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନଙ୍କୁ ହୋଲି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି।
ହୋଲି ଶୁଭେଚ୍ଛା ବିଷୟରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
"ବହୁତ ବହୁତ ଧନ୍ୟବାଦ, ମୋର ବନ୍ଧୁ!
ହୋଲିର ପବିତ୍ର ଅବସରରେ ଆପଣଙ୍କୁ ଏବଂ ଫ୍ରାନ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ।’’
बहुत-बहुत धन्यवाद, मेरे मित्र!
— Narendra Modi (@narendramodi) March 4, 2026
होली के पावन अवसर पर आपको और फ्रांस के लोगों को ढेर सारी खुशियां और समृद्धि की हार्दिक शुभकामनाएं। https://t.co/97w0aPu4XF
Merci beaucoup, mon ami !
— Narendra Modi (@narendramodi) March 4, 2026
À l’occasion de la fête sacrée de Holi, je vous adresse, à vous et au peuple de France, mes vœux sincères de bonheur et de prospérité. https://t.co/97w0aPu4XF


