ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଟ୍ରେନ ପ୍ରତି ଜଣେ ଯାତ୍ରୀଙ୍କ ଅସ୍ମିତା ଓ ସେଥିରେ ଯାତ୍ରା କରିବାକୁ ଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି ।
ଜଣେ ଯାତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସତରେ, ବହୁତ ଲମ୍ବା ରାସ୍ତା । ଏବଂ ଆଗକୁ ମଧ୍ୟ ଲମ୍ବା ରାସ୍ତା ରହିଛି । ଯାତ୍ରା ପ୍ରତି ଆପଣଙ୍କ ଆଗ୍ରହ ଓ ବନ୍ଦେ ଭାରତ ପ୍ରତି ଦେଖାଇଥିବା ଅସ୍ମିତାକୁ ମୁଁ ପ୍ରଶଂସା କରୁଛି ।”
Yes, a long way indeed. And, a long way ahead as well. I admire your passion for travel and pride towards Vande Bharat. https://t.co/SegFpdTfzJ
— Narendra Modi (@narendramodi) February 16, 2023


