ନବରାତ୍ରୀର ପଞ୍ଚମ ଦିନରେ ଆଜି ଦେବୀ ସ୍କନ୍ଦମାତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥନା କରିଛନ୍ତି ।

ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ନବରାତ୍ରୀରେ ଆଜି ମାତାଙ୍କ ପଞ୍ଚମ ସ୍ୱରୂପ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା ହୋଇଥାଏ । ତାଙ୍କୁ ହସ୍ତଯୋଡ଼ ପ୍ରାର୍ଥନା କରୁଛି କି ତାଙ୍କର ସମସ୍ତ ଭକ୍ତଙ୍କୁ ସୁଖ-ସମୃଦ୍ଧି ଏବଂ ସୌଭାଗ୍ୟର ଆଶୀର୍ବାଦ ଦିଅନ୍ତୁ । ତାଙ୍କର ମମତାମୟୀ ସ୍ନେହରେ ପ୍ରତ୍ୟେକଙ୍କ ଜୀବନରେ ଶକ୍ତି ଏବଂ ଉତ୍ସାହ ସଞ୍ଚରିତ ହେଉ ।

https://youtu.be/bVYmbY3p_7c?si=xMGZp3ilctrILkrz

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership