ଭିତିଭୂମି ଓ ଊର୍ଜ୍ଜା ହିଁ କୌଣସି ରାଜ୍ୟର ପ୍ରଗତିର ମୂଳପିଣ୍ଡ । ଗତ ୧୧ ବର୍ଷ ଧରି ଏସବୁ କ୍ଷେତ୍ରରେ ତାମିଲନାଡୁର ପ୍ରଗତି ଆମକୁ ଧରି ରଖିଛି : ପ୍ରଧାନମନ୍ତ୍ରୀ
ଆଜି ଭାରତର ପ୍ରଗତିରେ ସାରା ବିଶ୍ୱ ନିଜ ପ୍ରଗତି ଦେଖୁଛି : ପ୍ରଧାନମନ୍ତ୍ରୀ
କେନ୍ଦ୍ର ତାମିଲନାଡୁର ବିଭିନ୍ନ ଭିତ୍ତିଭୂମିର ଆଧୁନିକୀକରଣ କରୁଛି । ରାଜ୍ୟ ବନ୍ଦର ଭିତିଭୂମିକୁ ହାଇ ଟେକ କରାଯାଉଛି । ଅବାଧ ଯାତାୟାତ ଲାଗି ଏୟାରପୋର୍ଟ, ଜାତୀୟ ରାଜପଥ, ରାଜପଥ ନିର୍ମାଣ କରାଯାଉଛି : ପ୍ରଧାନମନ୍ତ୍ରୀ
ସାରା ଦେଶରେ ଏକ ମେଗା ଆଧୁନିକୀକରଣର ଅଭିଯାନ ଚାଲିବାର ରହିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ତାମିଲନାଡୁର ଥୁଟୁକୁଡିରେ ୪୮ ଶହ କୋଟିରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ଏସବୁ ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ଆଂଚଳିକ ସଂଯୋଗୀକରଣ, ଲଜିଷ୍ଟିକ ଦକ୍ଷତା, ସ୍ୱଚ୍ଛ ଊର୍ଜ୍ଜା ଭିତ୍ତିଭୂମି ସହ ଅନେକ ଉନ୍ନତି ପରିଲକ୍ଷିତ ହେବ । କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଦିବଂଗତ ଜବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ ।
ଚାରି ଦିନିଆ ବିଦେଶ ଗସ୍ତ ସାରି ରାମେଶ୍ୱର ପରି ପବିତ୍ର ସ୍ଥଳରେ ପ୍ରଧାନମନ୍ତ୍ରୀ ପହଂଚି ଏତେ ସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିବାରୁ ନିଜକୁ ଧନ୍ୟବାଦ ଜଣାଇଥିଲେ । ବ୍ରିଟେନ ଗସ୍ତ ସମୟରେ ମୁକ୍ତ ବାଣିଜ୍ୟ ରାଜିନାମା ସମ୍ପର୍କରେ ସେ ଅବତାରଣା କରିଥିଲେ । ଫଳରେ ଭାରତରେ ବୈଶ୍ୱିକ ବିଶ୍ୱାସ ସହ ଆମ ଦେଶର ପରିବର୍ତିତ ଭିତିଭୂମି ଏକ୍ଷେତ୍ରରେ ବିକଶିତ ଭାରତ ସହ ବିକଶିତ ତାମିଲନାଡୁ ସୃଷ୍ଟି କରିପାରିବ । ପ୍ରଭୁ ରାମେଶ୍ୱର ଓ ପ୍ରଭୁ ତିରୁଚେନ୍ଦୁର ମୁରୁଗାନଙ୍କ କୃପାରୁ ଥୁତୁକୁଡିରେ ବିକାଶର ଏକ ନୂଆ ଧାରା ଦେଖିବାକୁ ମିଳିବ । ବିକାଶର ଶିଖର ଦେଶକୁ ତାମିଲନାଡୁକୁ ନେବାର ୨୦୧୪ରେ ଦେଖାଯାଇଥିବା ସ୍ୱପ୍ନ ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାରେ ଲାଗିଛି । ଫେବୃୟାରୀ ୨୦୨୪ରେ ଭି.ଓ. ଚିଦାମ୍ବରମ ବନ୍ଦରରେ ଆଉଟର ହାର୍ବର କଂଟେନର ଟର୍ମିନାଲ ଲାଗି ଶିଳାନ୍ୟାସ କରିବା ସମୟରେ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ଅବତାରଣା କରିଥିଲେ । ସେପ୍ଟେମ୍ବର ୨୦୨୪ରେ ନୂଆ ଥୁତୁକୁଡି ଆନ୍ତର୍ଜାତିକ କଂଟେନର ଟର୍ମିନାଲ ମଧ୍ୟ ଉଦଘାଟିତ ହୋଇଥିଲା । ପରେ ଶନିବାର ଦିନ ବି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ୪୮ ଶହ କୋଟି ଟଙ୍କା ପ୍ରକଳ୍ପ ପ୍ରସଙ୍ଗରେ ସେ ବି କହିଥିଲେ । ବିମାନ ବନ୍ଦର, ରାଜପଥ, ବନ୍ଦର, ରେଲବେ, ଶକ୍ତି କ୍ଷେତ୍ର ପରି ବିଭିନ୍ନ ପ୍ରମୁଖ ପ୍ରକଳ୍ପ ଏହି ଅର୍ଥରେ ନିର୍ମାଣ କରାଯିବ ।
ଯେକୌଣସି ରାଜ୍ୟର ବିକାଶ ପଛରେ ଭିତିଭୂମି ଓ ଊର୍ଜ୍ଜା ରହିଛି । ଗତ ୧୧ ବର୍ଷ ଧରି ଏସବୁ କ୍ଷେତ୍ରରେ ଦିଆଯାଇଥିବା ଫୋକସ ପାଇଁ ତାମିଲନାଡୁ ବିକାଶର ପଥରେ ରହିଛି । ଶନିବାର ଦିନ ଉଦଘାଟିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଥୁତୁକୁଡି ଓ ତାମିଲନାଡୁକୁ ଯୋଗାଯୋଗ, ସ୍ୱଚ୍ଛ ଊର୍ଜ୍ଜା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇଛି ।
 
ତାମିଲନାଡୁ ଓ ଥୁତୁକୁଡିର ଐତିହାସିକ ପରମ୍ପରାକୁ ଏହି ଅବସରରେ ମୋଦୀ ମନେ ପକାଇଥିଲେ । ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଭି.ଓ ଚିଦାମ୍ବରମ ପିଲାଇଙ୍କ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଚାଲିଥିବା ପ୍ରାଚୀନ ନୌବାଣିଜ୍ୟ କଥା କହି ଚିଦାମ୍ବରମ ସ୍ୱପ୍ନ ଦେଖିଥିବା ମୌଳିକ ସାମୁଦ୍ରିକ ପଦକ୍ଷେପ ପାଇଁ ବ୍ରିଟିଶ ପ୍ରାଧାନ୍ୟକୁ ପ୍ରତିହତ କରାଯାଇ ପାରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମୁକ୍ତ ଓ ସଶକ୍ତ ଭାରତବର୍ଷ ଲାଗି କିମ୍ବଦନ୍ତୀ ଚେହେରା ଭୀରାପାଣ୍ଡିଆ କଟ୍ଟାବୋମ୍ମାନ ଓ ଆଲାଗୁ ମୁଥୁ କନଙ୍କ ଦେଶପ୍ରେମ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଥୁତୁକୁଡି ପାଖରେ ଜାତୀୟ କବି ସୁବ୍ରମଣ୍ୟା ଭାରତୀଙ୍କ ଜନ୍ମସ୍ଥାନ କଥା ସ୍ମରଣ କରି ଥୁତୁକୁଡି ଓ କାଶୀ ଭିତରେ ରହିଥିବା ସମ୍ବନ୍ଧ କଥା ମୋଦୀ ଉଲ୍ଲେଖ କରିଥିଲେ । କାଶୀ-ତାମିଲ ସଙ୍ଗମମ ଅଭିଯାନ କଥା ଉଲ୍ଲେଖ କରି ଭାରତର ଐତିହ୍ୟ ଓ ଏକତ୍ୱ କଥା ମୋଦୀ କହିଥିଲେ ।
ଗତବର୍ଷ ବିଲ ଗେଟ୍ସଙ୍କୁ ସେ ଥୁଥୁକୁଡି ମୋତି ଉପହାର ଦେଇଥିଲେ । ଏକଦା ସାରା ବିଶ୍ୱରେ ପାଣ୍ଡ୍ୟା ମୋତିର ଚାହିଦା ଖୁବ ଅଧିକା ଥିଲା ଓ ଏହା ଭାରତର ଆର୍ଥିକ ଶକ୍ତି ରହିଥିଲା ।
କ୍ରମାଗତ ଉଦ୍ୟମ ଫଳରେ ତାମିଲନାଡୁ ଓ ଭାରତରେ ବିକାଶ ହେଉଛି । ନିକଟରେ ଭାରତ ଓ ବ୍ରିଟେନ ଭିତରେ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅନୁସାରେ ବି ଆଗକୁ ଅନେକ କାମ ହେବାର ରହିଛି । ଭାରତର ପ୍ରଗତିରେ ସାରା ବିଶ୍ୱ ନିଜ ପ୍ରଗତି ଦେଖୁଛି । ଏଫଟିଏ ବା ମୁକ୍ତ ବାଣିଜ୍ୟ ବାଣିଜ୍ୟ ଚୁକ୍ତିନାମା ଭାରତକୁ ତୃତୀୟ ବିଶ୍ୱ ଅର୍ଥନୀତିରେ ପରିଣତ କରିବାକୁ ବେଶ ସହାୟକ ହୋଇପାରିବ ।
 
ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନୁସାରେ ବ୍ରିଟେନରେ ବିନା ଟ୍ୟାକ୍ସରେ ୯୯ ପ୍ରତିଶତ ଭାରତୀୟ ଉତ୍ପାଦ ବିକ୍ରି ହୋଇପାରୁଛି । ବ୍ରିଟେନରେ ଭାରତୀୟ ଉତ୍ପାଦ ସୁଲଭ ହେବା ଫଳରେ ଚାହିଦା ଅଧିକ ବୃଦ୍ଧି ପାଇ ଭାରତରେ ବ୍ୟାପକ ପ୍ରସ୍ତୁତି ସୁଯୋଗ ସୃଷ୍ଟି ହୋଇପାରିବ । ଭାରତ-ବ୍ରିଟେନର ଏଫଟିଏ ତାମିଲନାଡୁ ଯୁବକ, କ୍ଷୁଦ୍ର ଶିଳ୍ପ, ଅଣୁ ଶିଳ୍ପ, ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବ । ଶିଳ୍ପ, ମତ୍ସ୍ୟଜୀବୀ, ଗବେଷଣା ପରି କ୍ଷେତ୍ରରେ ଅଧିକା ଲାଭା ପାଇବା ଲାଗି ଏହି ଚୁକ୍ତିନାମା କାମ କରିବ ।
ଭାରତ ସରକାର ମେକ ଇନ ଇଣ୍ଡିଆ ଅଭିଯାନକୁ ସବୁ ବେଳେ ଉତ୍ସାହିତ କରି ଆସୁଛନ୍ତି । ନିକଟରେ ସରିଥିବା ଅପରେସନ ସିନ୍ଦୂରରେ ଏକଥା ସାରା ବିଶ୍ୱ ଦେଖିଛି । ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବା ଲାଗି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଭଲ କାମ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ତାମିଲନାଡୁର ଭିତିଭୂମିକୁ ଆଧୁନିକୀକରଣ କରିବାର ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପୂରଣ କରିବାକୁ ଯାଉଛନ୍ତି । ଆଧୁନିକ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ସହ ବନ୍ଦରଗୁଡିକର ଆଧୁନିକୀକରଣ କରାଯାଉଛି । ବିମାନ ବନ୍ଦର, ରାଜପଥ, ରେଲବେ ଭିତରେ ସଂଯୋଗ ବୃଦ୍ଧି ପାଇଁ ବି ଉଦ୍ୟମ ଚାଲୁରହିଛି । ୪୫୦ କୋଟି ଟଙ୍କା ବିନିମୟରେ ନିର୍ମିତ ଥୁଥୁକୁଡି ବିମାନ ବନ୍ଦରର ଆଧୁନିକ ଟର୍ମିନାଲ ଏକ୍ଷତ୍ରରେ ଏକ ବଳିଷ୍ଠ ଉଦ୍ୟମ । ବାର୍ଷିକ ଏହି ବିମାନ ବନ୍ଦରରେ ୨୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସୁବିଧା ଯୋଗାଯାଇ ପାରିବ । ପୂର୍ବରୁ ଏହି ସଂଖ୍ୟା ୩ ଲକ୍ଷ ଯାତ୍ରୀଙ୍କ ଭିତରେ ସୀମିତ ଥିଲା ।
ଆଗରୁ ଅଳ୍ପ ଜାଗାକୁ ଏହି ବିମାନ ବନ୍ଦରରୁ ଯୋଗାଯୋଗ ବ୍ୟବସ୍ଥା ରହିଥିଲା । କିନ୍ତୁ ନୂଆ ଟର୍ମିନାଲ ପାଇଁ ଦେଶର ବହୁ ଜାଗାକୁ ଏଠାରୁ ଉଡାଣ ହୋଇପାରିବ । ଏହି ଉନ୍ନତି ଫଳରେ ସାରା ତାମିଲନାଡୁରେ କର୍ପୋରେଟ, ଶିକ୍ଷା, ସ୍ୱାସ୍ଥ୍ୟ ଜଗତକୁ ଲାଭ ମିଳିବ ।
ତାମିଲନାଡୁ ପାଇଁ ଦୁଇଟି ମୁଖ୍ୟ ରାସ୍ତା ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରାୟ ୨୫ ଶହ କୋଟି ଟଙ୍କାରେ ଗଠିତ ହୋଇଥିବା ଏହି ପ୍ରକଳ୍ପ ପାଇଁ ଚେନ୍ନାଇକୁ ଯୋଗାଯୋଗ ଫିଟିଯିବ । ଡେଲଟା ଜିଲ୍ଲା ଓ ରାଜ୍ୟ ରାଜଧାନୀକୁ ଏହି ପ୍ରକଳ୍ପ ଦ୍ୱାରା ରାସ୍ତା ଫିଟି ପାରିବ । ରାସ୍ତା ପ୍ରକଳ୍ପ ଦ୍ୱାରା ଥୁଥୁକୁଡି ବନ୍ଦରକୁ ଯୋଗାଯୋଗର ବାଟ ଫିଟି ପାରିଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣର ମାନ ପରିବର୍ତନ ହୋଇପାରିଛି । ଫଳରେ ରାଜ୍ୟରେ ବାଣିଜ୍ୟ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ।
ରେଲବେ ନେଟବର୍କ ପାଇଁ ଶୈଳ୍ପିକ ପ୍ରଗତି ଓ ଆତ୍ମ ନିର୍ଭର ଭାରତ କାର୍ଯ୍ୟକାରୀ ହୋଇପାରିଛି । ଗତ ୧୧ ବର୍ଷ ଧରି ତାମିଲନାଡୁରେ ଭାରତର ରେଳ ପ୍ରକଳ୍ପ ଏକ ରୂପାନ୍ତରିତ ପର୍ଯ୍ୟାୟ ଦେଇ ଗତି କରିଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅନୁସାରେ ପ୍ରାୟ ୭୭ଟି ଷ୍ଟେସନ ଏବେ ବିକଶିତ ହେଉଛି । ଆଧୁନିକ ବନ୍ଦେ ଭାରତ ଟ୍ରେନଗୁଡିକ ତାମିଲନାଡୁ ଲୋକଙ୍କୁ ଏକ ଭିନ୍ନ ଅନୁଭୂତି ଦେଉଛି । ତାମିଲନାଡୁରେ ହିଁ ଭାରତର ପ୍ରଥମ ଭର୍ଟିକାଲ ରେଲ ପୋଲ ପମବନ ପୋଲ ଉଦଘାଟିତ ହୋଇଛି ।
 
ସାରା ଦେଶରେ ବିଭିନ୍ନ ପ୍ରକାର ମେଗା ଓ ଆଧୁନିକ ଭିତିଭୂମି ନିର୍ମାଣ କରାଯାଉଛି । ଜମ୍ମୁ ଓ କାଶ୍ମୀରରେ ନିକଟରେ ଉଦଘାଟିତ ହୋଇଥିବା ଚେନାବ ପୋଲ ସମ୍ପର୍କରେ ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅଟଳ ସେତୁ, ଆସାମର ବୋଗିବିଲ ପୋଲ, ସୋନମାର୍ଗ ପୋଲ ସମ୍ପର୍କରେ ବି ସେ ଅବତାରଣା କରିଥିଲେ । ନିକଟରେ ତାମିଲନାଡୁରେ ଉଦଘାଟିତ ହୋଇଥିବା ରେଳ ପୋଲ ରାଜ୍ୟର ଦକ୍ଷିଣ ଭାଗରେ ବସବାସ କରୁଥିବା ଲୋକଙ୍କୁ ଭଲ ସୁଫଳ ଦେବ । କେନ୍ଦ୍ର ସରକାରଙ୍କ ଏପ୍ରକାର ଉଦ୍ୟମ ଫଳରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ତାମିଲନାଡୁର ଦୁଇ ହଜାର ମେଗାବାଟ ବିଶିଷ୍ଟ କୁନ୍ଦନକୁଲମ ଆଣିବକ ଶକ୍ତି ପ୍ରକଳ୍ପର ବି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ୫୫୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଶକ୍ତି ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ସମ୍ପର୍କରେ ବି ପ୍ରଧାନମନ୍ତ୍ରୀ କହିଥିଲେ । ସରକାର ଏଯାଏ ପ୍ରାୟ ୪୦ ହଜାର ଛାତ ଉପରେ ସୋଲାର ପାନେଲ ଲଗାଇବାକୁ ଆବେଦନ ଗ୍ରହଣ ସାରିଥିବା ସେ କହିଥିଲେ । ବିକାଶର ନୂଆ ଅଧ୍ୟାୟ ଥୁଥୁକୁଡି ଦେଖିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
 
ତାମିଲନାଡୁର ବିକାଶ ଲାଗି ପ୍ରଧାନମନ୍ତ୍ରୀ ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରରେ ତାମିଲନାଡୁ ରାଜ୍ୟପାଲ ଆର.ଏନ. ରବି, କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ, ଡ. ଏଲ.ମୁରୁଗାନ ପ୍ରମୁଖ ଉପସ୍ଥିତ ଥିଲେ । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to add 100 merchant ships to its fleet in 5 years: Sarbananda Sonowal

Media Coverage

India to add 100 merchant ships to its fleet in 5 years: Sarbananda Sonowal
NM on the go

Nm on the go

Always be the first to hear from the PM. Get the App Now!
...
PM to Address Youth at Khelo India Dialogue on 27th August
August 26, 2026
Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform
Yuva Samvaad under Khelo India Dialogue to Focus on Five Key Themes: Sports, Olympic Aspirations, Youth Leadership, Viksit Bharat and Nasha Mukt Yuva

Prime Minister Shri Narendra Modi will address Khelo India Dialogue on 27th August at 11 AM via video conferencing. The programme aims to help the youth engage with India's sporting journey, share their aspirations, and contribute ideas for a stronger youth-led Viksit Bharat.

Organised by Mera Yuva Bharat (MY Bharat), as part of the National Sports Day 2026 celebrations, the programme will be conducted across the country with participation of youth at two colleges in every district across States and Union Territories. The programme is being held in line with the Prime Minister's vision of building a fit, disciplined and sporting nation while placing the aspirations of youth at the centre of the national development agenda.

The nationwide Khelo India Dialogue will bring together sports, youth leadership, civic responsibility, volunteering, fitness and nation-building on a common platform. It will provide a direct channel for young people to engage with the country's sporting ambitions, while ensuring that their ideas and perspectives become part of the continuing conversation on India's youth and sports ecosystem.

The national programme will be followed by local interactions involving young participants, MY Bharat volunteers, local sportspersons and public representatives. A major feature of the initiative will be direct interaction between youth having interest in sports and leading Indian athletes and medal winners. A central feature of the programme will be Yuva Samvaad where Young participants will be invited to articulate their own ideas, perspectives and aspirations. The dialogue will be structured around five themes:

  • improving India's sports ecosystem through better facilities, coaching, sports science and inclusive participation;
  • nurturing talent for the 2036 Olympics via scientific talent identification, transparent selection and long-term athlete development;
  • creating youth leaders through governance platforms and MY Bharat-led volunteering;
  • empowering youth for Viksit Bharat by building civic mindedness, future-ready skills and structured volunteering;
  • promoting a Nasha Mukt Yuva movement that leverages sport and peer networks to fight substance abuse, reinforced by weekly Jan Bhagidari activities under PM's 100-week nationwide campaign launched on 2 August 2026.