୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ କରିଛନ୍ତି
"ରାଜକୋଟ ସୌରାଷ୍ଟ୍ରର ଅଭିବୃଦ୍ଧି ଇଞ୍ଜିନ ଭାବରେ ସ୍ୱୀକୃତ ହୋଇଥାଏ’
"ମୁଁ ସବୁବେଳେ ରାଜକୋଟ ନିକଟରେ ଥିବା ମୋର ଋଣକୁ ପରିଶୋଧ କରିବାକୁ ଚେଷ୍ଟା କରିଥାଏ’
"ଆମେ ‘ସୁଶାସନ'ର ନିଶ୍ଚିତତା ନେଇ ଆସିଛୁ ଏବଂ ଆମେ ଏହାକୁ ପୂରଣ କରୁଛୁ’
;ସରକାରଙ୍କ ପ୍ରାଥମିକତା ହେଉଛି ଉଭୟ ନବ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ’
ବାୟୁ ସେବାର ସମ୍ପ୍ରସାରଣ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଉଚ୍ଚତା ଦେଇଛି "
"ଜୀବନର ସହଜତା ଏବଂ ଉନ୍ନତ ଜୀବନଶୈଳୀ ସରକାରଙ୍କ ପାଇଁ ପ୍ରାଥମିକତା ମଧ୍ୟରେ ରହିଛି’
"ଆଜି ରେରା ଆଇନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଟଙ୍କା ଲୁଟିବାରୁ ପ୍ରତିରୋଧ କରୁଛି’
"ଆଜି ଆମ ପଡୋଶୀ ଦେଶରେ ମୁଦ୍ରାସ୍ଫୀତି ୨୫- ୩୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । କିନ୍ତୁ ଭାରତରେ ସେପରି ନୁହେଁ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ ।

 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କେବଳ ରାଜକୋଟ ନୁହେଁ, ସମଗ୍ର ସୌରାଷ୍ଟ୍ର ଅଂଚଳ ପାଇଁ ଆଜି ଏକ ବିରାଟ ଦିନ । ଏହି ଅଂଚଳରେ ଘୂର୍ଣ୍ଣିବଳୟ ଏବଂ ସମ୍ପ୍ରତି ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୁଡିକ ଯୋଗୁଁ କ୍ଷତି ସହିଥିବା ଲୋକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ ସରକାର ଏବଂ ଲୋକମାନେ ଏକତ୍ର ସଙ୍କଟର ସମ୍ମୁଖୀନ ହୋଇଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଭାବିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ସହାୟତାରେ ପୁନଃ ଥଇଥାନ କରାଯାଉଛି । ଏଥି ସହ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜକୋଟ ସୌରାଷ୍ଟ୍ରର ଅଭିବୃଦ୍ଧିର ଇଞ୍ଜିନ ଭାବରେ ମାନ୍ୟତା ପାଇଛି । ଏହାର ଶିଳ୍ପ, ସଂସ୍କୃତି ଏବଂ ଖାଦ୍ୟ ରୁଚି ସତ୍ୱେ ଅନୁଭବ କରା ଯାଉଥିବା ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ଆବଶ୍ୟକତା ଆଜି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ରାଜକୋଟ କିପରି ତାଙ୍କୁ ଏମଏଲଏ ଭାବରେ ବାଛିଥିଲା, ତା’ର ସ୍ମୃତିଚାରଣ କରିଛନ୍ତି ଏବଂ କହିଛନ୍ତି ଯେ ଏହି ସହର ତାଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ‘ରାଜକୋଟର ଋଣ ସବୁବେଳେ ମୋ ଉପରେ ରହି ଆସିଛି ଏବଂ ମୁଁ ସବୁବେଳେ ଏହି ଋଣର ପରିମାଣକୁ କମାଇବାକୁ ଉଦ୍ୟମ କରୁଛି ।’

ଆଜି ଉଦଘାଟିତ ହୋଇଥିବା ବିମାନ ବନ୍ଦର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯାତାୟାତର ସହଜତା ବ୍ୟତୀତ, ଏହି ଅଂଚଳର ଉଦ୍ୟୋଗ ଗୁଡିକ ବିମାନ ବନ୍ଦରରୁ ବିପୁଳ ପରିମାଣରେ ଲାଭବାନ୍ ହେବେ । ପ୍ରଧାମନ୍ତ୍ରୀ କହିଛନ୍ତି ଯେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ସେ ଯେଉଁ ‘ମିନି ଜାପାନ’ର ସ୍ୱପ୍ନ ଦେଖିଥିଲେ, ରାଜକୋଟ ତାହା ପୂରଣ କରି ପାରିଛି । ସେ କହିଛନ୍ତି ଯେ ବିମାନ ବନ୍ଦର ରୂପରେ, ରାଜକୋଟ ଏକ ଶକ୍ତିକେନ୍ଦ୍ର ପାଇଛି ଯାହା ଏହାକୁ ନୂଆ ଶକ୍ତି ଏବଂ ଉଡ଼ାଣ ଦେବ ।

 

ଆଜି ଉଦଘାଟନ ହୋଇଥିବା ବିଭିନ୍ନ ପ୍ରକଳ୍ପ ଅଧୀନରେ ସାଉନି ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରକଳ୍ପ ସମାପ୍ତ ହେଲେ ଏହି ଅଂଚଳ ପାଇଁ ଜଳ ଯୋଗାଣ ଦିଗରେ ପଥ ପରିଷ୍କାର ହେବ ଏବଂ ଡଜନ ଡଜନ ଗାଁକୁ ପାନୀୟ ଜଳ ଏବଂ ଜଳସେଚନ ପାଇଁ ଜଳ ଯୋଗାଣ ହେବ । ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ରାଜକୋଟବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରତ୍ୟେକ ସାମାଜିକ ଶ୍ରେଣୀ ଏବଂ ଅଂଚଳର ଜୀବନକୁ ସହଜତର କରିବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମେ ସୁଶାସନ’ ବା ଉତ୍ତମ ଶାସନକୁ ସୁନିଶ୍ଚିତ କରିଛୁ ଏବଂ ଆମେ ଆଜି ମଧ୍ୟ ଏହାକୁ ସଫଳ କରାଇ ଚାଲିଛୁ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଲୋକମାନେ ଗରିବ, ଦଳିତ, ଜନଜାତି ବା ପଛୁଆ ଶ୍ରେଣୀର ହୁଅନ୍ତୁ ନା କାହିଁକି, ଆମେ ସଦା ସର୍ବଦା ସେମାନଙ୍କ ଜୀବନକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିଛୁ ।’ ଦେଶରେ ଦାରିଦ୍ର‌୍ୟର ସ୍ତର ଅତି ଦ୍ରୁତ ଗତିରେ ହ୍ରାସ ପାଉଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ନିକଟରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟକୁ ଉଦ୍ଧାର କରି ଦର୍ଶାଇଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟି ନାଗରିକ ଦାରିଦ୍ର‌୍ୟରୁ ବାହାରି ଆସିଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ ଦେଶରେ ଏକ ନବ- ମଧ୍ୟବିତ୍ତ ଶ୍ରେଣୀ ଭାବରେ ଉଭା ହେଉଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ସମଗ୍ର ମଧ୍ୟବିତ୍ତଶ୍ରେଣୀକୁ ପରିସରଭୁକ୍ତ କରି ଉଭୟ ନବ- ମଧ୍ୟବିତ୍ତ ଶ୍ରେଣୀ ଏବଂ ମଧ୍ୟବିତ୍ତ ଶ୍ରେଣୀ ସରକାରଙ୍କର ପ୍ରାଥମିକତା ବୋଲି କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ସଂଯୋଗ ବିଷୟରେ ମଧ୍ୟବିତ୍ତ ଶ୍ରେଣୀଙ୍କର ଦୀର୍ଘ ଦିନରୁ ରହି ଆସିଥିବା ଦାବ ବିଷୟରେ କହିଛନ୍ତି । ସଂଯୋଗ କ୍ଷେତ୍ରରେ ଉନ୍ନତି ଘଟାଇବା ପାଇଁ ଗତ ୯ ବର୍ଷ ମଧ୍ୟରେ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକର ସେ ତାଲିକା ପ୍ରଦାନ କରିଛନ୍ତି । ୨୦୧୪ ରେ କେବଳ ୪ ଟି ସହରରେ ମେଟ୍ରୋ ନେଟୱର୍କ ଥିଲା, ଆଜି ମେଟ୍ରୋ ନେଟୱର୍କ ଭାରତର ୨୦ ରୁ ଅଧିକ ସହରରେ ପହଞ୍ଚିଛି । ବନ୍ଦେ ଭାରତ ପରି ଆଧୁନିକ ଟ୍ରେନ୍ ୨୫ ଟି ରୁଟରେ ଚାଲୁଛି; ଏହି ସମୟ ମଧ୍ୟରେ ୨୦୧୪ ରେ ୭୦ ରୁ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି । "ବିମାନ ସେବା ସମ୍ପ୍ରସାରଣ ଭାରତର ବିମାନ ଚଳାଚଳ କ୍ଷେତ୍ରକୁ ନୂତନ ଉଚ୍ଚତା ଦେଇଛି । ଭାରତୀୟ କମ୍ପାନୀଗୁଡିକ କୋଟି କୋଟି ଟଙ୍କା ମୂଲ୍ୟର ବିମାନ କ୍ରୟ କରୁଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗୁଜରାଟ ବିମାନ ନିର୍ମାଣ କରିବା ଦିଗରେ ଆଗକୁ ବଢ଼ୁଛି ।

‘ଜୀବନ ବଂଚିବାକୁ ସହଜ କରିବା ଏବଂ ଜୀବନ ଧାରଣର ଶୈଳୀ ସରକାରଙ୍କ ପାଇଁ ଶୀର୍ଷତମ ପ୍ରାଥମିକତା ଗୁଡିକ ମଧ୍ୟରେ ରହିଛି’ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଅତୀତରେ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଡାକ୍ତରଖାନା ଏବଂ ୟୁଟିଲିଟି ପେମେଣ୍ଟ ସେଣ୍ଟର, ବୀମା ଏବଂ ପେନସନ୍ ସମ୍ବନ୍ଧୀୟ ସମସ୍ୟା ଏବଂ ଟିକସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଗୁଡିକରେ ଲମ୍ବା ଧାଡିରେ ଠିଆ ହେଉଥିବା ଭଳି ଅସୁବିଧା ଗୁଡିକ ବିଷୟରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ଏହି ସବୁ ପ୍ରସଙ୍ଗ ଗୁଡିକର ସମାଧାନ କରାଯାଇଛି । ଟିକସ ରିଟର୍ଣ୍ଣ ପାଇଁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏବଂ ଅନଲାଇନ୍ ଦାଖଲ କରିବାର ସହଜତା ବିଷୟରେ ସେ ଉଲ୍ଲେଖ କରିଛନ୍ତି ଏବଂ ଅଳ୍ପ ସମୟ ମଧ୍ୟରେ ରିଟର୍ଣ୍ଣ ଗୁଡିକ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତରିତ ହେଉଛି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।

 

ବାସଗୃହର ମହତ୍ତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମେ ଗରିବଙ୍କ ବାସଗୃହର ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିଲୁ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କର ଏକ ଘର କରିବାର ସ୍ୱପ୍ନକୁ ମଧ୍ୟ ପୂରଣ କରିଛୁ ।’ ସେ ମଧ୍ୟବିତ୍ତଙ୍କ ପାଇଁ ପିଏମ୍ ଆବାସ ଯୋଜନା ଅଧୀନରେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଏକ ସ୍ୱତନ୍ତ୍ର ରିହାତି ବିଷୟରେ ଉଲ୍ଲେଖ କରିଥିଲେ । ଗୁଜରାଟରେ ୬୦ ହଜାରଙ୍କ ସମେତ ୬ ଲକ୍ଷରୁ ଅଧିକ ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ବାସଗୃହ ନାମରେ ଘଟିଥିବା ଠକେଇ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଛନ୍ତି ଯେ ଆଇନ ଅଭାବରୁ ପୂର୍ବ ସରକାରଗୁଡିକ ସମୟରେ ବହୁ ବର୍ଷ ଧରି ଏହି ଗୃହର ଅଧିକାର ଦିଆଯାଇ ପାରୁ ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ସରକାର ହିଁ ରେରା ଆଇନ ପ୍ରଣୟନ କରିଛନ୍ତି ଏବଂ ଲୋକମାନଙ୍କ ସ୍ୱାର୍ଥ ରକ୍ଷା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ରେରା ଆଇନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଟଙ୍କା ଲୁଟ୍ ହେବାରୁ ପ୍ରତିରୋଧ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ମୁଦ୍ରାସ୍ଫୀତି ହାର ୧୦ ପ୍ରତିଶତ ଛୁଇଁଥିଲା । ମହାମାରୀ ଏବଂ ଯୁଦ୍ଧ ସତ୍ତ୍ୱେ ବର୍ତ୍ତମାନର ସରକାର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ସେ କହିଛନ୍ତି । "ଆଜି ଆମ ପଡୋଶୀ ଦେଶରେ ମୁଦ୍ରାସ୍ଫୀତି ୨୫-୩୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । କିନ୍ତୁ ଭାରତରେ ଏପରି ନୁହେଁ । ଆମେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ଚାଲିଛୁ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବୁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗରିବ ଏବଂ ମଧ୍ୟବିତ୍ତଙ୍କ ଖର୍ଚ୍ଚ ସଞ୍ଚୟ କରିବା ସହିତ ସରକାର ମଧ୍ୟବିତ୍ତଙ୍କ ପକେଟରୁ ସର୍ବାଧିକ ସଂଚୟ କରାଯିବାକୁ ମଧ୍ୟ ସୁନିଶ୍ଚିତ କରାଉଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ୯ ବର୍ଷ ପୂର୍ବେ ବାର୍ଷିକ ଆୟ ୨ ଲକ୍ଷ ଟଙ୍କା ଉପରେ ଟିକସ ଆଦାୟ କରାଯାଉଥିଲା, କିନ୍ତୁ ଆଜି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକମାନଙ୍କୁ ଶୂନ ଟିକସ ଦେବାକୁ ପଡୁଛି । "୭ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟିକସ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସହରରେ ରହୁଥିବା ମଧ୍ୟବିତ୍ତ ପରିବାର ପାଇଁ ଏହା ପ୍ରତି ବର୍ଷ ହଜାରେ ଟଙ୍କା ସଞ୍ଚୟ କରୁଛି । ଛୋଟ ସଞ୍ଚୟ ଉପରେ ଅଧିକ ସୁଧ ଦେୟ ଏବଂ ଇପିଏଫ୍‌ଓ ଉପରେ ୮.୨୫ ପ୍ରତିଶତ ସୁଧ ସ୍ଥିର କରାଯିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

 

ନୀତି ଗୁଡିକ କିପରି ନାଗରିକମାନଙ୍କ ପାଇଁ ଟଙ୍କା ସଞ୍ଚୟ କରୁଛି, ତା’ର ଉଦାହରଣ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋବାଇଲ୍ ଫୋନ୍ ବ୍ୟବହାର ମୂଲ୍ୟର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ ୨୦୧୪ ରେ ୧ ଜିବି ଡାଟା ପାଇଁ ୩୦୦ ଟଙ୍କା ଖର୍ଚ୍ଚ ହେଉଥିଲା । ଆଜି ବ୍ୟକ୍ତି ପିଛା ପ୍ରତି ମାସରେ ହାରାହାରି ୨୦ ଜିବି ଡାଟା ବ୍ୟବହାର କରାଯାଉଛି । ଏହାଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ମାସକୁ ୫୦୦୦ ରୁ ଅଧିକ ଟଙ୍କା ସଞ୍ଚୟ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି ।

ଶସ୍ତାରେ ଔଷଧ ପ୍ରଦାନ କରୁଥିବା ଜନ ଔଷଧି କେନ୍ଦ୍ର ଗୁଡିକ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ନିୟମିତ ଔଷଧ ଖାଇବା ଉଚିତ୍‌, ସେମାନଙ୍କ ପାଇଁ ଏହା ଏକ ଆଶୀର୍ବାଦ ଅଟେ ଏବଂ ସୂଚନା ଦେଇଛନ୍ତି ଯେ ଏହି କେନ୍ଦ୍ରଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ମାନଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏକ ସମ୍ବେଦନଶୀଳ ସରକାର ହିଁ କେବଳ ଏହିପରି କାର୍ଯ୍ୟ କରିଥାନ୍ତି ।

ଗୁଜରାଟ ଏବଂ ସୌରାଷ୍ଟ୍ରର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାଉନି ଯୋଜନା ଏହି ଅଞ୍ଚଳର ଜଳ ସ୍ଥିତିରେ ଆଣିଥିବା ପରିବର୍ତ୍ତନ ଉପରେ ସେ ସ୍ପର୍ଶ କରିଛନ୍ତି । "ସୌରାଷ୍ଟ୍ରର ଅନେକ ଡ୍ୟାମ ଏବଂ ହଜାର ହଜାର ଚେକ ଡ୍ୟାମ ଆଜି ଜଳର ଉତ୍ସ ପାଲଟିଛି । ହର ଘର ଜଳ ଯୋଜନା ଅଧୀନରେ ଗୁଜରାଟରେ କୋଟି କୋଟି ପରିବାର ବର୍ତ୍ତମାନ ଟ୍ୟାପ୍ ପାଣି ପାଉଛନ୍ତି’ ବୋଲି ସେ କହିଛନ୍ତି ।

ନିଜର ଉଦବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ବିକଶିତ ହୋଇଥିବା ଶାସନର ଏହି ନମୁନା ସମାଜର ପ୍ରତ୍ୟେକ ବିଭାଗର ଆବଶ୍ୟକତା ଏବଂ ଆକାଂକ୍ଷାକୁ ଅନୁପାଳନ କରିଛି । "ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏହା ହେଉଛି ଆମର ପଥ । ଏହି ପଥରେ ଚାଲି ଆମକୁ ଅମୃତ କାଳର ସଂକଳ୍ପ ଗୁଡିକୁ ପ୍ରମାଣିତ କରିବାକୁ ପଡିବ’ କହି ପ୍ରଧାନମନ୍ତ୍ରୀ ନିଜର ଭାଷଣ ସାଙ୍ଗ କରିଛନ୍ତି ।

 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଂସଦର ସଦସ୍ୟ ଶ୍ରୀ ସି ଆର ପାଟିଲ, ଗୁଜରାଟ ସରକାର ଏବଂ ଗୁଜରାଟ ବିଧାନସଭାର ମନ୍ତ୍ରୀମାନେ ଏହି ସଭାରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସାରା ଦେଶରେ ବିମାନ ସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରାଜକୋଟରେ ଏକ ନୂତନ ଆନ୍ତର୍ଜାତିକ ବିମାନ ବନ୍ଦରର ବିକାଶରେ ପରିପୂର୍ଣ୍ଣ ହୋଇଛି । ୨୫୦୦ ଏକରରୁ ଅଧିକ ଜମି ଏବଂ ୧୪୦୦ କୋଟିରୁ ଅଧିକ ଟଙ୍କାର ମୂଲ୍ୟରେ ଗ୍ରୀନଫିଲ୍ଡ ବିମାନ ବନ୍ଦରକୁ ବିକଶିତ କରାଯାଇଛି । ନୂତନ ବିମାନ ବନ୍ଦରରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ବୈଶିଷ୍ଟ୍ୟ ଗୁଡିକର ମିଶ୍ରଣ ରହିଛି । ଟର୍ମିନାଲ୍ ଗୃହ ହେଉଛି ଗୃହ -୪ ଅନୁକୂଳିତ (ଇଣ୍ଟିଗ୍ରେଟେଡ୍ ହାବିଟାଟ୍ ଆସେସମେଣ୍ଟ ପାଇଁ ଗ୍ରୀନ୍ ରେଟିଂ) ଏବଂ ନ୍ୟୁ ଟର୍ମିନାଲ୍ ବିଲଡିଂ (ଏନ୍‌ଆଇଟିବି) ଡବଲ୍ ଇନସୁଲେଟେଡ୍ ଛାତ ସିଷ୍ଟମ୍‌, ସ୍କାଏଲାଇଟ୍‌, ଏଲଇଡି ଲାଇଟିଂ, କମ୍ ହିଟ୍ ଗ୍ଲେଜ୍ ଇତ୍ୟାଦି ସହିତ ବିଭିନ୍ନ ପରିପୋଷଣୀୟ ବୈଶିଷ୍ଟ୍ୟ ଗୁଡିକ ସହିତ ସଜ୍ଜିତ ।

 

ରାଜକୋଟର ସାଂସ୍କୃତିକ ସ୍ପନ୍ଦନ ବିମାନ ବନ୍ଦରର ଟର୍ମିନାଲର ରୂପରେଖକୁ ପ୍ରେରଣା ଦେଇଛି ଏବଂ ଏହାର ଗତିଶୀଳ ବାହ୍ୟ ଚେହେରା ଏବଂ ଚମତ୍କାର ଅର୍ନ୍ତଭାଗର ଡିଜାଇନ୍ ମାଧ୍ୟମରେ ଲିପାନ୍ କଳାଠାରୁ ଦାଣ୍ଡିଆ ନୃତ୍ୟ ପର୍ଯ୍ୟନ୍ତ କଳା ରୂପକୁ ପ୍ରଦର୍ଶିତ କରିବ । ଏହି ବିମାନ ବନ୍ଦର ସ୍ଥାନୀୟ ସ୍ଥାପତ୍ୟ ଐତିହ୍ୟର ମୁଖ୍ୟ କେନ୍ଦ୍ର ହେବ ଏବଂ ଗୁଜରାଟର କାଥିଆୱାଡ ଅଞ୍ଚଳର କଳା ଏବଂ ନୃତ୍ୟର ସାଂସ୍କୃତିକ ଗୌରବକୁ ପ୍ରତିଫଳିତ କରିବ । ରାଜକୋଟ ଠାରେ ଥିବା ନୂତନ ବିମାନ ବନ୍ଦର କେବଳ ରାଜକୋଟର ସ୍ଥାନୀୟ ଅଟୋମୋବାଇଲ୍ ଶିଳ୍ପର ବିକାଶ ଦିଗରେ ସହାୟକ ହେବ ନାହିଁ, ବରଂ ସମଗ୍ର ଗୁଜରାଟର ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରକୁ ମଧ୍ୟ ଉତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ୮୬୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ ମଧ୍ୟ କରିଛନ୍ତି । ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯ ଜଳସେଚନ ସୁବିଧାକୁ ଆହୁରି ମଜଭୁତ କରିବାରେ ସାହାଯ୍ୟ କରିବ ଏବଂ ସୌରାଷ୍ଟ୍ରରେ ପାନୀୟ ଜଳ ସୁବିଧା ଯୋଗାଇବ । 

ଦ୍ୱାରକା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧିକ ଉନ୍ନତିକରଣ ପାଇପଲାଇନ ଯୋଗେ ଗ୍ରାମଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ପିଇବାଯୋଗ୍ୟ ପାନୀୟ ଜଳ ଯୋଗାଇବାରେ ସାହାଯ୍ୟ କରିବ । ନିଆ ଯାଉଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ହେଉଛି ଅପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଜଳ ବିଶୋଧନ କାରଖାନା ନିର୍ମାଣ; ମଇଳା ନିଷ୍କାସନ କାରଖାନା; ଏବଂ ଅନ୍ୟମାନଙ୍କ ମଧ୍ୟରେ ଫ୍ଲାଏ ଓଭର ବ୍ରିଜ୍ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From China's shadow to Made-in-India toys: Imports fall 71% as Centre targets 25% global share

Media Coverage

From China's shadow to Made-in-India toys: Imports fall 71% as Centre targets 25% global share
NM on the go

Nm on the go

Always be the first to hear from the PM. Get the App Now!
...
India-New Zealand friendship has gained new momentum and a new direction: PM Modi during the Gala Lunch
July 11, 2026

Your Excellency, Prime Minister क्रिस्टोफर लक्सन,

दोनों देशों के delegates,

नमस्कार!

किया ओरा!

मेरे और मेरे delegation के ऊष्मा भरे स्वागत और आतिथ्य के लिए मैं मेरे मित्र प्रधानमंत्री लक्सन का हार्दिक आभार व्यक्त करता हूँ। उन्होंने स्वागत में इतनी गर्मजोशी दिखाई है, कि ऑकलैंड की सर्दी भी आज कुछ कम लग रही है। इस यात्रा के दौरान न्यूजीलैंड के लोगों से जो स्नेह और अपनापन मिला है, वह हमारे हृदय में हमेशा रहेगा।

पिछले वर्ष प्रधानमंत्री लक्सन की भारत यात्रा से हमारे संबंधों के हर क्षेत्र में नई ऊर्जा आई है। उनके नेतृत्व, स्पष्ट विजन, और मजबूत प्रतिबद्धता से, भारत और New Zealand की मित्रता को नयी गति और नयी दिशा मिली है। आज चालीस वर्षों के बाद भारतीय प्रधानमंत्री की यात्रा हो रही है। और मैं हमेशा कहता हूँ, कि बहुत सारे अच्छे काम है, जो मेरे पहले वाले लोग मेरे लिए छोड़ के गए हैं, जो मैं पूरा कर रहा हूँ। साथियों, यह हमारे संबंधों के एक नए अध्याय का शुभारंभ है।

Friends,

भारत और न्यूजीलैंड का लोकतान्त्रिक मूल्यों में दृढ़ विश्वास हमें मिलकर आगे बढ़ने के लिए natural comfort प्रदान करता है। पिछले कुछ वर्षों में हमने हमारे सबंधों को अभूतपूर्व गति प्रदान की है।

आज आज की बैठक में हमने हमारे सहयोग को नई गहराई और व्यापकता देने पर विस्तार से चर्चा की। हमने भारत-न्यूजीलैंड संबंधों को Strategic Partnership के स्तर पर ले जाने का ऐतिहासिक निर्णय लिया है। इसके अंतर्गत हम हर क्षेत्र में स्पष्ट लक्ष्यों और ठोस परिणामों के साथ आगे बढ़ेंगे।

इस वर्ष हमने रिकॉर्ड समय में Free Trade Agreement किया। इस उपलब्धि से दोनों देशों के उद्योगों, किसानों और युवाओं के लिए नए द्वार खुलेंगे। हम trade के साथ साथ trust, technology और talent का blue print तैयार कर रहे हैं।

पिछले तीन वर्षों में हमारे व्यापार में 50 पर्सेन्ट से अधिक की बढ़ोतरी हुई है। हमें विश्वास है कि FTA अगले पाँच वर्षों में हमारे व्यापार को दोगुना करने का मजबूत आधार बनेगा।

न्यूजीलैंड द्वारा भारत में बीस बिलियन डॉलर के investment commitment का भी हम विशेष स्वागत करते हैं। यह न्यूज़ीलैंड की companies को भारत की growth story में long-term partner बनने का अवसर देगा।

Friends,

हमारी Strategic Partnership को सार्थक बनाने के लिए हम दोनों देशों की strengths को practical cooperation में बदल रहे हैं। Fin Tech के क्षेत्र में हम भारत के UPI और न्यूजीलैंड के payment systems को जोड़ने पर आगे बढ़ रहे हैं।

Agriculture, dairy और food processing में हमने सहयोग का एक मजबूत खाका बनाया है। इसका लाभ हमारे किसानों और पशु-पालकों को मिलेगा।

Traditional medicine में न्यूज़ीलैंड और भारत दोनों की समृद्ध और जीवंत परंपराएं हैं। आज हमने हमारे स्वास्थ्य सहयोग में traditional medicines की भूमिका बढ़ाने पर सहमति व्यक्त की।

रक्षा और सुरक्षा में हमारा बढ़ता सहयोग हमारे गहरे strategic trust का प्रतीक है। पिछले वर्ष किए गए Defence Cooperation Agreement से हमारे सहयोग का मजबूत ढांचा तैयार हुआ है। आज हमने इंडो-पैसिफिक में maritime cooperation के लिए एक फ्रैम्वर्क पर सहमति बनाई है। Bilateral naval exercises, Logistics support और hydrography में सहयोग से हमारा आपसी तालमेल बढ़ेगा।

Friends,

हमारे संबंधों की सबसे मजबूत ताकत हमारे people-to-people ties हैं। भारतीय समुदाय के लोगों ने अपने परिश्रम और talent से न्यूजीलैंड में विशेष स्थान बनाया है। उनकी देखरेख के लिए मैं प्रधानमंत्री लक्सन और न्यूजीलैंड सरकार और न्यूजीलैंड के लोगों का आभार व्यक्त करता हूँ।

आज हुआ Cultural Cooperation MOU दोनों देशों के art, culture, heritage तथा creative industries में exchanges को गति देगा। न्यूजीलैंड भारतीय students के लिए एक महत्वपूर्ण destination रहा है। हम न्यूजीलैंड की universities को भारत में campus खोलने के लिए आमंत्रित करते हैं।

इस वर्ष हम दोनों देशों के बीच खेल संबंधों की सौवीं वर्षगांठ मना रहे हैं। सौ साल पहले मेजर ध्यानचंद के नेतृत्व में हॉकी टीम ने यहाँ आकर जो इतिहास रचा था, वह हमारी खेल साझेदारी को आज भी प्रेरित कर रहा है। इस उपलक्ष्य पर हम दोनों देशों में कई स्पोर्ट्स इवेंट्स आयोजित कर रहे हैं। क्रिकेट के साथ-साथ अन्य खेलों में भी सहयोग बढ़ाने के लिए हम Sports Joint Action Plan बनाया है। हाल ही में भुवनेश्वर में न्यूजीलैंड रग्बी और रग्बी इंडिया के कोचिंग प्रोग्राम से अच्छी शुरुवात हुवी है।

Friends,

वैश्विक मंच पर भी भारत और न्यूज़ीलैंड भरोसेमंद साझेदार और करीबी मित्र हैं। हमारा मानना है कि वर्तमान समय की चुनौतियों का सामना करने के लिए UN सहित अन्य वैश्विक संस्थानों में reform आवश्यक है।

आतंकवाद के विषय पर कंधे से कंधा मिलाकर आगे बढ़ाने के लिए आज हमने Joint Working Group का गठन किया है। भारत और न्यूजीलैंड के बीच सहयोग इंडो-पेसिफिक में शांति, स्थिरता और सुरक्षा के लिए अत्यंत महत्वपूर्ण है।

Friends, मैं आप सभी को माओरी नव वर्ष “मातरिकी” की हार्दिक शुभकामनाएँ देता हूँ। जिस तारा-समूह को यहाँ “मातरिकी” नाम दिया गया है, जैसे आपने भी बताया, उसे भारत में प्राचीन काल से “कृत्तिका नक्षत्र” के रूप में जाना जाता है। मुझे विश्वास है कि “मातरिकी” का यह पर्व, हमारे संबंधों को इन्हीं सितारों की तरह जगमगाने की प्रेरणा देगा।

Prime Minister लक्सन,

आपकी मित्रता, आपकी प्रतिबद्धता और मेरी न्यूज़ीलैंड यात्रा को यादगार बनाने के लिए मैं आपका आभार व्यक्त करता हूँ। जैसे रग्बी में टीमवर्क और भरोसा ज़रूरी होता है, वैसे ही हम भी आपसी विश्वास के साथ आगे बढ़ेंगे। हम एक ही टीम में है, इसलिए टैकल केवल चुनौतियों को करेंगे।

बहुत-बहुत धन्यवाद।