“ଏହି ଜାତୀୟ ପ୍ରତିରକ୍ଷା ଓ ବିଶ୍ୱାସର ମାଟିରେ ଆପଣମାନଙ୍କ ସହ ରହିଛି, ମୋତେ ଆଶୀର୍ବାଦ ମିଳିଛି”
“ଉତ୍ତରାଖଣ୍ଡର ପ୍ରଗତି ଓ ଏହାର ନାଗରିକ କଲ୍ୟାଣ ଆମ ସରକାରଙ୍କ ଅଭିଯାନର ମୁଖ୍ୟ ଆଭିମୁଖ୍ୟ”
“ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବାକୁ ଯାଉଛି”
“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଦେଶର ରକ୍ଷାକର୍ତ୍ତା ରହିଛନ୍ତି”
“ପ୍ରତ୍ୟେକ ମାଆ-ଭଉଣୀଙ୍କ ସମସ୍ତ ଅଭାବ ଅସୁବିଧା ଦୂର କରିବା ନିମନ୍ତେ ଆମ ସରକାର ବଦ୍ଧ ପରିକର”
“ଉତ୍ତରାଖଣ୍ଡରେ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶର ସୁଫଳ ଡବଲ ଇଞ୍ଜିନ ସରକାରଙ୍କ ଯୋଗୁ ଆଜି ସଫଳ ହୋଇଛି”
“ଉତ୍ତରାଖଣ୍ଡର ସଂଯୋଗୀକରଣର ସମ୍ପ୍ରସାରଣ ଏହାର ବିକାଶକୁ ନୂତନ ଦିଗ ପ୍ରଦାନ କରିଛି”
“ଅମୃତ କାଳରେ ଦେଶର ସବୁ ଅଞ୍ଚଳ ଓ ବର୍ଗକୁ ସୁବିଧା, ସମ୍ମାନ ଓ ସମୃଦ୍ଧି ସହ ଯୋଡ଼ିବାର ପ୍ରକୃତ ସମୟ”
ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୧୦-୨୦୨୩) ଉତ୍ତରାଖଣ୍ଡର ପିଥୋରଗଡ଼ ଠାରେ ପ୍ରାୟ ୪୨୦୦ କୋଟି ଟଙ୍କାର ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ବିକାଶ, ସଡ଼କ, ଶକ୍ତି, ଜଳସେଚନ, ପାନୀୟଜଳ, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ । ବିିଭିନ୍ନ

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡବାସୀଙ୍କ ଅଭୂତପୂର୍ବ ସ୍ନେହ ପ୍ରଦର୍ଶନ ଯୋଗୁ କୃତଜ୍ଞତା ପ୍ରକାଶ କରିବା ସହ ଏ ପ୍ରକାର ଅନାବିଳ ପ୍ରେମ ‘ଗଙ୍ଗାର ସ୍ୱଚ୍ଛ ସଲୀଳ ଧାରା’ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ । ବଦ୍ରୀନାଥ ଧାମରେ ଜୟ ବଦ୍ରୀ ବିଶାଳ ଧ୍ୱନୀରେ ଗଡ଼ୱାଲ ରାଇଫଲ୍ସର ଉତ୍ସାହୀ ଯବାନମାନଙ୍କ ଧ୍ୱନୀ ପ୍ରକମ୍ପିତ ହେଉଥିବା ବେଳେ, ଗଙ୍ଗେଲୀହାଟ କାଳୀ ମନ୍ଦିରର ଘଣ୍ଟ ଧ୍ୱନୀ କୁମାୟୁଁ ରେଜିମେଣ୍ଟ ଯବାନମାନଙ୍କୁ ଉତ୍ସାହିତ କରୁଛି । ମାନସଖଣ୍ଡରେ ପ୍ରଧାନମନ୍ତ୍ରୀ ବୈଦ୍ୟନାଥ, ନନ୍ଦାଦେବୀ, ପୂର୍ଣ୍ଣଗିରି, କସାରଦେବୀ, କଇଁଚିଧାମ, କତ୍ରାମାଲ, ନାନକମାତା, ରୀତା ସାହିବ ଓ ଅସଂଖ୍ୟ ଧାର୍ମିକସ୍ଥଳୀ ଭୂମିର ସାହସ ଓ ଐତିହ୍ୟର ଉଦାହରଣ ଦେଇଥିଲେ । “ଆପଣମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ରହି ମୁଁ ଆଶୀର୍ବାଦ ଲାଭ କରିବା ଭଳି ମନେ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପୂର୍ବରୁ ପ୍ରଧାନନ୍ତ୍ରୀ ପାର୍ବତୀ କୁଣ୍ଡରେ ପୂଜା ଦେବା ସହ ଦର୍ଶନ କରିଥିଲେ । “ମୁଁ ପ୍ରତ୍ୟେକ ଭାରତବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ବିକଶିତ ଭାରତକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କଲି । ଯେପରି ଉତ୍ତରାଖଣ୍ଡବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବ ସେଥିପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କର ସୈନିକ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭେଟିବା ବିଷୟ ନେଇ ସେ ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତିର ସ୍ତମ୍ଭମାନଙ୍କୁ ଭେଟିଥିବା ପ୍ରକାଶ କରିଥିଲେ । ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । “ଆମ ସରକାର ଉତ୍ତରାଖଣ୍ଡବାସୀଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି” ବୋଲି ସେ କହିଥିଲେ । ସେ ତାଙ୍କର ଉତ୍ତରାଖଣ୍ଡ ସହ ଦୀର୍ଘଦିନର ଅନ୍ତରଙ୍ଗତା ନେଇ ମଧ୍ୟ ପ୍ରକାଶ କରିଥିଲେ । ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜ୍ୟର ସମର୍ଥନ ସମ୍ପର୍କରେ ସେ ଅବତାରଣା କରିଥିଲେ ।

ଭାରତ ଯେପରି ବିକାଶର ଗତି ବୃଦ୍ଧି କରିଚାଲିଛି ସେ ସମ୍ପର୍କରେ ସେ କହିଥିଲେ । “ସମଗ୍ର ବିଶ୍ୱ ଏବେ ଭାରତ ଓ ଭାରତୀୟମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛି” ବୋଲି ସେ କହିଥିଲେ । ଅତୀତର ଅବସାଦଗ୍ରସ୍ତ ସମୟର ସ୍ମୃତିଚାରଣ ଶ୍ରୀ ମୋଦୀ ବିଶ୍ୱ ମଞ୍ଚରେ ଭାରତର ମଜଭୁତ ଉପସ୍ଥାପନାର ଉଦାହରଣ ଦେବା ସହ ଜି-୨୦ ଶିଖର ସମ୍ମିଳନୀର ପରିଚାଳନା ଯୋଗୁ ଭାରତ ବୈଶ୍ୱିକ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ବୋଲି କହିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ଜନସାଧାରଣ ଏକ ସ୍ଥିର ଓ ମଜଭୁତ ସରକାର ବାଛିଥିବାରୁ ସେ ଜନସାଧାରଣଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ । ତାଙ୍କର ବୈଶ୍ୱିକ ଉପସ୍ଥିତି ୧୪୦ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ବେଳେ, ସେ ସରକାରଙ୍କ ସାମଗ୍ରିକ ଅନ୍ତର୍ଭୁକ୍ତୀକରଣକୁ ଏଥିପାଇଁ ଶ୍ରେୟ ଦେବା ସହ ସମାଜର ସବୁଠାରୁ ଦୂରଦୂରନ୍ତରେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାର ସୁଫଳ ପାଉଥିବା ପ୍ରକାଶ କରିଥିଲେ । “ସମଗ୍ର ବିଶ୍ୱ ଚମକ୍ରୃତ ହୋଇଛି” ବୋଲି କହି ୧୩.୫ କୋଟି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦୂରଦୂରାନ୍ତ ଓ ପାହାଡ଼ିଆ ଅଞ୍ଚଳର ବୋଲି କହିଥିଲେ । ଭାରତ ନିଜର ସମାର୍ଥ୍ୟକୁ ଆଧାର କରି ଦେଶର ଦାରିଦ୍ର୍ୟ ଉନ୍ମୁଳନ କରାଯାଇପାରିବ ଓ ଏହି ସାଢ଼େ ତେର କୋଟି ବ୍ୟକ୍ତିଙ୍କ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିବା ତାହାର ଉଦାହରଣ ବୋଲି ଶ୍ରୀ ମୋଦୀ କହିଥିଲେ ।

ପୂର୍ବ ସରକାରଗଣ ‘ଗରିବୀ ହଟାଓ’ ଭଳି ସ୍ଳୋଗାନ ମାନ ଦେଇଥିଲେ ମଧ୍ୟ ମୋଦୀ ହିଁ ଦାୟିତ୍ୱ ଓ ଏହି ବୋଝ ମୁଣ୍ଡ ଉପରକୁ ଦେବା ଦ୍ୱାରା ହିଁ ସମ୍ଭବ କହିଥିବା ସେ ପ୍ରକାଶ କରିଥିଲେ । “ମିଳିମିଶି ଆମେ ଦାରିଦ୍ର୍ୟ ଦୂର କରିପାରିବା” ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳତାର ସହ ଅବତରଣ କଲା ଓ ଆଗରୁ ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିପାରିନାହାନ୍ତି । “ଯେଉଁଠି ଚନ୍ଦ୍ରଯାନ ଅବତରଣ କରିଥିଲା ତାହାର ନାମକରଣ ଶିବଶକ୍ତି ଭାବେ କରାଯାଇଛି ଓ ଉତ୍ତରାଖଣ୍ଡର ବର୍ତ୍ତମାନ ପରିଚୟ ଚନ୍ଦ୍ର ସହିତ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବଶକ୍ତି ଯୋଗ ଉତ୍ତରାଖଣ୍ଡର ପ୍ରତ୍ୟେକ ସ୍ଥାନରେ ବିରାଜିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡ଼ା ନୈପୂଣ୍ୟର ପ୍ରଶଂସା କରି ସବୁଥର ତୁଳନାରେ ସର୍ବାଧିକ ପଦକ ହାସଲ କରିଥିବା ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡ ମଧ୍ୟ ଆଠଜଣ କ୍ରୀଡ଼ାବିତଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇଥିବା ବେଳେ ଲକ୍ଷ୍ୟ ସେନ ଓ ବନ୍ଦନା କଟାରିଆ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦର୍ଶକ ମଣ୍ଡଳୀ ମୋବାଇଲ ଫୋନର ଲାଇଟ ଜାଳି ସଫଳତାକୁ ସ୍ୱାଗତ ଜଣାଇଥିଲେ । ଖେଳାଳିମାନଙ୍କୁ ତାଲିମ ଓ ଭିତ୍ତିଭୂମି ସହ ସରକାର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ଆଜି ହାଲଦ୍ୱାନୀରେ ହକି ପଡ଼ିଆ ଓ ରୁଦ୍ରପୁର ଠାରେ ସାଇକେଲ ଚାଳନା ଟ୍ରାକର ଶିଳାନ୍ୟାସ ହୋଇଛି । ଜାତୀୟ କ୍ରୀଡ଼ା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

“ଦେଶର ସୀମା ରକ୍ଷା କରୁଥିବା ଯବାନ ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରୁ ଜନ୍ମ ନେଇଛନ୍ତି” ବୋଲି କହିବା ସହ ଶ୍ରୀ ମୋଦୀ ବର୍ତ୍ତମାନର ସରକାର ଯୁଗ ଯୁଗ ଧରି ପଡ଼ି ରହିଥିବା ‘ୱାନ ର୍ୟାଙ୍କ ୱାନ ପେନସନ’ ସମସ୍ୟାର ସମାଧାନ କରି ପୂର୍ବତନ ସୈନିକମାନଙ୍କ ଦାବି ପୂରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟିରୁ ଅଧିକ ଟଙ୍କା ପୂର୍ବତନ ସୈନିକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ଓ ଏହା ଫଳରେ ୭୫ ହଜାର ପୂର୍ବତନ ସୈନିକ ପରିବାର ଉପକୃତ ହୋଇଛନ୍ତି । ସରକାରଙ୍କ ଅଗ୍ରାଧିକାର ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ମୁଖ୍ୟ ସ୍ଥାନ ଅଧିକାର କରେ ଓ ସେଥିପାଇଁ ସେସବୁ ଅଞ୍ଚଳ ଦ୍ରୁତ ବିକାଶ ହେଉଛି । ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପୂର୍ବ ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥିବାରୁ ପଡ଼ୋଶୀ ରାଜ୍ୟ ଭିତ୍ତିଭୂମି ବିକାଶ କରି ସେ ଅଞ୍ଚଳ ଅକ୍ତିଆର କରିବା ସମ୍ଭାବନା ରହିଛି । “ନବ ଭାରତ କାହାରିକୁ ଡରେ ନାହିଁ କି କାହାକୁ ଭୟଭୀତ କରାଏ ନାହିଁ” ବୋଲି କହି ସୀମାନ୍ତରେ ହେଉଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବତାରଣା କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ୪୨୦୦ କିଲୋମିଟରରୁ ଅଧିକ ସଡ଼କ, ୨୫୦ଟି ପୋଲ ଓ ୨୨ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି । ବର୍ତ୍ତମାନ ସୀମାବର୍ତ୍ତୀ ଅଞ୍ଚଳରେ ରେଳ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି ସେ କହିଥିଲେ ।

ମଜଭୁତ ଗ୍ରାମ ଯୋଜନା ଆଜି ଶେଷ ଗ୍ରାମକୁ ମଧ୍ୟ ପ୍ରଥମ ଗ୍ରାମରେ ପରିଣତ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଯେଉଁମାନେ ଗାଁ ଛାଡ଼ିଛନ୍ତି ସେମାନଙ୍କୁ ସେଠାକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ । ଆମେ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅତୀତରେ ଭୂଲ ନୀତି ପାଇଁ ଜଳ, ଔଷଧ, ସଡ଼କ, ଶିକ୍ଷା ଓ ଡାକ୍ତରୀ ସୁବିଧା ଅଭାବ ଯୋଗୁ ଲୋକମାନେ ସେମାନଙ୍କ ଘର ଛାଡୁଥିଲେ। ଏହି ସବୁ ଅଞ୍ଚଳରେ ଉତ୍ତରାଖଣ୍ଡରେ ନୂତନ ସୁବିଧା ଓ ଭିତ୍ତିଭୂମିର ବିକାଶ ହେଉଛି । ସଡ଼କ ଓ ଜଳସେଚନ ସୁବିଧା ଯୋଗୁ ସେଓ କୃଷିରେ ସୁବିଧା ହେବ ଓ ଆଜି ପଲି ହାଉସ୍ ଯୋଜନା ଆରମ୍ଭ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । “ଆମ ଉତ୍ତରାଖଣ୍ଡର କ୍ଷୁଦ୍ର ଚାଷୀମାନଙ୍କ ଜୀବନମାନର ଉନ୍ନତି ନିମନ୍ତେ ଅନେକ ଖର୍ଚ୍ଚ କରାଯାଉଛି । ପିଏମ କିଶାନ ସମ୍ମାନନିଧି ଯୋଜନା ଅଧୀନରେ ଉତ୍ତରାଖଣ୍ଡକୁ ୨୨ ଶହ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି” ବୋଲି ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନ ସମ୍ପର୍କରେ ଆରମ୍ଭ କରି କହିଥିଲେ ଯେ ଉତ୍ତରାଖଣ୍ଡରେ ଅନେକ ପିଢ଼ି ଧରି ଏହି ସବୁ ଚାଷ ହୋଇଆସୁଛି ଓ ଏହା ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ । ଦେଶରେ ଏ ନେଇ ଏକ ଅଭିଯାନ ଆରମ୍ଭ ହୋଇଛି ଓ ଉତ୍ତରାଖଣ୍ଡର ଚାଷୀକୂଳ ଏହା ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ବୋଲି ଶ୍ରୀ ମୋଦୀ କହିଥିଲେ । ମହିଳା ନେତୃତ୍ୱାଧୀନ ବିକାଶ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମ ସରକାର ମାଆ ଓ ଭଉଣୀମାନଙ୍କର ପ୍ରତ୍ୟେକ ଅସୁବିଧା ଦୂର କରିବାକୁ ଅଙ୍ଗୀକାରବଦ୍ଧ । ସେଥିପାଇଁ ଆମ ସରକାର ଗରୀବ ଭଉଣୀମାନଙ୍କୁ ସ୍ଥାୟୀ ଆବାସ ଯୋଗାଇ ଦେଇଛନ୍ତି । ଆମେ ଆମ ଭଉଣୀ ଓ କନ୍ୟାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିଛୁ, ସେମାନଙ୍କୁ ଗ୍ୟାସ ସଂଯୋଗ ଦେବା ସହ ବ୍ୟାଙ୍କ ଖାତା ଖୋଲିଛୁ । ମାଗଣା ଚିକିତ୍ସା ଓ ରାସନ ବ୍ୟବସ୍ଥା ମଧ୍ୟ କରିଛୁ । ହର୍ ଘର୍ ଜଳ ଯୋଜନା ଅଧୀନରେ ଉତ୍ତରାଖଣ୍ଡର ଏଗାର ଲକ୍ଷ ପରିବାରର ଭଉଣୀମାନେ ପାଇପ୍ ପାଣି ସୁବିଧା ପାଇଛନ୍ତି ।” ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ଡ୍ରୋନ ଯୋଗାଇବା ଯୋଜନା କହିଛନ୍ତି, ଏହି ଡ୍ରୋନ କୃଷି କ୍ଷେତ୍ରରେ ସାହାଯ୍ୟ କରିବା ସହ ଉତ୍ପାଦିତ ସାମଗ୍ରୀ ପରିବହନ ଦିଗରେ ମଧ୍ୟ ସାହାଯ୍ୟ କରିବ । “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ଫଳରେ ଉତ୍ତରାଖଣ୍ଡକୁ ଏହା ଆଧୁନିକତାର ନୂତନ ଶିଖରକୁ ନେଇଯିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଗଙ୍ଗା ଓ ଗଙ୍ଗୋତ୍ରୀ ରହିଛି । ଭଗବାନ ଶିବ ଓ ନନ୍ଦା ଏହାର ତୁଷାର ଶିଖରରେ ବାସ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉତ୍ତରାଖଣ୍ଡର ମେଳା, କୌଟିଗ, ଥାଉଲ, ସଂଗୀତ, ଗୀତ ଓ ଖାଦ୍ୟର ସ୍ୱାତନ୍ତ୍ର୍ୟ ଉପରେ କହିବା ସହ ଏହି ମାଟି ପାଣ୍ଡବ ନୃତ୍ୟ, ଛୋଲିୟା ନୃତ୍ୟ, ମଙ୍ଗଳ ଗୀତ, ଫୁଲ ଦେଇ, ହରେଲା, ବାଗୱାଲ, ରମଣ ପ୍ରଭୃତି ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ବୋଲି କହିଥିଲେ । ସେ ମଧ୍ୟ ଅନେକ ସୁସ୍ୱାଦୁ ଖାଦ୍ୟ ଯେପରିକି ଆରିସା, ଝାଙ୍ଗୋର କୀ କ୍ଷୀର, କାଫୁଲି, ପକୋଡ଼ା, ରାଇତା, ଆଲମୋଡ଼ାର ବାଲି ମିଠାଇ ଓ ସିଫୋରୀ କଥା କହିଥିଲେ । ଚମ୍ପାବଟରେ ଥିବା ଅଦ୍ୱୈତ ଆଶ୍ରମ ଓ କାଳିଗଙ୍ଗା ବିଷୟରେ କହିଥିଲେ । ସେ ମଧ୍ୟ ଖୁବଶୀଘ୍ର ଚମ୍ପାବଟ ଆଦ୍ୱୈତ ଆଶ୍ରମରେ ସମୟ କଟାଇବାକୁ ଇଚ୍ଛା ପ୍ରକଟ କରିଥିଲେ ।

ଡବଲ ଇଞ୍ଜିନ ସରକାରଙ୍କ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶ ନେଇ କରିଥିବା କାର୍ଯ୍ୟର ସୁଫଳ ଏବେ ମିଳିବାରେ ଲାଗିଛି ବୋଲି ସେ କହିଥିଲେ । ଚଳିତ ବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁବା ଆଶା କରାଯାଇଛି । ବାବା କେଦାରଙ୍କ କୃପାରୁ କେଦାରନାଥ ଧାମରେ ପୁନର୍ଗଠନ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଶହ ଶହ କୋଟି ଟଙ୍କା ବ୍ୟୟରେ ଶ୍ରୀ ବଦ୍ରୀନାଥ ଧାମର ଅନେକ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କେଦାରନାଥ ଧାମ ଓ ହେମକୁଣ୍ଡ ସାହିବ ମଧ୍ୟରେ ରୋପ୍ ୱେ କାର୍ଯ୍ୟ ଶେଷ ହେଲେ ଅନେକ ସୁବିଧା ହେବ। କେଦାରନାଥ ଓ ମାନସଖଣ୍ଡ ମଧ୍ୟରେ ସଂଯୋଗ କାର୍ଯ୍ୟ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହା ଶେଷ ହେଲେ କୁମାୟୁଁ ଅଞ୍ଚଳରେ ଅଧିକାଂଶ ମନ୍ଦିରକୁ ସଂଯୋଗ ବ୍ୟବସ୍ଥା ହୋଇ ଅନେକ ତୀର୍ଥଯାତ୍ରୀ ସେଠାକୁ ଆସିବେ ।

 

ଉତ୍ତରାଖଣ୍ଡରେ ଯୋଗାଯୋଗର ସମ୍ପ୍ରସାରଣ ଉପରେ ଜୋର ଦେଇ ଏହା ହେଲେ ରାଜ୍ୟର ବିକାଶ ନୂତନ ଶିଖର ଛୁଇଁବ ବୋଲି ସେ କହିଥିଲେ । ସେ ଚାରିଧାମ ବୃହତ ପ୍ରକଳ୍ପ ଓ ସବୁଦିନିଆ ରାସ୍ତା ଓ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ । ସେ ମଧ୍ୟ ଆଜିର ପ୍ରକଳ୍ପ ଯେପରିକି ବାଗେଶ୍ୱରରୁ କାନାଲୀଚିନା, ଗଙ୍ଗୋଲୀହାଟରୁ ଆଲମୋଡ଼ା ଓ ତନକପୁର ଘାଟରୁ ପିଥୋରଗଡ଼ ଶେଷ ହେଲେ ସାଧାରଣ ଲୋକଙ୍କ ଯୋଗାଯୋଗ ବ୍ୟବସ୍ଥା ସୁଧୁରିବା ସହ ପର୍ଯ୍ୟଟନରୁ ଆୟ ପନ୍ଥା ମଧ୍ୟ ସୁଗମ ହେବ ବୋଲି କହିଥିଲେ । ସରକାର ହୋମ୍ ଷ୍ଟେ’କୁ ପ୍ରୋତ୍ସାହନ ଦେଉଥିବା ନେଇ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ । “ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ର ଅନେକ ସମ୍ପ୍ରସାରିତ ହେବ । କାରଣ ସମଗ୍ର ବିଶ୍ୱ ଭାରତକୁ ଆସିବାକୁ ଚାହୁଁଛି । ଯେ ମଧ୍ୟ ଭାରତକୁ ଦେଖିବାକୁ ଚାହିଁବ, ସେ ନିଶ୍ଚୟ ଉତ୍ତରାଖଣ୍ଡ ଦେଖିବାକୁ ଚାହିଁବ” ବୋଲି ଶ୍ରୀ ମୋଦୀ କହିଥିଲେ ।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରବଣତାକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । “ଏହି ପରିଚାଳନାଗତ ସୁବିଧା ଉତ୍ତରାଖଣ୍ଡରେ ହିଁ ରହିବ, ଯାହାଫଳରେ ବିପର୍ଯ୍ୟୟ କାଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହା ହେଉଛି ଭାରତର ଅମୃତ କାଳ । ଦେଶର ବିଭିନ୍ନ ଅଞ୍ଚଳ ଓ ଗୋଷ୍ଠୀ ସହ ଯୋଗାଯୋଗ ରଖିବା ପାଇଁ ଏହା ହିଁ ପ୍ରକୃଷ୍ଠ ସମୟ । ବାବା କେଦାର ଓ ବିଶାଲଙ୍କ କୃପାରୁ ଦେଶ ଶୀଘ୍ର ଏହାର ସଂକଳ୍ପ ରୂପରେଖ କରିବାରେ ସମର୍ଥ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ଉତ୍ତରାଖଣ୍ଡ ସରକାରର ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୭୬ଟି ଗ୍ରାମ୍ୟ ସଡ଼କ ଓ ପିଏମଜିଏସୱାଇ ଅଧିନସ୍ତ ନିର୍ମିତ ଗ୍ରାମାଞ୍ଚଳର ୨୫ଟି ସେତୁ, ୯ଟି ଜିଲ୍ଲାରେ ୧୫ଟି ବିଡିଓ କାର୍ଯ୍ୟାଳୟ, ତିନିଟି ସଡ଼କର ଉନ୍ନତୀକରଣ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠି ଅଧିନରେ ହୋଇଥିବା ବେଳେ, ସେଗୁଡ଼ିକ ହେଲା କୈଶାନୀ ବାଗେଶ୍ୱର ସଡ଼କ, ଧାରୀ, ଦୌବା, ଗିରିଚିନା ରୋଡ ଏବଂ ନାଗଲା କିଚା ରୋଡ । ଜାତୀୟ ରାଜପଥରେ ଉନ୍ନତୀକରଣ ହୋଇଥିବା ଦୁଇଟି ସଡ଼କ ହେଲା ଆଲମୋଡା-ପେଟଶାଲ-ପାନୁୱାନାଉଲା-ଜନ୍ୟା (ଏନଏଚ-୩୦୯ବି) ଓ ତନକପୁର-ଚଳଥି (ଏନଏଚ-୧୨୫) ତିନିଟି ପାନୀୟ ଜଳ ପ୍ରକଳ୍ପ, ପିଥୋରଗଡ଼ରେ ଆରକୋଟି କୃତ୍ରିମ ହ୍ରଦ, ୧୩୨ କେଭି ପିଥୋରଗଡ଼-ଲୋହାଘାଟ (ଚମ୍ପାୱତ) ଶକ୍ତି ସରବରାହ ଲାଇନ, ୩୯ ସେତୁ ଇତ୍ୟାଦି ।

 

୨୧ ହଜାର ୩୯୮ ପଲିହାଉସ ଶିଳାନ୍ୟାସ, ଯାହା ଫୁଲ ଓ ପରିବାପତ୍ର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ସଘନ ସେଓ ବଗିଚା, ୫ଟି ଏନଏଚ ରୋଡ ଉନ୍ନତୀକରଣ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଡେରାଡୁନରେ ରାଜ୍ୟ ଆପାତକାଳୀନ କେନ୍ଦ୍ର ପ୍ରତିଷ୍ଠା, ବାଲିନଳା ଓ ନୈନିତାଲରେ ମାଟି ଅତଡ଼ା ଖସିବା ରୋକିବା କେନ୍ଦ୍ର, ରାଜ୍ୟରେ ୨୦ଟି ମଡେଲ ସ୍ନାତକ ମହାବିଦ୍ୟାଳୟ, ଆଲମୋଡ଼ାର ସାମେଶ୍ୱର ଠାରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଚମ୍ପାୱତ ଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ହାଲୱାନୀରେ ଅଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ, ରୁନ୍ଦ୍ରପୁରରେ ସାଇକେଲ ଚାଳନା ଟ୍ରାକ୍ ଓ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଯୋଜନା ଇତ୍ୟାଦି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the Hindustan Times Leadership Summit
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।