ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜଳ ଜୀବନ ମିଶନ ଅନ୍ତର୍ଗତ ୧୨ କୋଟି ଘରକୁ ପାଇପ ପାଣି ଯୋଗାଣ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ଚମତ୍କାର ଉପଲବ୍ଧି ପାଇଁ ଅନେକ ଶୁଭେଚ୍ଛା! ଏହା ବେଶ ଖୁସିର କଥା ଯେ, ଗାଁ ଓ ଗରିବଙ୍କ ନିକଟରେ ସମସ୍ତ ଜରୁରୀ ସୁବିଧା ପହଞ୍ଚାଇବା ପାଇଁ ଆମ ଉଦ୍ୟମଗୁଡିକର ସୁପରିଣାମ ନିରନ୍ତର ଦେଖିବାକୁ ମିଳୁଛି ।”
इस शानदार उपलब्धि के लिए बहुत-बहुत बधाई! यह अत्यंत खुशी की बात है कि गांवों और गरीबों तक हर जरूरी सुविधा पहुंचाने के हमारे प्रयासों के सुपरिणाम निरंतर सामने आ रहे हैं। https://t.co/Jbl3V711I1
— Narendra Modi (@narendramodi) May 17, 2023


