ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଦିବସ ଅବସରରେ ଉତ୍ତର ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉତ୍ତର ପ୍ରଦେଶ ଦିବସରେ ଏଠାକାର ଲୋକଙ୍କୁ ଶୁଭକାମନା ଜଣାଉଛି । ବିଗତ କିଛି ବର୍ଷ ହେଲ ରାଜ୍ୟର ବିକାଶ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ଉତ୍ତର ପ୍ରଦେଶର ଲୋକେ ଅନେକ କ୍ଷେତ୍ରରେ ଉଦାହରଣ ସ୍ଥାପନ କରିଛନ୍ତି । ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଥିବା ଏହି ପ୍ରଦେଶର ନିରନ୍ତର ସମୃଦ୍ଧି କାମନା କରୁଛି ।”
उत्तर प्रदेश दिवस पर यहां के लोगों को ढेरों शुभकामनाएं। बीते कुछ वर्षों में राज्य के विकास ने हर किसी का ध्यान अपनी ओर खींचा है। यूपी के लोगों ने कई क्षेत्रों में मिसाल कायम की है। मैं देश की प्रगति में अहम योगदान दे रहे इस प्रदेश की निरंतर समृद्धि की कामना करता हूं।
— Narendra Modi (@narendramodi) January 24, 2023


