ଶ୍ରୀ କାନ୍ତିସେନ ଶ୍ରଫ (କାକା)ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ କାନ୍ତିସେନ ଶ୍ରଫଙ୍କୁ ଗୁଜରାଟର ଜଣେ ଦୟାଳୁ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି । ସେ ଜଣେ ସଫଳ ଶିଳ୍ପପତି ହେବା ସହିତ ଛୋଟ କାରିଗରମାନଙ୍କ ଉନ୍ନତି ପାଇଁ ତାଙ୍କର ଅନେକ ଅବଦାନ ରହିଥିଲା ।
ગુજરાતના એક સેવાભાવી શ્રેષ્ઠી શ્રી કાન્તિસેન શ્રોફ (કાકા)ના નિધનથી અત્યંત દુ:ખ થયું. એક સફળ ઉદ્યોગપતિ હોવા ઉપરાંત નાના કલા-કારીગરો માટે એમણે કરેલું પ્રદાન દીર્ઘકાળ સુધી યાદ રહેશે. મારી શ્રદ્ધાંજલિ. ૐ શાંતિ: ||
— Narendra Modi (@narendramodi) May 13, 2021


