ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଫ୍ରେଡି ଯୋଗୁଁ ମାଲାୱି, ମୋଜାମ୍ବିକ ଓ ମାଡାଗାସ୍କାରରେ ହୋଇଥିବା ପ୍ରାଣହାନୀ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବାତ୍ୟା ଫ୍ରେଡି ଯୋଗୁଁ ମାଲାୱି, ମୋଜାମ୍ବିକ ଓ ମାଡାଗାସ୍କାରରେ ହୋଇଥିବା କ୍ଷୟକ୍ଷତିରେ ଦୁଃଖିତ । ରାଷ୍ଟ୍ରପତି @LAZARUSCHAKWERA, ରାଷ୍ଟ୍ରପତି ଫିଲିପ ନ୍ୟୁସି ଓ ରାଷ୍ଟ୍ରପତି @SE_Rajoelina, ଶୋକସନ୍ତପ୍ତ ପରିବାର ଓ ବାତ୍ୟା ପ୍ରଭାବିତମାନଙ୍କୁ ସମବେଦନା । ଏହି ଦୁଃଖଦ ମୁହୂର୍ତ୍ତରେ ଭାରତ ଆପଣଙ୍କ ସହିତ ରହିଛି ।”
Distressed by the devastation due to Cyclone Freddy in Malawi, Mozambique and Madagascar. Condolences to President @LAZARUSCHAKWERA, President Filipe Nyusi and President @SE_Rajoelina, bereaved families and those affected by the cyclone. India stands with you in this tough time.
— Narendra Modi (@narendramodi) March 15, 2023


