ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଥିବା ଜିନସନ ଜନସନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ବ୍ରୋଞ୍ଜ ପଦକ ସହ ଏକ ଶ୍ରେଷ୍ଠ ମଞ୍ଚରେ ଉତ୍କୃଷ୍ଟ ପ୍ରଦର୍ଶନ! ପୁରୁଷ ୧୫୦୦ ମିଟର ଫାଇନାଲରେ ଚମତ୍କାର ପ୍ରଦର୍ଶନ ପାଇଁ ଜିନସନ ଜନସନଙ୍କୁ ବହୁତ ଅଭିନନ୍ଦନ । ସେ ସର୍ବଦା ଗୌରବର ନୂଆ ଉଚ୍ଚତାକୁ ଛୁଅଁନ୍ତୁ ।’
Excelling on the grand stage with a Bronze! Huge applause to @JinsonJohnson5 for an outstanding performance in Men's 1500m Finals. May he always scale new heights of glory. pic.twitter.com/EFbxRnJmsO
— Narendra Modi (@narendramodi) October 1, 2023





