ଆଜି ସାଉଦୀ ଆରବର ରିୟାଦଠାରେ ଅନୁଷ୍ଠିତ ଭବିଷ୍ୟତ ନିବେଶ ପଦକ୍ଷେପ (FII) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ହାଶେମାଇଟ ରାଜ୍ୟର ରାଜା ମହାମହିମ ଅବଦୁଲ୍ଲା ଦ୍ଵିତୀୟ ବିନ ଅଲ-ହୁସେନଙ୍କୁ ଭେଟିଛନ୍ତି । 2018 ଫେବୃଆରୀ 27 ମାର୍ଚ୍ଚ 1 ମଧ୍ୟରେ ରାଜାଙ୍କର ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ନେଇ ଉଭୟ ନେତା ମତ ବିନିମୟ କରିଥିଲେ । ସେମାନେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଓ ଅନ୍ୟାନ୍ୟ ଆଞ୍ଚଳିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆତଙ୍କବାଦ ମୁକାବିଲା ନେଇ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।

ପ୍ରାଚୀନ କାଳରୁ ଭାରତ ଓ ଜୋର୍ଡାନ ମଧ୍ୟରେ ଐତିହାସିକ, ସାଂସ୍କୃତିକ ସମ୍ପର୍କ ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ରହିଛି । ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ ଗସ୍ତ ଏବଂ 2018ରେ ଜୋର୍ଡାନର ମହାମହିମ ରାଜାଙ୍କର ଭାରତ ଗସ୍ତ ଫଳରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଗତି ମିଳିଛି ଯାହାକି ପାରସ୍ପରିକ ସମ୍ମାନ, ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବହୁପକ୍ଷୀୟ ବିଷୟକୁ ନେଇ ବୁଝାମଣା ଉପରେ ପର୍ଯ୍ୟବସିତ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ପରିବେଶ, ଜଳ ଓ କୃଷିମନ୍ତ୍ରୀ ମି. ଅବଦୁଲ ରହମାନ ଅଲ-ଫଦଲିଙ୍କୁ ଭେଟିଛନ୍ତି । ପରିବେଶ, ଜଳ ଓ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଅନେକ ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଆମ ପରିବେଶକୁ ଉତ୍ତମ କରିବା ଏବଂ ଜଳ ଉତ୍ସକୁ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ନେଇ ଏକାଠି କାମ କରିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ସେ ପୁନଶ୍ଚ ପ୍ରକାଶ କରିଥିଲେ ।

HE Ahmad Bin Salman Al Rajhi, Minister of Labour and Social Development called on PM Modi:

Prime Minister Narendra Modi interacted with His Excellency Ahmad Bin Salman Al Rajhi, Saudi Arabia’s Minister of Labour and Social Development. A wide range of issues were discussed during the meeting.

 

HRH Prince Abdulaziz bin Salman, Saudi Arabia’s Minister of Energy had a productive meeting with the PM

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi