On one hand, the Government is trying to make the Armed Forces stronger; and on the other hand, there are those who do not want our Armed Forces to be strong: PM Modi
When it comes to the country's security and the requirements of the Armed Forces, our Government keeps only the interest of the nation in mind: PM
Those who deal only in lies are casting aspersions on the defence ministry, on the Air Force, and even on a foreign government: PM Modi

ଉତ୍ତର ପ୍ରଦେଶର ରାଏ ବରେଲୀକୁ ଏକ ଦିବସୀୟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ଆଉ କିଛି ଯୋଜନାର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଏ ବରେଲୀ ସ୍ଥିତ ଅତ୍ୟାଧୂନିକ ରେଳ ଡବା କାରଖାନା ଗସ୍ତ କରିଥିଲେ । ଏହି କାରଖାନାରେ ନିର୍ମିତ 900 ତମ କୋଚ ଏବଂ ଏକ ହମସଫର ରେକକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକରେ ପାଖାପାଖି ଏକ ହଜାର କୋଟି ଟଙ୍କା ନିବେଶ କରାଯିବ ।

ସେ କହିଥିଲେ ଯେ ଅତ୍ୟାଧୂନିକ ରେଳଡବା କାରଖାନାରେ ଯୁବକମାନଙ୍କୁ ନିଯୁକ୍ତି ମିଳିବା ସହିତ ଏହା ରାଏ ବରେଲୀକୁ ବିଶ୍ୱସ୍ତରୀୟ ରେଳ ଡବା ନିର୍ମାଣ ହବ ଭାବେ ପ୍ରତିଷ୍ଠିତ କରାଇବ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ 1971 ମସିହାର ଆଜିର ଦିନରେ ଭାରତୀୟ ସେନାବାହିନୀ ଆତଙ୍କବାଦ, କ୍ରୁର ଏବଂ ବିଶୃଙ୍ଖଳତାର ପର୍ଯ୍ୟାୟ ପାଲଟିଥିବା ଶକ୍ତିଙ୍କୁ ପରାସ୍ତ କରିଥିଲେ । ସେ କହିଥିଲେ ଯେ ସରକାର ସେନାବାହିନୀକୁ ସୁଦୃଢ କରିବାକୁ ଚାହୁଁଥିବା ବେଳେ କିଛି ଶକ୍ତି ଚାହାଁନ୍ତି ଯେ ସେନାବାହିନୀ ଶକ୍ତିଶାଳୀ ନ ହେଉ । 

ଯେଉଁମାନେ ମିଛ ପ୍ରଚାରରେ ଲାଗିଛନ୍ତି ସେମାନେ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ବିଦେଶୀ ରାଷ୍ଟ୍ରକୁ ମଧ୍ୟ ଆକ୍ଷେପ କରିବାକୁ ପଛାଉନାହାଁନ୍ତି । 

 

ସେ କହିଲେ ଯେ ଏଭଳି ମିଛ ପ୍ରବଣତାକୁ କେବଳ ସତ୍ୟ ହିଁ ପରାଜିତ କରିପାରେ । ସେ ଆହୁରୀ ମଧ୍ୟ କହିଥିଲେ ଯେ ଦେଶର ସୁରକ୍ଷା ଏବଂ ସେନାବାହିନୀର ଆବଶ୍ୟକତା କଥା ଉଠିଲେ କେନ୍ଦ୍ର ସରକାର କେବଳ ଦେଶହିତ କଥା ହିଁ ଚିନ୍ତା କରିଥାନ୍ତି ।

ଧାନମନ୍ତ୍ରୀ କହିଲେ ଯେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର 22ଟି ଖାଦ୍ୟଶସ୍ୟର ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ବୃଦ୍ଧି କରିସାରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି କୃଷକଙ୍କୁ 60 ହଜାର କୋଟି ଟଙ୍କାର ଅତିରିକ୍ତ ଆୟ ଦେଇପାରିବ ।

 ଅଦୃଷ୍ଟପୂର୍ବ କାରଣ ଯୋଗୁଁ ଯେଉଁ କୃଷକଙ୍କ ଫସଲ ନଷ୍ଟ ହୋଇଛି ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ‘ସବକା ସାଥ, ସବକା ବିକାଶ’ ନୀତି ଆଧାରରେ ସମସ୍ତଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Since 2019, a total of 1,106 left wing extremists have been 'neutralised': MHA

Media Coverage

Since 2019, a total of 1,106 left wing extremists have been 'neutralised': MHA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Welcomes Release of Commemorative Stamp Honouring Emperor Perumbidugu Mutharaiyar II
December 14, 2025

Prime Minister Shri Narendra Modi expressed delight at the release of a commemorative postal stamp in honour of Emperor Perumbidugu Mutharaiyar II (Suvaran Maran) by the Vice President of India, Thiru C.P. Radhakrishnan today.

Shri Modi noted that Emperor Perumbidugu Mutharaiyar II was a formidable administrator endowed with remarkable vision, foresight and strategic brilliance. He highlighted the Emperor’s unwavering commitment to justice and his distinguished role as a great patron of Tamil culture.

The Prime Minister called upon the nation—especially the youth—to learn more about the extraordinary life and legacy of the revered Emperor, whose contributions continue to inspire generations.

In separate posts on X, Shri Modi stated:

“Glad that the Vice President, Thiru CP Radhakrishnan Ji, released a stamp in honour of Emperor Perumbidugu Mutharaiyar II (Suvaran Maran). He was a formidable administrator blessed with remarkable vision, foresight and strategic brilliance. He was known for his commitment to justice. He was a great patron of Tamil culture as well. I call upon more youngsters to read about his extraordinary life.

@VPIndia

@CPR_VP”

“பேரரசர் இரண்டாம் பெரும்பிடுகு முத்தரையரை (சுவரன் மாறன்) கௌரவிக்கும் வகையில் சிறப்பு அஞ்சல் தலையைக் குடியரசு துணைத்தலைவர் திரு சி.பி. ராதாகிருஷ்ணன் அவர்கள் வெளியிட்டது மகிழ்ச்சி அளிக்கிறது. ஆற்றல்மிக்க நிர்வாகியான அவருக்குப் போற்றத்தக்க தொலைநோக்குப் பார்வையும், முன்னுணரும் திறனும், போர்த்தந்திர ஞானமும் இருந்தன. நீதியை நிலைநாட்டுவதில் அவர் உறுதியுடன் செயல்பட்டவர். அதேபோல் தமிழ் கலாச்சாரத்திற்கும் அவர் ஒரு மகத்தான பாதுகாவலராக இருந்தார். அவரது அசாதாரண வாழ்க்கையைப் பற்றி அதிகமான இளைஞர்கள் படிக்க வேண்டும் என்று நான் கேட்டுக்கொள்கிறேன்.

@VPIndia

@CPR_VP”