ଶ୍ରୀ ଅମୃତଭାଇ କାଦିୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୁଜରାଟର ଆରଏସଏସ ପ୍ରାନ୍ତ ନେତା ଶ୍ରୀ ଅମୃତଭାଇ କାଦିୱାଲାଙ୍କ ବିୟୋଗରେ ଦୁଃଖିତ । ତାଙ୍କର ସାମାଜିକ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି ....... ଓମ୍ ଶାନ୍ତି” ।
આર.એસ.એસ. ગુજરાત પ્રાંતના અગ્રણી શ્રી અમૃતભાઈ કડીવાળાના અવસાનથી દુ:ખ અનુભવું છું. તેઓનું સામાજિક પ્રદાન હંમેશાં યાદ રહેશે. સદ્ગતના આત્માની શાંતિ માટે અંતરમનથી પ્રાર્થના.... ૐ શાંતિ: ||
— Narendra Modi (@narendramodi) June 12, 2021


