କ୍ର.ନଂ.

ବୁଝାମଣାପତ୍ର /ଚୁକ୍ତି /ଘୋଷଣା

କ୍ଷେତ୍ର

ଭାରତ-ଫ୍ରାନ୍ସ ନବସୃଜନ ରୋଡ୍‌ମ୍ୟାପ୍ ୨୦୩୦କୁ ଗ୍ରହଣ

 

 

ପ୍ରଯୁକ୍ତିବିଦ୍ୟା ଓ ନବସୃଜନ,ଗବେଷଣା ଓ ଶିକ୍ଷା

ଏଆଇ ପ୍ରଶାସନ ଉପରେ କେନ୍ଦ୍ରିତ ଭାରତ-ଫ୍ରାନ୍ସ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ

କାନପୁରର ଏନଏସଟିଆଇ ଠାରେ ବିମାନ ବିଜ୍ଞାନ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କରେ ବୁଝାମଣାପତ୍ର

୪.

ଫ୍ରାନ୍ସରେ ଭାରତର ପ୍ରକୃତ-ସମୟ ଦେୟ ବ୍ୟବସ୍ଥା ‘ ୟୁପିଆଇ’ର ବ୍ୟବହାର ପାଇଁ ସମ୍ଭାବ୍ୟତା ବୃଦ୍ଧି

୫.

ଷ୍ଟେସନ ‘ଏଫ’ଠାରେ ଅତିରିକ୍ତ ୧୦ ଭାରତୀୟ ଷ୍ଟାର୍ଟଅପଙ୍କ ଲାଗି ଇନକୁବେସନ୍‌ ସୁବିଧା

୬.

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ଏବଂ ଇନଷ୍ଟିଚ୍ୟୁଟ୍ ନ୍ୟାସନାଲ୍ ଡି ରିସର୍ଚେ ଇନ୍ ସାଇନ୍ସ ଏଟ୍ ଟେକ୍ନୋଲୋଜି ଡୁ ନ୍ୟୁମେରିକ୍ (INRIA) ମଧ୍ୟରେ ଏକ ଡିଜିଟାଲ୍ ସାଇନ୍ସ ସେଣ୍ଟର ପ୍ରତିଷ୍ଠା

୭.

ପ୍ୟାରିସ-ସାକଲେ ବିଶ୍ୱବିଦ୍ୟାଳୟରେ "ଏଆଇ, ନବସୃଜନ ଏବଂ ସଂସ୍କୃତି" ଉପରେ ଏକ ଆଇସିସିଆର୍ ଇଣ୍ଡିଆ ଚେୟାର ପ୍ରତିଷ୍ଠା

୮.

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ICMR) ଏବଂ ଫ୍ରାନ୍ସର ସ୍ୱାସ୍ଥ୍ୟ ତଥ୍ୟ ହବ୍ ମଧ୍ୟରେ ଆଗ୍ରହ ପତ୍ର

୯.

ବର୍ତ୍ତମାନର ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନା ଆଧାରରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବ୍ୟବସ୍ଥା ପ୍ରତିଷ୍ଠା

ବାଣିଜ୍ୟ, ନିବେଶ ଓ ଯୋଗାଣ ଶୃଙ୍ଖଳ

୧୦.

ଏକ ଅର୍ଥନୈତିକ ସୁରକ୍ଷା ଆଲୋଚନାର ପ୍ରତିଷ୍ଠା

୧୧.

"ଭାରତରେ ରେଳବାଇ ଏବଂ ହାଇ-ସ୍ପିଡ୍ (ଉଚ୍ଚ-ଗତିସମ୍ପନ୍ନ) ରେଳବାଇର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଅଭିପ୍ରାୟ ଘୋଷଣା

୧୨.

ଗୋପନୀୟ ତଥ୍ୟର ଆଦାନପ୍ରଦାନ ଏବଂ ସୁରକ୍ଷା ସମ୍ପର୍କିତ ସାଧାରଣ ସୁରକ୍ଷା ଚୁକ୍ତିନାମା

ରଣନୈତିକ ଓ ମହାକାଶ

୧୩.

"ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ମାନବ ମହାକାଶ ଅଭିଯାନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଇସ୍ରୋ ଏବଂ ସିଏନଇଏସ ମଧ୍ୟରେ ଅଭିପ୍ରାୟ ପତ୍ର

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond