ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଆଉ ଗୋଟିଏ 3ଡି ଆନିମେଟଡ ଭିଡିଓ ସେୟାର କରିଛନ୍ତି ,ଯେଉଁଠି ସେ ଧ୍ୟାନ କରୁଥିବାର ଦେଖାଯାଉଛନ୍ତି ।
Sharing a video this morning, on Dhyan. Practice regularly to rejuvenate the mind and body. #4thYogaDay pic.twitter.com/1tvJllqOpA
— Narendra Modi (@narendramodi) June 11, 2018


