NCC provides a platform to strengthen the spirit of discipline, determination and devotion towards the nation: PM Modi
India has decided that it will confront the challenges ahead and deal with them: PM Modi
A young India will play key role in fourth industrial revolution: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି)ର ରାଲିରେ ଅଂଶଗ୍ରହଣ କରିଛନ୍ତି ।
ଏହି ରାଲିରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ଏବଂ ସେ ଏନସିସିର ବିଭିନ୍ନ ଦଳ ଓ ବନ୍ଧୁ ତଥା ପଡୋଶୀ ରାଷ୍ଟ୍ରର କ୍ୟାଡେଟମାନଙ୍କ ପରେଡକୁ ନିରୀକ୍ଷଣ କରିଥିଲେ ।

ସାଂସ୍କୃତିକ ପ୍ରଦର୍ଶନ ସହିତ ଏନସିସି କ୍ୟାଡେଟମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରୋମାଂଚକାରୀ ଖେଳ, ସଂଗୀତ ଓ ମଂଚ କଳା ଭଳି କ୍ଷେତ୍ରରେ ନିଜର କ୍ଷମତାକୁ ପ୍ରଦର୍ଶୀତ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତିଭାବାନ ଏନସିସି କ୍ୟାଡେଟମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ନିଜ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏନସିସି ଦେଶର ଯୁବକମାନଙ୍କ ମଧ୍ୟରେ ଶୃଙ୍ଖଳା, ଦୃଢ଼ତା ଓ ସମର୍ପଣ ଭାବନା ମଜବୁତ କରିବା ଲାଗି ମଂଚ ପ୍ରଦାନ କରିଥାଏ । ସେ କହିଥିଲେ ଯେ, ଏହି ଆଦର୍ଶ ଫଳରେ ଦେଶର ବିକାଶରେ ସହାୟତା ମିଳିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବିଶ୍ୱର ସବୁଠୁ ଯୁବ ଦେଶ ମଧ୍ୟରୁ ଅନ୍ୟତମ । କାରଣ ଏଠାରେ 65 ପ୍ରତିଶତରୁ ଅଧିକ ଜନସଂଖ୍ୟାଙ୍କ ଆୟୁ 35 ବର୍ଷରୁ କମ । ସେ କହିଥିଲେ ଯେ, ଏହି ବାସ୍ତବତାକୁ ନେଇ ଆମେ ଗର୍ବିତ, କିନ୍ତୁ ଯୁବ ସୁଲଭ ଭାବନାକୁ ନେଇ କାମ କରିବା ମଧ୍ୟ ଆମର ଦାୟିତ୍ୱ । ସେ କହିଥିଲେ ଯେ, ଏହାର ଅର୍ଥ କୌଣସି ପ୍ରସଙ୍ଗକୁ ଟାଳି ନଦେଇ ତୁରନ୍ତ ତାର ସମାଧାନ କରିବା ଉଚିତ । ଯୁବମନ ଏହା ଚାହିଁଥାଏ ଏବଂ ଏହା ହିଁ ହେଉଛି ଯୁବ ଭାରତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତୀତର ଆହ୍ୱାନଗୁଡିକୁ ମୁକାବିଲା କରିବା ସହ ବର୍ତ୍ତମାନର ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ଆମେ ଭବିଷ୍ୟତର ଆକାଂକ୍ଷା ଲାଗି କାମ କରିବା ଜରୁରୀ । ସେ କହିଥିଲେ ଯେ, ଭାରତ ଆଜି ଯୁବ ଉତ୍ସାହ ଓ ମନୋଭାବ ସହିତ ଆଗକୁ ବଢ଼ୁଛି । ଆଜି ଭାରତ ନିକଟରେ ଯୁବସୁଲଭ ମାନସିକତା ଓ ମନୋଭାବ ରହିଛି । ଏହି କାରଣରୁ ଆଜି ଏହା ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ଓ ଆତଙ୍କବାଦୀ କ୍ୟାମ୍ପ ଉପରେ ସିଧାସଳଖ ଆକ୍ରମଣ କରିପାରୁଛି । ସେ କହିଥିଲେ ଯେ, ଯୁବସୁଲଭ ମନୋଭାବ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବା ଲାଗି ଚାହିଁଥାଏ, ଏହା ମଧ୍ୟ ଚାହିଁଥାଏ ଯେ, କେହି ଯେପରି ପଛରେ ପଡି ନ ଯାଆନ୍ତି । ସେ କହିଥିଲେ, ଏହି ଭାବନା ସହିତ ଆମେ ବୋଡୋ ରାଜିନାମା ସ୍ୱାକ୍ଷର କଲୁ । ଏଥିରେ ସମସ୍ତ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରାଗଲା ଓ ବୁଝାମଣା ସ୍ୱାକ୍ଷରିତ ହେଲା ।

ଉତ୍ତର-ପୂର୍ବାଂଚଳର ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର-ପୂର୍ବାଂଚଳର ବିକାଶ ଲକ୍ଷ୍ୟ ନେଇ ଖୋଲା ମନ ଓ ମସ୍ତିସ୍କରେ ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା ଆରମ୍ଭ କରାଗଲା । ଯାହାର ଫଳସ୍ୱରୂପ ଆଜି ବୋଡୋ ରାଜିନାମା ହୋଇପାରିଛି । ଯୁବ ଭାରତର ଚିନ୍ତାଧାରା ସମସ୍ତଙ୍କୁ ନେଇ ବିକାଶ ସହିତ ସଭିଙ୍କ ଭରସା ଜିତି ଦେଶକୁ ଆଗକୁ ନେଇଯାଉଛି ବୋଲି ସେ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tax Bill 2026 clears tax hurdles for electronics manufacturing and boosts India's global supply chain competitiveness

Media Coverage

Tax Bill 2026 clears tax hurdles for electronics manufacturing and boosts India's global supply chain competitiveness
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.