ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କରିଛନ୍ତି ।

ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶିଷ୍ଟ ଆଇନଜୀବି ଶ୍ରୀ କେଟିଏସ ତୁଲସୀ ଜୀଙ୍କ ମା ସ୍ୱର୍ଗତ ଶ୍ରୀମତୀ ବଲଜିତ କୌର ତୁଲସୀ ଜୀଙ୍କ ଦ୍ୱାରା ଲିଖିତ ‘ଦ ରାମାୟଣ ଅଫ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ’ ପୁସ୍ତକର ପ୍ରଥମ ପ୍ରତିଲିପି ଗ୍ରହଣ କଲି । ପୁସ୍ତକଟି ଆଇଜିଏନସିଏ ଦ୍ୱାରା ପ୍ରକାଶିତ ହୋଇଛି ।

 

ଆମର ବାର୍ତ୍ତାଳାପ ବେଳେ ଜ୍ଞାନୀ ଶ୍ରୀ କେଟିଏସ ତୁଳସୀ ଜୀ ଶିଖ ସମ୍ପ୍ରଦାୟର ମହାନ ସିଦ୍ଧାନ୍ତଗୁଡିକ ସମ୍ପର୍କରେ କହିବା ସହ ଗୁରୁବାଣୀ ଶବଦ ଆବୃତ୍ତି କରିଥିଲେ । ତାଙ୍କ ଭାବଭଙ୍ଗୀ ମୋ ମନକୁ ଛୁଇଁଥିଲା । ଏଠାରେ ଏହାର ଅଡିଓ ଦିଆଗଲା ।  https://t.co/0R9z836sLi 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership