ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ନବରାତ୍ରୀରେ ଆଜି ମା’ ଶୈଳପୁତ୍ରୀଙ୍କ ବିଶେଷ ପୂଜାର୍ଚ୍ଚନାର ଦିନ । ମାତାଙ୍କ ସ୍ନେହ ଓ ଆଶୀର୍ବାଦରେ ପ୍ରତ୍ୟେକଙ୍କ ଜୀବନ ସୌଭାଗ୍ୟ ଏବଂ ଆରୋଗ୍ୟରେ ପରିପୂର୍ଣ୍ଣ ହେଉ ଏହା ମୋର କାମନା ।”
नवरात्रि में आज मां शैलपुत्री की विशेष पूजा-अर्चना का दिन है। मेरी कामना है कि माता के स्नेह और आशीर्वाद से हर किसी का जीवन सौभाग्य और आरोग्य से परिपूर्ण रहे।
— Narendra Modi (@narendramodi) September 22, 2025


