ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ଦ୍ୱିତୀୟ ଦିନରେ ଦେବୀ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ଭିଡିଓ ସେୟାର କରି ପୋଷ୍ଟ କରିଛନ୍ତି;
“ନବରାତ୍ରୀରେ ଆଜି ମା’ ବ୍ରହ୍ମଚାରିଣୀଙ୍କ ଚରଣରେ କୋଟି କୋଟି ନମନ! ଦେବୀ ମାତା ତାଙ୍କର ସମସ୍ତ ସାଧକଙ୍କୁ ସାହସ ଏବଂ ସଂଯମର ଆଶୀର୍ବାଦ ପ୍ରଦାନ କରନ୍ତୁ ।”
नवरात्रि में आज मां ब्रह्मचारिणी के चरणों में कोटि-कोटि वंदन! देवी माता अपने सभी साधकों को साहस और संयम का आशीर्वाद प्रदान करें। https://t.co/RuLHcK2DzG
— Narendra Modi (@narendramodi) September 23, 2025


