ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଚା’ ରପ୍ତାନୀରେ ୪୩୧% ବୃଦ୍ଧି ପାଇଁ ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆଣ୍ଡ୍ର୍ୟୁ ୟୁଲ୍ ଆଣ୍ଡ କମ୍ପାନୀକୁ ଆଜି ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ବହୁତ ବହୁତ ଶୁଭେଚ୍ଛା! ଆତ୍ମନିର୍ଭର ଭାରତର ସଂକଳ୍ପର ସିଦ୍ଧି ଦିଗରେ ଏହା ଏକ ବଡ଼ ଉପଲବ୍ଧି ।’
बहुत-बहुत बधाई! आत्मनिर्भर भारत के संकल्प की सिद्धि की दिशा में यह एक बड़ी उपलब्धि है। https://t.co/nYRGSrK4Fn
— Narendra Modi (@narendramodi) May 12, 2023


