ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରୀର ପବିତ୍ର ଅବସରରେ ଦେବୀ ମା’ଙ୍କୁ ପ୍ରଣାମ କରିଛନ୍ତି ଏବଂ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ଏକ୍ସରେ ପୋଷ୍ଟ ହୋଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି;
“ନବରାତ୍ରୀରେ ଆଜି ଦେବୀ ମା’ଙ୍କୁ ମୋର ନତମସ୍ତକ ପ୍ରଣାମ! ତାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ଆତ୍ମବିଶ୍ୱାସର ସଞ୍ଚାର ହେଉ । ମାତାଙ୍କ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ, ଏହା ହିଁ ମୋର କାମନା ।
https://www.youtube.com/watch?v=KuBd3lGgW60”
नवरात्रि में आज देवी मां को शीश झुकाकर नमन! उनकी कृपा से हर किसी के जीवन में आत्मविश्वास का संचार हो। माता का आशीष सभी भक्तों को प्राप्त हो, यही कामना है।https://t.co/TzFrVoU439
— Narendra Modi (@narendramodi) September 27, 2025


