ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁରଠାରେ ଶୁଭମ୍ ଦ୍ୱିବେଦୀଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ପହଲଗାମ୍ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁଭମ୍ଙ୍କର ମୃତୁ୍ୟ ହୋଇଥିଲା । ‘ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇର୍ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି’ ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପହଲଗାମର ଭୀରୁତାପୂର୍ଣ୍ଣ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁରର ସୁପୁତ୍ର ଶୁଭମ୍ ଦ୍ୱିବେଦୀଙ୍କ ପରିବାର ସଦସ୍ୟଙ୍କୁ ଆଜି ଭେଟିଲି । ସେମାନେ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂର ପାଇଁ ଆମ ପରାକ୍ରମୀ ସେନାକୁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କ ଏହି ଭାବନା ଦେଶବାସୀଙ୍କୁ ପ୍ରେରଣା ଦେବାଭଳି” ।
पहलगाम के कायराना आतंकी हमले में जान गंवाने वाले हमारे कानपुर के बेटे शुभम द्विवेदी के परिजनों से आज मुलाकात हुई। उन्होंने आतंक के खिलाफ ऑपरेशन सिंदूर के लिए हमारी पराक्रमी सेना का आभार जताया। उनका ये जज्बा देशवासियों को प्रेरित करने वाला है।
— Narendra Modi (@narendramodi) May 30, 2025


