ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନା ଦିବସ ଅବସରରେ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତ ହିମାଚଳବାସୀଙ୍କୁ ପୂର୍ଣ୍ଣ ରାଜସ୍ୱ ଦିବସର ହାର୍ଦ୍ଦିକ ଶୁଭକାମନା । ନୈସର୍ଗିକ ସୌନ୍ଦର୍ଯ୍ୟରେ ସମୃଦ୍ଧ ଏହି ପ୍ରଦେଶର ପରିଶ୍ରମୀ ଲୋକେ ସର୍ବଦା ଦେଶସେବାରେ ସମର୍ପିତ ରହିଛନ୍ତି । ଆଗାମୀ ଦିନରେ ସେମାନେ ସଫଳତାର ନୂତନ ଶୀର୍ଷକୁ ସ୍ପର୍ଶ କରନ୍ତୁ ବୋଲି କାମନା କରୁଛି ।”
सभी हिमाचलवासियों को पूर्ण राज्यत्व दिवस की हार्दिक शुभकामनाएं। नैसर्गिक सौंदर्य से समृद्ध इस प्रदेश के परिश्रमी लोग हमेशा देशसेवा में समर्पित रहे हैं। आने वाले समय में वे सफलताओं की नई ऊंचाइयों को प्राप्त करें, यही कामना है।
— Narendra Modi (@narendramodi) January 25, 2023


