ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନବମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣ ସମସ୍ତଙ୍କୁ ମହାନବମୀର ହାର୍ଦ୍ଦିକ ଶୁଭକାମନା! ନବରାତ୍ରୀର ଏହି ଶୁଭ ଅବସର ପ୍ରତ୍ୟେକଙ୍କ ପାଇଁ ସୌଭାଗ୍ୟ, ସମୃଦ୍ଧି ଏବଂ ସଫଳତା ନେଇ ଆସୁ, ଏହାହିଁ କାମନା ।”
आप सभी को महानवमी की हार्दिक शुभकामनाएं! नवरात्रि का यह शुभ अवसर हर किसी के लिए सौभाग्य, समृद्धि और सफलता लेकर आए, यही कामना है।https://t.co/wPTmP1lKpN
— Narendra Modi (@narendramodi) October 1, 2025


