ଉଲାନବାଟର ଓପନ ୨୦୨୫ରେ ତୃତୀୟ ର‌୍ୟାଙ୍କିଙ୍ଗ୍ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମର ନାରୀ ଶକ୍ତି ର‌୍ୟାଙ୍କିଙ୍ଗ୍ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି । ଏହି କ୍ରୀଡା ପ୍ରଦର୍ଶନ ଅନେକ ଭବିଷ୍ୟତ ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“କ୍ରୀଡା କ୍ଷେତ୍ରରେ ଭାରତର ସଫଳତା ଜାରି ରହିଛି! ଉଲାନବାଟର ଓପନ ୨୦୨୫ରେ ତୃତୀୟ ର‌୍ୟାଙ୍କିଙ୍ଗ ସିରିଜ୍‌ରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଆମର କୁସ୍ତିଯୋଦ୍ଧାମାନଙ୍କୁ ଅଭିନନ୍ଦନ, ଯେଉଁମାନେ ୬ଟି ସ୍ୱର୍ଣ୍ଣ ସହ ମୋଟ୍ ୨୧ ପଦକ ଜିତିଛନ୍ତି । ଆମର ନାରୀ ଶକ୍ତି ର‌୍ୟାଙ୍କିଙ୍ଗ ସିରିଜରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି, ଯାହା ଏହି ସଫଳତାକୁ ଆହୁରି ସ୍ମରଣୀୟ କରିଛି । ଏହି କ୍ରୀଡା ପ୍ରଦର୍ଶନ ଭବିଷ୍ୟତର ଖେଳାଳୀମାନଙ୍କୁ ଅନୁପ୍ରାଣିତ କରିବା ସହ ପ୍ରେରଣା ଯୋଗାଇବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.