ଏସିଆ କପ୍ ୨୦୨୫ର ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;
“କ୍ରୀଡ଼ାର ମୈଦାନରେ ଅପରେସନ ସିନ୍ଦୂର #OperationSindoor
ପରିଣାମ ସମାନ-ଭାରତର ବିଜୟ!
ଆମ କ୍ରିକେଟରଙ୍କୁ ଅଭିନନ୍ଦନ ।”
#OperationSindoor on the games field.
— Narendra Modi (@narendramodi) September 28, 2025
Outcome is the same - India wins!
Congrats to our cricketers.


