ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ଅନ୍ନପୂର୍ଣ୍ଣା ମଠ ମହନ୍ତ ଶ୍ରୀ ରାମେଶ୍ୱର ପୁରୀ ଜୀଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କାଶୀ ଅନ୍ନପୂର୍ଣ୍ଣା ମନ୍ଦିରର ମହନ୍ତ ରାମେଶ୍ୱର ପୁରୀ ଜୀଙ୍କ ଦେହାବସାନ ଯୋଗୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି । ଧର୍ମ ଓ ଅଧ୍ୟାତ୍ମକୁ ସମାଜସେବା ସହ ଯୋଡି ସେ ଲୋକଙ୍କୁ ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ନିରନ୍ତର ପ୍ରେରଣା ଯୋଗାଉଥିଲେ । ଓଁ ଶାନ୍ତି ।”
काशी अन्नपूर्णा मंदिर के महंत रामेश्वर पुरी जी के देहावसान से अत्यंत दुख हुआ है। उनका जाना समाज के लिए एक अपूरणीय क्षति है। उन्होंने धर्म और अध्यात्म को समाज सेवा से जोड़कर लोगों को सामाजिक कार्यों के लिये निरंतर प्रेरित किया। ॐ शांति !
— Narendra Modi (@narendramodi) July 10, 2021


