ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚଡିଆଁ ଟି୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଥିବା ଉନ୍ନି ରେନୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୁରୁଷ ଉଚ୍ଚଡିଆଁ ଟି୬୪ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଉନ୍ନି ରେନୁଙ୍କୁ ଅଭିନନ୍ଦନ । ତାଙ୍କ ଦୃଢ଼ତା ଏବଂ ଚମତ୍କାର ପ୍ରଦର୍ଶନ ଆମ ଦେଶ ପାଇଁ ଗର୍ବ ଆଣିଛି ।’
Congratulations to Unni Renu for the much-deserved Bronze Medal win in the Men's High Jump T64 event. His perseverance and exceptional performance have brought pride to our nation. pic.twitter.com/JxkpnEmo2m
— Narendra Modi (@narendramodi) October 23, 2023


