ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨-୨୩ ଆର୍ଥିକ ବର୍ଷରେ ୫ ଲକ୍ଷରୁ ଅଧିକ ଟ୍ରେନ୍ ଚଳାଚଳକୁ ପ୍ରଶଂସା କରିଛନ୍ତି ।
ବର୍ଷକୁ ବର୍ଷ କାର୍ଯ୍ୟକ୍ଷମ ମାଲବାହୀ ଟ୍ରେନ୍ ସଂଖ୍ୟା ବୃଦ୍ଧି ନେଇ ରେଳ ମନ୍ତ୍ରଣାଳୟର ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ସଂଖ୍ୟାରେ ବୃଦ୍ଧି, ଆମ ଲଜିଷ୍ଟିକ୍ସ ଏବଂ ଆର୍ଥିକ ଅଗ୍ରଗତିକୁ ସୂଚାଉଛି’ ।
Encouraging numbers, indicating our strides in logistics and economic momentum. https://t.co/3QvDYqPGJZ
— Narendra Modi (@narendramodi) May 8, 2023


