ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ତାକାମ ମିସିଂ ପୋରିନ କେବାଙ୍ଗ (ଟିଏମପିକେ) ଦ୍ୱାରା ଆୟୋଜିତ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।
ଲଖିମପୁର (ଆସାମ)ର ଲୋକସଭା ସାଂସଦ ଶ୍ରୀ ପ୍ରଦାନ ବରୁଆଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଉଦ୍ୟମ ।”
Good effort to boost sustainable development. https://t.co/94AWG2TXZE
— Narendra Modi (@narendramodi) April 24, 2023


