ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ ତାଜାନୀଙ୍କୁ ସାକ୍ଷାତ କରିଛନ୍ତି।

ଇଟାଲୀ-ଭାରତ ମିଳିତ ରଣନୈତିକ କାର୍ଯ୍ୟଯୋଜନା ୨୦୨୫-୨୯ ମସିହାର କାର୍ଯ୍ୟକାରିତା ଦିଗରେ ଉଭୟ ପକ୍ଷ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ବାଣିଜ୍ୟ, ପୁଞ୍ଜି ନିବେଶ, ଗବେଷଣା, ନବସୃଜନ, ପ୍ରତିରକ୍ଷା, ମହାକାଶ, ଯୋଗାଯୋଗ, ଆତଙ୍କବାଦର ମୁକାବିଲା, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବିଭିନ୍ନ ପ୍ରାଥମିକତା କ୍ଷେତ୍ରଭଳି ପ୍ରମୁଖ କ୍ଷେତ୍ରରେ ଇଟାଲୀ-ଭାରତ ମିଳିତ ରଣନୈତିକାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

"ଆଜି ଇଟାଲୀର ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଆଣ୍ଟୋନିଓ ତାଜାନୀଙ୍କୁ ଭେଟି ଖୁସି ଅନୁଭବ କରୁଛି। ବାଣିଜ୍ୟ, ନିବେଶ, ଗବେଷଣା, ନବସୃଜନ, ପ୍ରତିରକ୍ଷା, ମହାକାଶ, ଯୋଗାଯୋଗ, ଆତଙ୍କବାଦର ମୁକାବିଲା, ଶିକ୍ଷା ଏବଂ ଜନ-ଜନ ସମ୍ପର୍କ  ଯୋଜନାର କାର୍ଯ୍ୟାନ୍ୱୟନ ଦିଗରେ ଉଭୟ ପକ୍ଷ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ଭାରତ-ଇଟାଲୀ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହେବାରେ ଲାଗିଛି, ଯାହା ଆମ ଜନସାଧାରଣ ଏବଂ ବିଶ୍ୱ ସମୁଦାୟକୁ ବହୁତ ଉପକୃତ କରୁଛି। ’’

@GiorgiaMeloni

@Antonio_Tajani”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth