ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ରମଜାନ ମାସ ଆରମ୍ଭ ହେବା ଅବସରରେ ଦେଶବାସୀ ଏବଂ ବିଶ୍ୱ ସମ୍ପ୍ରଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ରମଜାନ ମୁବାରକ!
ଏହି ପବିତ୍ର ମାସ ଆମ ସମାଜରେ ଏକତାର ଭାବନାକୁ ଆହୁରି ମଜବୁତ କରୁ । ସର୍ବତ୍ର ଶାନ୍ତି ଏବଂ ସମୃଦ୍ଧି ରହୁ ।”
Ramzan Mubarak!
— Narendra Modi (@narendramodi) February 18, 2026
May this auspicious month further the spirit of togetherness in our society. May there be peace and prosperity everywhere.


