ଚିତ୍ତୋରଗଡ଼ର ପୂର୍ବତନ ସାଂସଦ ଶୀ ମହେନ୍ଦ୍ର ସିଂହ ମେୱାଡ଼ଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ବ୍ୟକ୍ତ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ସାମାଜିକ ଓ ରାଜନୈତିକ ଜୀବନରେ ଅମୂଲ୍ୟ ଯୋଗଦାନ ଦେଇଥିବା ଚିତ୍ତୋରଗଡ଼ର ପୂର୍ବତନ ସାଂସଦ ତଥା ମେୱାଡ଼ ରାଜପରିବାରର ସଦସ୍ୟ ମହେନ୍ଦ୍ର ସିଂହ ମେୱାଡ଼ଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ସେ ଆଜୀବନ ରାଜସ୍ଥାନର ବୀରାସତକୁ ବଜାୟ ରଖିବାରେ ସଫଳ ହୋଇଥିଲେ । ସେ ଲୋକଙ୍କ ସେବା କ୍ଷେତ୍ରରେ ନିଜକୁ ସମର୍ପି ଥିଲେ । ସମାଲ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ପ୍ରେରଣାସ୍ରୋତ ହୋଇ ରହିବ । ଦୁଃଖର ଏହି ସମୟରେ ତାଙ୍କ ପରିଜନ ଓ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି । ଓମ୍ ଶାନ୍ତି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2026 aims to build job-ready, formal talent base, say experts

Media Coverage

Budget 2026 aims to build job-ready, formal talent base, say experts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 3, 2026
February 03, 2026

Modi Hai Toh Mumkin Hai: India Gains Competitive Boost in US Market, Slamming Doubters