ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ନାଡ଼ୀ ଶୋଧନ ପ୍ରାଣାୟାମର ଅଭ୍ୟାସ କରନ୍ତୁ !
ପ୍ରଧାନମନ୍ତ୍ରୀ ମୋଦୀ ଆଜି ନାଡ଼ୀ ଶୋଧନ ପ୍ରାଣାୟାମ ଅଭ୍ୟାସର ଏକ 3ଡି ଆନିମେଟଡ ଭିଡିଓ ସେୟାର କରିଛନ୍ତି । ଏହି ପ୍ରାଣାୟାମ ହୃତପିଣ୍ଡ ରୋଗୀମାନଙ୍କ ପାଇଁ ଲାଭଦାୟକ ଏବଂ କାଶ ସମ୍ପର୍କୀ ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ । ଏହା ବ୍ୟତୀତ ନାଡ଼ୀ ଶୋଧନ ପ୍ରାଣାୟାମର ନିୟମିତ ଅଭ୍ୟାସରୁ ଶାନ୍ତି ଏବଂ ଏକାଗ୍ରତା ବଢ଼େ ଏବଂ ଚାପମୁକ୍ତ ଏବଂ ଚିନ୍ତାମୁକ୍ତ ହୋଇଥାଏ ।
Sharing a video on Nadi Shodhan Pranayam. Have a look and make it a part of your lives. Practising it daily will bring calm and positivity in your life. #4thYogaDay pic.twitter.com/3UJWZpDCBU
— Narendra Modi (@narendramodi) June 6, 2018


