ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦୁଇଟି ପୁସ୍ତକ ଲୋକସଭା ବାଚସ୍ପତିଙ୍କ ଦ୍ଵାରା ଉନ୍ମୋଚନ ହୋଇଛି ଏବଂ ଏହାର ପ୍ରଥମ ଖଣ୍ଡ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି । ଏକ ସଭାକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ,ଭାରତ 2014 ରେ ନିଷ୍ପତ୍ତିମୂଳକ ନେତୃତ୍ୱର ସନ୍ଧାନ କରୁଥିଲା । ମନ କି ବାତ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରି ସେ କହିଲେ ,ସମୟକ୍ରମେ ରେଡିଓର ଚାହିଦା ହ୍ରାସପାଉଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ରେଡିଓକୁ ଏକ ମାଧ୍ୟମ ହିସାବରେ ତା'ର ଗୁରୁତ୍ୱକୁ ବଢ଼ାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନତାଙ୍କ ସହ ସିଧା କଥା ହେବା ପାଇଁ ରେଡ଼ିଓର ଉପଯୋଗ କରୁଛନ୍ତି ।
PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.
Reached Paris a short while ago to a warm welcome by the Indian diaspora. I am proud of their efforts in bringing India and France closer. The India-France partnership is vital for the progress of our planet. pic.twitter.com/TGX8Aw5RIw
— Narendra Modi (@narendramodi) June 17, 2026
Je suis arrivé à Paris il y a peu, où j’ai été accueilli chaleureusement par la diaspora indienne. Je suis fier de ses efforts pour rapprocher l’Inde et la France. Le partenariat Inde-France est essentiel au progrès de notre planète. pic.twitter.com/Mzvs4HKggd
— Narendra Modi (@narendramodi) June 17, 2026


