“ଭଗବାନ ବୁଦ୍ଧଙ୍କ ବାଣୀରେ ଉଦବୁଦ୍ଧ ହୋଇ ଭାରତ ବୈଶ୍ୱିକ କଲ୍ୟାଣ ଦିଗରେ ନୂତନ ପଦକ୍ଷେପମାନ ନେଉଛି”
“ଆମେ ନିରବଚ୍ଛିନ୍ନ ଭାବେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧ ଓ ବାର୍ତ୍ତା ପ୍ରଚାର କରିଆସୁଛୁ”
“ଭାରତ ପ୍ରତ୍ୟେକ ମଣିଷର ଦୁଃଖକୁ ନିଜର ଦୁଃଖ ବିବେଚନା କରେ”
“ଆଇଟିସି ଭଳି ମଞ୍ଚ ସମଭାବାପନ୍ନ ଓ ସମହୃଦୟବାନ ଦେଶଗୁଡ଼ିକୁ ବୌଦ୍ଧ ଧର୍ମ ଓ ଶାନ୍ତି ବାର୍ତ୍ତା ପ୍ରଚାର ନିମନ୍ତେ ସୁଯୋଗ ପ୍ରଦାନ କରିଛି”
“ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ପ୍ରତ୍ୟେକ ବ୍ୟକ୍ତି ଓ ଦେଶର ପ୍ରାଥମିକତା ହେଉଛି ଦେଶ ଓ ବିଶ୍ୱର ସ୍ୱାର୍ଥ ରକ୍ଷା”
“ସମସ୍ୟାର ସମାଧାନର ରାସ୍ତା ହେଉଛି ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ”
“ବିଶ୍ୱକୁ ଆଜି କବଳିତ କରୁଥିବା ସମସ୍ତ ସମସ୍ୟାର ସମାଧାନ ବୁଦ୍ଧ କହି ଯାଇଛନ୍ତି”
“ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତ ଓ ଚିରନ୍ତନ ପଥ”
“ମିଶନ ଲାଇଫ ବୁଦ୍ଧଙ୍କ ପ୍ରେରଣା ଦ୍ୱାରା ପ୍ରେରିତ ଓ ବୁଦ୍ଧଙ୍କ ଭାବନାକୁ ବ୍ୟକ୍ତ କରିଥାଏ”
ସେ ମଧ୍ୟ ୧୯ ଜଣ ପ୍ରସିଦ୍ଧ ସାଧୁଙ୍କୁ ସାଧୁ ପୋଷାକ ପ୍ରଦାନ କରିଥିଲେ ।

ନମୋ ବୁଦ୍ଧାୟ !

କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଶ୍ରୀମାନ କିରଣ ରିଜୀଜୁ ମହାଶୟ, ଜି. କିଶନ ରେଡ୍ଡୀ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, ମୀନାକ୍ଷୀ ଲେଖି ମହାଶୟା, ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଂଘର ମହାସଚିବ, ଦେଶ- ବିଦେଶରୁ ଏଠାକୁ ଆସିଥିବା ଏବଂ ଆମ ସହିତ ସାମିଲ ହୋଇଥିବା ସମସ୍ତ ପୂଜ୍ୟ ଭିକ୍ଷୁ ଗଣ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!

 

ବିଶ୍ୱ ବୁଦ୍ଧ ମହାସମ୍ମିଳନୀର ଏହି ପ୍ରଥମ ଆୟୋଜନରେ ଆପଣ ସମସ୍ତେ ବିଶ୍ୱର କୋଣ- ଅନୁକୋଣରୁ ଆସିଛନ୍ତି । ବୁଦ୍ଧଙ୍କର ଏହି ମାଟିର ପରମ୍ପରା ହେଉଛି- ‘ଅତିଥି ଦେବୋ ଭବଃ’! ଅର୍ଥାତ ଅତିଥି ଆମ ପାଇଁ ହେଉଛନ୍ତି ଦେବତାଙ୍କ ଭଳି । କିନ୍ତୁ, ଭଗବାନ ବୁଦ୍ଧଙ୍କ ବିଚାରଧାରାକୁ ନେଇ ବଂଚୁଥିବା ଏତେଗୁଡିଏ ବ୍ୟକ୍ତିତ୍ୱ ଯେତେବେଳେ ଆମ ସାମ୍ନାରେ ଅଛନ୍ତି,  ସେତେବେଳେ ସାକ୍ଷାତ ବୁଦ୍ଧଙ୍କ ଉପସ୍ଥିତି ଅନୁଭବ ହେଉଛି । କାରଣ, ବୁଦ୍ଧ ବ୍ୟକ୍ତିଙ୍କ ଆଗକୁ ଯାଇ ହେଉଛନ୍ତି ବୌଦ୍ଧ । ବୁଦ୍ଧ ସ୍ୱରୂପରେ ଆଗକୁ ବଢି ହେଉଛି ଏକ ଚିନ୍ତାଧାରା । ବୁଦ୍ଧ ଚିତ୍ରଣରୁ ଆଗକୁ ଯାଇ ହେଉଛି ଏକ ଚେତନା ଆଉ ବୁଦ୍ଧଙ୍କର ଏହି ଚେତନା ହେଉଛି ନିରନ୍ତର, ହେଉଛି ନିରନ୍ତର । ଏହି ଚିନ୍ତା ହେଉଛି ଶାଶ୍ୱତ । ଏହି ବୋଧ ହେଉଛି ଅବିସ୍ମରଣୀୟ ।

ଏଥିପାଇଁ, ଆଜି ଏତେ ଭିନ୍ନ- ଭିନ୍ନ ଦେଶରୁ, ଏତେ ଭିନ୍ନ- ଭିନ୍ନ ଭୌଗୋଳିକ ସାଂସ୍କୃତିକ ପରିବେଶରୁ ଲୋକ ଏଠାରେ ଏକ ସଙ୍ଗେ ଉପସ୍ଥିତ ଅଛନ୍ତି । ଏହା ହେଉଛି ଭଗବାନ ବୁଦ୍ଧଙ୍କର ସେହି ବିସ୍ତାର, ଯାହା ସମଗ୍ର ମାନବତାକୁ ଗୋଟିଏ ସୂତ୍ରରେ ଯୋଡ଼ୁଛି । ଆମେ କଳ୍ପନା କରି ପାରିବା, ବିଶ୍ୱର ଭିନ୍ନ- ଭିନ୍ନ ଦେଶରେ ବୁଦ୍ଧଙ୍କ କୋଟି- କୋଟି ଅନୁଗାମୀଙ୍କର ଏହି ସାମର୍ଥ୍ୟ ଯେତେବେଳେ ଏକ ସଙ୍ଗେ କୌଣସି ସଂକଳ୍ପ ନେଇଥାଏ, ସେତେବେଳେ ତାହାର ଉର୍ଜ୍ଜା କେତେ ଅସୀମ ହୋଇ ଯାଇଥାଏ ।

 

ଯେତେବେଳେ ଏତେ ସମସ୍ତ ଲୋକ ବିଶ୍ୱର ଉନ୍ନତ ଭବିଷ୍ୟତ ପାଇଁ ଗୋଟିଏ ଚିନ୍ତାଧାରା ସହିତ କାର୍ଯ୍ୟ କରିବେ, ସେତେବେଳେ ଭବିଷ୍ୟତ ନିଶ୍ଚିତ ଭାବେ ହିଁ ଭବ୍ୟ ହେବ । ଆଉ ଏଥିପାଇଁ, ମୋର ବିଶ୍ୱାସ ଯେ ପ୍ରଥମ ବିଶ୍ୱ ବୁଦ୍ଧ ମହାସମ୍ମିଳନୀ ଏହି ଦିଗରେ ଆମ ସମସ୍ତ ଦେଶଙ୍କ ପ୍ରୟାସ ପାଇଁ ଏକ ପ୍ରଭାବଶାଳୀ ମଂଚ ନିର୍ମାଣ କରିବ । ମୁଁ ଏହି ଆୟୋଜନ ପାଇଁ ଭାରତର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଙ୍ଘକୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଏହି ସମ୍ମିଳନୀରେ ମୋର ଆତ୍ମୀୟତା ରହିବାର ଆଉ ଏକ କାରଣ ରହିଛି । ମୋର ଜନ୍ମ, ଗୁଜରାଟର ଯେଉଁ ବଡ଼ନଗର ଭଳି ସ୍ଥାନରେ ହୋଇଛି, ସେହି ସ୍ଥାନର ବୌଦ୍ଧ ଧର୍ମ ସହିତ ଗଭୀର ସମ୍ପର୍କ ରହିଛି । ବଡ଼ନଗରରେ ବୌଦ୍ଧ ଧର୍ମ ସହିତ ଜଡ଼ିତ ଅନେକ ପ୍ରତ୍ନତତ୍ୱ ସାକ୍ଷୀ ମିଳିଛି । କେବେ ବୌଦ୍ଧ ଯାତ୍ରୀ ହୁଏନସାଂ ମଧ୍ୟ ବଡ଼ନଗର ଗସ୍ତ କରିଥିଲେ । ଆଉ ଏଠାରେ ମୁଁ ଯେଉଁ ପ୍ରଦର୍ଶନୀ ଦେଖିଲି, ପ୍ରଦର୍ଶନୀରେ ଯେଉଁ ସବୁ ଛବି ସବୁ  ଲାଗିଛି, ବହୁତ କିଛି କଥା ବିସ୍ତୃତ ଭାବେ ଏଠାରେ ରଖା ଯାଇଛି । ଆଉ ସଂଯୋଗ ଦେଖନ୍ତୁ ଯେ, ମୋର ଜନ୍ମ ବଡ଼ନଗରରେ ହୋଇଛି, ଆଉ ମୁଁ ହେଉଛି କାଶୀର ସାଂସଦ, ଏବଂ ସେଠାରେ ସାରନାଥ ମଧ୍ୟ ରହିଛି ।

ସାଥୀଗଣ,

ବିଶ୍ୱ ବୌଦ୍ଧ ସମ୍ମିଳନୀର ଆୟୋଜନ ଏଭଳି ଏକ ସମୟରେ ହେଉଛି ଯେତେବେଳେ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିଛି, ଭାରତ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅମୃତକାଳରେ ଭାରତ ପାଖରେ ନିଜ ଭବିଷ୍ୟତ ପାଇଁ ବିଶାଳ ଲକ୍ଷ୍ୟ ମଧ୍ୟ ରହିଛି, ଆଉ ବୈଶ୍ୱିକ କଲ୍ୟାଣ ପାଇଁ ନୂତନ ସଂକଳ୍ପ ମଧ୍ୟ ରହିଛି । ଭାରତ ଆଜି ଅନେକ ବିଷୟଗୁଡ଼ିକ ଉପରେ ବିଶ୍ୱରେ ନୂତନ ଶୁଭାରମ୍ଭ କରିଛି । ଆଉ ଏଥିରେ ଆମର ବହୁତ ବଡ଼ ପ୍ରେରଣା ହିଁ ହେଉଛନ୍ତି ଭଗବାନ ବୁଦ୍ଧ ।

 

ସାଥୀଗଣ,

ଆପଣମାନେ ସମସ୍ତେ ପରିଚିତ ଅଛନ୍ତି ଯେ ବୁଦ୍ଧଙ୍କ ମାର୍ଗ ହେଉଛି- ପରିୟକ୍ତି, ପଟିପତି ଏବଂ ପଟିୱେଧ । ଅର୍ଥାତ, ଥିଓରୀ, ଅଭ୍ୟାସ ଏବଂ ଅନୁଭବ । ବିଗତ 9 ବର୍ଷରେ ଭାରତ ଏହି ତିନୋଟି ବିନ୍ଦୁ ଆଧାରରେ ହିଁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଆମେ ଭଗବାନ ବୁଦ୍ଧଙ୍କ ମୂଲ୍ୟବୋଧର ନିରନ୍ତର ପ୍ରସାର କରିଛୁ । ଆମେ ବୁଦ୍ଧଙ୍କ ଶିକ୍ଷାକୁ ଜନ- ଜନ ପର୍ଯ୍ୟନ୍ତ ପହଂଚାଇବା ପାଇଁ ଏକ ସମର୍ପଣ ଭାବର ସହିତ କାର୍ଯ୍ୟ କରିଛୁ ।

ଭାରତ ଏବଂ ନେପାଳରେ ବୁଦ୍ଧ ସର୍କିଟର ବିକାଶ ହେଉ, ସାରନାଥ ଏବଂ କୁଶୀନଗର ଭଳି ତୀର୍ଥସ୍ଥାନର କାୟାକଳ୍ପର ପ୍ରସାର ହେଉ, କୁଶୀନଗର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ହେଉ, ଲୁମ୍ବିନୀରେ ଭାରତ ଏବଂ ଆଇବିସିର ସହଯୋଗରେ ଭାରତ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ରର ନିର୍ମାଣ ହେଉ, ଭାରତର ଏଭଳି ପ୍ରତ୍ୟେକ କାର୍ଯ୍ୟରେ ‘ପଟୀପତି’ର ପ୍ରେରଣା ସାମିଲ ହୋଇଛି । ଏହା ହେଉଛି ଭଗବାନ ବୁଦ୍ଧଙ୍କ ଶିକ୍ଷାର ପଟିୱେଧ ଯାହା ଭାରତ ବିଶ୍ୱର ପ୍ରତ୍ୟେକ ମାନବଙ୍କ ଦୁଃଖକୁ ନିଜର ଦୁଃଖ ଭାବେ ହୃଦୟଙ୍ଗମ କରୁଛି । ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଶାନ୍ତି ମିଶନ ହେଉ, କିମ୍ବା ତୁର୍କୀରେ ଭୂମିକମ୍ପ ଭଳି ପ୍ରକୃତିକ ବିପର୍ଯ୍ୟୟ ହେଉ, ଭାରତ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ଲଗାଇ, ପ୍ରତ୍ୟେକ ସଙ୍କଟ ସମୟରେ ମାନବତାର ସହିତ ଠିଆ ହୋଇଛି, ‘ମମ ଭାବ’ ସହିତ ଠିଆ ହୋଇଥାଏ । ଆଜି ଭାରତର 144 କୋଟି ଲୋକଙ୍କର ଏହି ଭାବନାକୁ ବିଶ୍ୱ ଦେଖୁଛି, ବୁଝୁଛି ଆଉ ସ୍ୱୀକାର ମଧ୍ୟ କରୁଛି । ଆଉ ମୁଁ ସ୍ୱୀକାର କରୁଛି ଯେ ଅନ୍ତରାଷ୍ଟ୍ରୀୟ ବୁଦ୍ଧ ମହାସଙ୍ଘର ଏହି ମଂଚ ଏହି ଭାବନାକୁ ନୂଆ ବିସ୍ତାର ଦେଉଛି । ଏହା ଆମ ସମସ୍ତଙ୍କ ସମ ଚିନ୍ତାଧାରା ଏବଂ ସମ ହୃଦୟବାନ ଦେଶକୁ ଗୋଟିଏ ପରିବାର ରୂପେ ବୁଦ୍ଧଧମ୍ମ ଏବଂ ଶାନ୍ତିର ବିସ୍ତାରକୁ ନୂତନ ଅବସର ଦେବ । ବର୍ତମାନର ଆହ୍ୱାନକୁ ଆମେ କିଭଳି ଭାବେ ମୁକାବିଲା କରୁଛେ, ଏହା ଉପରେ ଚର୍ଚ୍ଚା ନିଜକୁ ନିଜ ମଧ୍ୟରେ ନା କେବଳ ପ୍ରସଙ୍ଗିକ ଅଛି ବରଂ ବିଶ୍ୱ ପାଇଁ ଏଥିରେ ଆଶାର କିରଣ ମଧ୍ୟ ସମାହିତ ହୋଇ ରହିଛି ।

 

ଆମକୁ ସ୍ମରଣ ରଖିବାକୁ ହେବ ଯେ ସମସ୍ୟା ଗୁଡ଼ିକର ସମାଧାନର ଯାତ୍ରା ହିଁ ହେଉଛି ବୁଦ୍ଧଙ୍କ ଯାତ୍ରା । ବୁଦ୍ଧ ଏଥିପାଇଁ ରାଜପ୍ରସାଦକୁ ଛାଡ଼ି ନ ଥିଲେ, କାରଣ ତାଙ୍କୁ କୌଣସି କଷ୍ଟ ଥିଲା । ବୁଦ୍ଧ ମହଲ, ରାଜକୀୟ ଥାଟପାଟ ଏଥିପାଇଁ ଛାଡ଼ିଥିଲେ, କାରଣ ତାଙ୍କ ପାଇଁ ଉପଲବ୍ଧ ସବୁ ପ୍ରକାରର ସୁଖ ସୁବିଧା ପରେ ମଧ୍ୟ ଅନ୍ୟମାନଙ୍କ ଜୀବନରେ ଦୁଃଖ ଥିଲା । ଯଦି ଆମକୁ ବିଶ୍ୱକୁ ସୁଖୀ କରିବାକୁ ଅଛି, ତେବେ ସ୍ୱ- ରୁ ବାହାରି ସଂସାର, ସଂକୁଚିତ ଚିନ୍ତାଧାରାକୁ ତ୍ୟାଗ କରି, ସମଗ୍ରତାର ଏହି ବୁଦ୍ଧମନ୍ତ୍ର ହିଁ ହେଉଛି ଏକମାତ୍ର ପଥ । ଆମକୁ ଆମର ଆଖପାଖରେ ଗରିବୀ ସହିତ ସଂଘର୍ଷ କରୁଥିବା ଲୋକଙ୍କ ବିଷୟରେ ଚିନ୍ତା କରିବାକୁ ହିଁ ହେବ । ଆମକୁ ସଂସାଧନର ଅଭାବରେ ଫସି ରହିଥିବା ଦେଶଗୁଡ଼ିକ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ । ଏକ ଉନ୍ନତ ଏବଂ ସ୍ଥିର ବିଶ୍ୱର ସ୍ଥାପନ ପାଇଁ ଏହା ହିଁ ହେଉଛି ଏକମାତ୍ର ମାର୍ଗ, ଏହା ହେଉଛି ଆବଶ୍ୟକ । ଆଜି ଏହା ସମୟର ଆବଶ୍ୟକତା ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ, ପ୍ରତ୍ୟେକ ରାଷ୍ଟ୍ରର ପ୍ରାଥମିକତା, ନିଜ ଦେଶର ହିତ ସହିତ ହିଁ, ବିଶ୍ୱର ମଧ୍ୟ ହିତ ହେଉ, ‘ବୈଶ୍ୱିକ ବିଶ୍ୱ ସ୍ୱାର୍ଥ’ ମଧ୍ୟ ହାସଲ ହେଉ ।

ସାଥୀଗଣ,

ଏହି କଥା ସର୍ବସ୍ୱୀକାର୍ଯ୍ୟ ଯେ ଆଜିର ଏହି ସମୟ ହେଉଛି ଏହି ଶତାବ୍ଦୀର ସବୁଠାରୁ ଆହ୍ୱାନପୂର୍ଣ୍ଣ ସମୟ । ଆଜି ଗୋଟିଏ ପଟେ, ମାସ- ମାସ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି, ତେବେ ଅନ୍ୟପଟେ ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି । ଆତଙ୍କବାଦ ଏବଂ ଧାର୍ମିକ ଉନ୍ମାଦନା ଭଳି ବିପଦ ମାନବତାର ଆତ୍ମା ଉପରେ ପ୍ରହାର କରି ଚାଲିଛି । ଜଳବାୟୁ ପରିବର୍ତନ ଭଳି ଆହ୍ୱାନ ସମଗ୍ର ମାନବତାର ଅସ୍ତିତ୍ୱ ଉପରେ ବିପଦ ହୋଇ ଘୁରି ବୁଲୁଛି । ଗ୍ଲେସିୟର୍ସ ତରଳୁଛି, ପରିବେଶ ନଷ୍ଟ ହେଉଛି, ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି । କିନ୍ତୁ ଏହିସବୁ ମଧ୍ୟରେ ଆମଭଳି, ଆପଣଙ୍କ ଭଳି କୋଟି କୋଟି ଲୋକ ମଧ୍ୟ ଯେଉଁ ବୁଦ୍ଧଙ୍କ ଉପରେ ଆସ୍ଥା ରଖିଛୁ, ଜୀବମାତ୍ର କଲ୍ୟାଣରେ ବିଶ୍ୱାସ ରଖୁଛୁ, ଏହା ଆଶା ଯେ, ଏହା ବିଶ୍ୱାସ ଯେ, ଏହା ହେଉଛି ଏହି ଧରଣୀର ସବୁଠାରୁ ବଡ଼ ଶକ୍ତି । ଯେତେବେଳେ ଏହି ଆଶା ଓ ବିଶ୍ୱାସ ଏକାଠି ହୋଇଯିବ, ସେତେବେଳେ ବୁଦ୍ଧଙ୍କ ଧମ୍ମ, ବିଶ୍ୱର ଧାରଣା ପାଲଟି ଯିବ, ବୁଦ୍ଧଙ୍କ ବୋଧ ମାନବତାର ବିଶ୍ୱାସ ପାଲଟିଯିବ ।

ସାଥୀଗଣ,

ଆଧୁନିକ ବିଶ୍ୱର ଏଭଳି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ଶହ- ଶହ ବର୍ଷ ପୂର୍ବେ ବୁଦ୍ଧଙ୍କ ଉପଦେଶ ମାଧ୍ୟମରେ ଆମକୁ ପ୍ରାପ୍ତ ହୋଇ ନ ଥିବ, ଆଜି ବିଶ୍ୱ ଯେଉଁ ଯୁଦ୍ଧ ଏବଂ ଅଶାନ୍ତିରେ ପୀଡ଼ିତ ଅଛି, ବୁଦ୍ଧ ଶତାବ୍ଦୀ- ଶତାବ୍ଦୀ ପୂର୍ବେ ଏହାର ସମାଧାନ ଦେଇଥିଲେ । ବୁଦ୍ଧ କହିଥିଲେ- ଜୟନ୍ ବେରନ୍ ପସବତୀ, ଦୁଃଖନ୍ ସେତି ପରାଜିତୋ, ଉପସନ୍ତୋ ସୁଖନ୍ ସେତି, ହିତ୍ୱ ଜୟ ପରାଜୟଃ ଅର୍ଥାତ, ଜୀବ ଶତ୍ରୁତାକୁ ଜନ୍ମ ଦେଇଥାଏ, ଆଉ ହାରି ଯାଇଥିବା ବ୍ୟକ୍ତି ମଧ୍ୟ ଦୁଃଖର ନିଦ ଶୋଇଥାଏ । ଏଥିପାଇଁ, ହାର-ଜିତ୍‌, ଲଢ଼େଇ-ଝଗଡ଼ା, ଏହାକୁ ଛାଡ଼ି ହିଁ ଆମେ ସୁଖୀ ହୋଇ ପାରିବା । ଭଗବାନ ବୁଦ୍ଧ ଯୁଦ୍ଧରୁ ବାହାରି ଆସିବାର ରାସ୍ତା ମଧ୍ୟ ବତାଇଛନ୍ତି । ଭଗବାନ ବୁଦ୍ଧ କହିଛନ୍ତି- ନହିଁ ବେରେନ୍ ବେରାନୀ, ସମ୍ମନ ତୀଧ ଉଦାଚନ୍‌, ଅବେରେନ ଚ ସମ୍ମନ୍ତି, ଏସ ଧମ୍ମୋ ସନ୍ନତନୋ । ଅର୍ଥାତ, ଶତ୍ରୁତା ଦ୍ୱାରା... ବହୁତ କମ୍ ଶବ୍ଦରେ କଥା କହିଛନ୍ତି, ଶତ୍ରୁତା ଆଚରଣ ଦ୍ୱାରା ଶତ୍ରୁ ଶାନ୍ତ ହୋଇ ନଥାଏ । ଶତ୍ରୁ, ବିନା ଶତ୍ରୁତା ଦ୍ୱାରା ଶାନ୍ତ ହୋଇଥାଏ । ଭଗବାନ ବୁଦ୍ଧଙ୍କ ବଚନ ହେଉଛି- ସୁଖା ସଙ୍ଘସସ ସାମଗଗୀ, ସମଗଗାନଂ ତପୋ ସୁଖୋ । ଅର୍ଥାତ ସଙ୍ଘ ମଧ୍ୟରେ ଏକତାରେ ହିଁ ସୁଖ ସମାହିତ ଅଛି । ସମସ୍ତ ଲୋକଙ୍କ ସହିତ ମିଳିମିଶି ରହିବା ହିଁ ହେଉଛି ସୁଖ ।

 

ସାଥୀଗଣ,

ଆମେ ଦେଖୁଛେ, ଆଜି ନିଜ ବିଚାରରେ, ନିଜ ଆସ୍ଥାକୁ ଅନ୍ୟମାନଙ୍କ ଉପରେ ଲଦି ଦେବାର ଚିନ୍ତାଧାରା ବିଶ୍ୱ ପାଇଁ ବହୁତ ବଡ଼ ସଙ୍କଟ ପାଲଟି ଯାଉଛି । କିନ୍ତୁ ଭଗବାନ ବୁଦ୍ଧ କହିଥିଲେ, ଭଗବାନ ବୁଦ୍ଧ କହିଥିଲେ- ଅତାନ ମେବ ପଠନମ୍‌, ପତି ରୂପେ ନିବେସୟେ ଅର୍ଥାତ, ପ୍ରଥମେ ନିଜେ ସ୍ୱୟଂ ଏଭଳି ଆଚରଣ କରିବା ଆବଶ୍ୟକ, ପରେ ଅନ୍ୟକୁ ଉପଦେଶ ଦେବା ଉଚିତ । ଆଧୁନିକ ଯୁଗରେ ଆମେ ଦେଖୁଛେ ଯେ ସେ ଗାନ୍ଧିଜୀ ହୁଅନ୍ତୁ ଅବା ପୁଣି ବିଶ୍ୱର ଅନେକ ନେତୃତ୍ୱ, ସେମାନେ ଏହି ସୂତ୍ରରୁ ପ୍ରେରଣା ପାଇଥିଲେ । କିନ୍ତୁ ଆମକୁ ମନେ ରଖିବାକୁ ହେବ, ବୁଦ୍ଧ କେବଳ ଏତିକି ଉପରେ ଅଟକି ଯାଇ ନ ଥିଲେ । ସେ ଆଉ ଏକ ପାଦ ଆଗକୁ ବଢ଼ି କହିଥିଲେ- ଅପ୍ପ ଦୀପୋ ଭବଃ ଅର୍ଥାତ ଏହି ଯେଉଁ ଆଗକୁ ବାକ୍ୟ ଅଛି ତାହା ହିଁ ତ ହେଉଛି ସବୁଠାରୁ ବଡ଼ ଆଧାର- ଅପ୍ପ ଦୀପୋ ଭବଃ ଅର୍ଥାତ ସ୍ୱୟଂ ନିଜର ଆଲୋକ ହୁଅ । ଆଜି ଅନେକ ପ୍ରଶ୍ନର ଉତର ଭଗବାନ ବୁଦ୍ଧଙ୍କର ଏହି ଉପଦେଶରେ ହିଁ ସମାହିତ ହୋଇଛି । ଏଥିପାଇଁ କିଛି ବର୍ଷ ପୂର୍ବେ ମିଳିତ ଜାତିସଙ୍ଘରେ ମୁଁ ଗର୍ବର ସହିତ କହିଥିଲି ଯେ ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି । ଯେଉଁଠାରେ ବୁଦ୍ଧଙ୍କର କରୁଣା ରହିଛି, ସେଠାରେ ସଂଘର୍ଷ ନାହିଁ ସମନ୍ୱୟ ରହିଥାଏ, ଅଶାନ୍ତି ନୁହେଁ ଶାନ୍ତି ଥାଏ ।

ସାଥୀଗଣ,

ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ମାର୍ଗ, ହେଉଛି ନିରନ୍ତରତାର ମାର୍ଗ । ଯଦି ବିଶ୍ୱ, ଯୁଦ୍ଧରୁ ମିଳୁଥିବା ଶିକ୍ଷାକୁ ଗ୍ରହଣ କରିବ, ତେବେ ଜଳବାୟୁ ପରିବର୍ତନ ଭଳି ସଙ୍କଟ ମଧ୍ୟ ଆମ ସାମ୍ନାକୁ ଆସିବ ନାହିଁ । ଏହି ସଙ୍କଟ ଏଥିପାଇଁ ଆସିଲା, କାରଣ ବିଗତ ଶତାବ୍ଦୀରେ କିଛି ଦେଶ ଅନ୍ୟମାନଙ୍କ ବିଷୟରେ, ଆଗାମୀ ପିଢ଼ୀଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରିଦେଲେ । ଦଶକ- ଦଶକ ପର୍ଯ୍ୟନ୍ତ ସେମାନେ ଏହା ଚିନ୍ତା କରୁଥିଲେ ଯେ ପ୍ରକୃତି ସହିତ ଏଭଳି ଖେଳ ଖେଳିବାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ନାହିଁ । ସେହି ଦେଶ ଏହାକୁ ଅନ୍ୟମାନଙ୍କ ଉପରେ ଲଦି ଚାଲିଥିଲେ । କିନ୍ତୁ ଭଗବାନ ବୁଦ୍ଧ ଧମ୍ମପଦରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଭଳି ବୁନ୍ଦା ବୁନ୍ଦା ପାଣିରେ ମାଠିଆ ପୂର୍ଣ୍ଣ ହୋଇଥାଏ, ସେହିଭଳି କ୍ରମାଗତ ଭାବେ ହୋଇଥିବା ଭୁଲ ବିନାଶର କାରଣ ପାଲଟି ଯାଇଥାଏ । ମାନବତାକୁ ଏହିଭଳି ସତର୍କ କରିବା ପରେ ଭଗବାନ ବୁଦ୍ଧ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେ ତ୍ରୁଟିକୁ ସୁଧାରିବା, କ୍ରମାଗତ ଭାବେ ଭଲ କାମ କରିବା, ତେବେ ସମସ୍ୟା ଗୁଡ଼ିକର ସମାଧାନ ମଧ୍ୟ ମିଳିଥାଏ । ମାବ-ମଇଁଏଥ ପୁଣ୍ୟୟୀଅସ୍‌, ନ ମନ୍ ତନ୍ ଆଗ-ମିସସତି, ଉଦ-ବିନ୍ଦୁ-ନିପାତେନ, ଉଦ- କୁମ୍ଭୋପି ପୂରତି, ଧୀରୋ ପୂରତି ପୁଣ୍ୟୟୀଅସ୍‌, ଥୋକଂ ଥୋକମ୍ପି ଆଚିନନ୍ । ଅର୍ଥାତ, କୌଣସି କର୍ମର ଫଳ ମୋ ପାଖକୁ ଆସିବ ନାହିଁ, ଏହା ଚିନ୍ତାକରି ପୁଣ୍ୟକର୍ମର ଅବହେଳା କରନ୍ତୁ ନାହିଁ । ବୁନ୍ଦା ବୁନ୍ଦା ପାଣି ପଡ଼ିବା ଦ୍ୱାରା ମାଠିଆ ପୂର୍ଣ୍ଣ ହୋଇ ଯାଇଥାଏ । ସେହିଭଳି, କିଛି କିଛି ସଂଚୟ କରୁଥିବା ଧୀର ବ୍ୟକ୍ତି, ପୁଣ୍ୟରେ ଭରି ଯାଇଥାଏ ।

 

ସାଥୀଗଣ,

ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ କୌଣସି ନା କୌଣସି ରୂପରେ ଧରଣୀକୁ ପ୍ରଭାବିତ କରୁଛି । ଆମର ଜୀବନଶୈଳୀ ଯେପରି ହେଉ, ଆମେ ଯାହା ମଧ୍ୟ ପିନ୍ଧୁଛେ, ଆମେ ଯାହା ମଧ୍ୟ ଖାଉଛେ, ଆମେ ଯେଉଁଭଳି ସାଧନରେ ଯାତ୍ରା କରୁଛେ, ପ୍ରତ୍ୟେକ କଥାର ପ୍ରଭାବ କିଛି ନା କିଛି ନିଶ୍ଚିତ ଭାବେ ରହିଥାଏ, ନିଶ୍ଚିତ ଭାବେ ଫରକ ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା ମଧ୍ୟ କରିଥାଏ । ଯଦି ଲୋକମାନେ ସଚେତନ ହୋଇ ନିଜ ଜୀବନ ଶୈଳୀରେ ପରିବର୍ତନ ଆଣିବେ, ତେବେ ଏହି ବଡ଼ ସମସ୍ୟାର ମଧ୍ୟ ମୁକାବିଲା କରାଯାଇ ପାରିବ ଆଉ ଏହା ହିଁ ତ ହେଉଛି ବୁଦ୍ଧଙ୍କ ମାର୍ଗ । ଏହି ଭାବନାକୁ ନେଇ ଭାରତ ମିଶନ ଲାଇଫର ଶୁଭାରମ୍ଭ କରିଛି । ପରିବେଶ ପାଇଁ ଜୀବନଶୈଳୀ ଏହି ମିଶନ ମଧ୍ୟ ବୁଦ୍ଧଙ୍କ ପ୍ରେରଣା ଦ୍ୱାରା ପ୍ରଭାବିତ ହୋଇଛି, ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗକୁ ବଢ଼ାଉଛି ।

ସାଥୀଗଣ,

ଆଜି ବିଶ୍ୱ ପାଇଁ ଏହା ହେଉଛି ବହୁତ ଆବଶ୍ୟକ ଯେ, କୋରୀ ଭୌତିକତା ଏବଂ ସ୍ୱାର୍ଥର ପରିଭାଷାରୁ ବାହାରି ‘ଭବତୁ ସବ୍‌ବ ମଙ୍ଗଳମ୍‌’ ଏହି ଭାବନାକୁ ଅଭ୍ୟାସ କରନ୍ତୁ । ବୁଦ୍ଧଙ୍କୁ କେବଳ ପ୍ରତୀକ ଭାବେ ନୁହେଁ, ବରଂ ପ୍ରତିମିମ୍ବ ମଧ୍ୟ କରାଯାଉ, ତେବେ ‘ଭବତୁ ସବ୍‌ବ ମଙ୍ଗଳମ୍‌’ ସଙ୍କଳ୍ପ ଚରିତାର୍ଥ ହେବ । ଏଥିପାଇଁ, ଆମକୁ ବୁଦ୍ଧଙ୍କ ବଚନକୁ ମନେ ରଖିବାକୁ ହେବ- ‘ମା ନିବତ, ଅଭି-କ୍କମ’! ଅର୍ଥାତ ପଛକୁ ଫେରି ଚାହଁ ନାହିଁ ଆଗକୁ ମାଡିଚାଲ! ଆମକୁ ଆଗକୁ ବଢ଼ିବାର ଅଛି, ଆଉ କ୍ରମାଗତ ଭାବେ ଆଗକୁ ବଢ଼ି ଚାଲିବାର ଅଛି । ମୋର ବିଶ୍ୱାସ ଯେ, ଆମେ ସମସ୍ତେ ଏକାଠି ମିଳିମିଶି ନିଜ ସଂକଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ନେଇକରି ଯିବା । ଏହା ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ଆମର ନିମନ୍ତ୍ରଣ ରକ୍ଷାକରି ଏଠାକୁ ଆସିଥିବାରୁ କୃତଜ୍ଞତା ଜଣାଉଛି ଆଉ ଏହି ଦୁଇ ଦିବସୀୟ ବିଚାର ବିମର୍ଷ ଦ୍ୱାରା ମାନବତାକୁ ନୂତନ ଆଲୋକ ମିଳିବ, ନୂତନ ପ୍ରେରଣା ମିଳିବ, ନୂତନ ସାହସ ମିଳିବ, ନୂତନ ସାମର୍ଥ୍ୟ ମିଳିବ, ଏହି ଭାବନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା ଜଣାଉଛି ।

ନମୋ ବୁଦ୍ଧାୟ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the Hindustan Times Leadership Summit
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।