ସାର୍ ଏମ୍ ଏମ୍ ବିଶ୍ବେଶ୍ବରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ସବକା ପ୍ରୟାସ”ସହିତ ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ପଥରେ ଅଗ୍ରସର”
କର୍ଣ୍ଣାଟକର ଧାର୍ମିକ ତଥା ସାମାଜିକ ଅନୁଷ୍ଠାନର ଗୌରବମୟ ପରମ୍ପରା ରହିଛି ଯାହା ଗରୀବ ଲୋକଙ୍କୁ ସେବା କରିଥାଏ
“ଆମ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏହା କନ୍ନଡ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଶିକ୍ଷାର ଏକ ବିକଳ୍ପ ପ୍ରଦାନ କରିଛି ”
“ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ”
ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମହିଳାମାନଙ୍କୁ ପ୍ରାଥମିକତା ଦେଉଛୁ ”

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ ଜୀ, ସଦଗୁରୁ ଶ୍ରୀ ମଧୁସୂଦନ ସାଇ ଜୀ, ମଞ୍ଚ ଉପରେ ଉପସ୍ଥିତ ମହାନୁଭବ, ମହିଳା ଏବଂ ଭଦ୍ର ଲୋକମାନେ ।

କର୍ଣ୍ଣାଟକର ଭାଇ, ଭଉଣୀ ଓ ଏଠାରେ ଉପସ୍ଥିତ ଭଦ୍ର ଲୋକମାନଙ୍କୁ ନମସ୍କାର ଜଣାଉଛି ।

ଆପଣ ସମସ୍ତେ ଏତେ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଅନେକ ସ୍ୱପ୍ନକୁ ନେଇ, ନୂତନ ସଂକଳ୍ପକୁ ନେଇ ସେବାର ଏହି ମହାନ ଧାରା ସହିତ ଯୋଡ଼ି ହୋଇଛନ୍ତି । ଆପଣଙ୍କୁ ଦେଖିବା ମୋ ପାଇଁ ମଧ୍ୟ ଏକ ସୌଭାଗ୍ୟର ବିଷୟ ଅଟେ । ମୁଁ ଆପଣଙ୍କର ବହୁତ ବହୁତ କୃତଜ୍ଞ ଅଟେ । ଚିକ୍କ-ବଲ୍ଲାପୁର, ଆଧୁନିକ ଭାରତର ସ୍ଥପତିମାନଙ୍କ ମଧ୍ୟରୁ ଜଣେ ହେଲେ, ସାର୍ ଏମ୍ ବିଶେଶ୍ୱରାୟଙ୍କର ଜନ୍ମସ୍ଥାନ । ବର୍ତ୍ତମାନ ମୋତେ ସାର୍ ବିଶେଶ୍ୱରାୟାଙ୍କ ସମାଧିରେ ପୁଷ୍ପାଞ୍ଜଳୀ ଅର୍ପଣ କରିବା ଏବଂ ତାଙ୍କ ସଂଗ୍ରହାଳୟ ପରିଦର୍ଶନ କରିବାର ସୌଭାଗ୍ୟ ପାଇଲି । ମୁଁ ଏହି ପବିତ୍ର ଭୂମିକୁ ମଥା ନୁଆଁଇ ପ୍ରଣାମ କରୁଛି । ଏହି ପବିତ୍ର ଭୂମିରୁ ପ୍ରେରଣା ନେଇ ସେହି କୃଷକ ଏବଂ ସାଧାରଣ ଲୋକଙ୍କ ପାଇଁ ନୂତନ ଉଦ୍ଭାବନ କରିଥିଲେ, ଇଞ୍ଜିନିୟରିଂ ଉତ‌କୃଷ୍ଟ ପ୍ରକଳ୍ପ ସୃଷ୍ଟି କରିଥିଲେ ।

ସାଥୀମାନେ,

ଏହି ଭୂମି ସତ୍ୟ ସାଇ ଗ୍ରାମ ଆକାରରେ ମଧ୍ୟ ସେବାର ଏକ ଚମକ୍ରାର ମଡେଲ ଦେଶକୁ ଦେଇଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମାଧ୍ୟମରେ ଯେଉଁଭଳି ଭାବରେ ମାନବ ସେବାର ମିଶନ କିପରି ଚାଲିଛି, ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ, ଆଜି ଏହି ମେଡିକାଲ କଲେଜ ଆରମ୍ଭ ହେଉଛି, ଏହାଦ୍ୱାରା ମିଶନ ଅଧିକ ଶକ୍ତିଶାଳୀ ହୋଇଛି । ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ପ୍ରତିବର୍ଷ ଅନେକ ନୂତନ ପ୍ରତିଭାବାନ ଡାକ୍ତର ଦେଶର କୋଟି କୋଟି ଜନତାଙ୍କ ସେବାରେ ଦେଶକୁ ସମର୍ପିତ କରିବ । ମୁଁ ଏଠିକାର ଅନୁଷ୍ଠାନକୁ ଏକ ଚିକ୍କ-ବାଲ୍ଲାପୁରା ଏଠିକାର ସମସ୍ତ ଲୋକମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଭାଇ ଏବଂ ଭଉଣୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ବିକାଶ ହେବା ପାଇଁ ନିଷ୍ପତ୍ତି ନେଇଛି । ଅନେକ ଥର ଲୋକମାନେ ପଚାରନ୍ତି ଯେ ଭାରତ ଏତେ ସ୍ୱଳ୍ପ ସମୟ ମଧ୍ୟରେ ବିକଶିତ ହେବ କାରଣ ମୁଁ କହିଛି ୨୦୪୭ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ହେବ, ସେତେବେଳେ ଲୋକମାନେ ପଚାରିବେ ଏତେ କମ ସମୟ ମଧ୍ୟରେ ଭାରତ ବିକଶିତ କିପରି ହେବ? ଏତେଗୁଡ଼ିଏ ଆହ୍ୱାନ ଅଛି, ଏତେ କାମ ଅଛି, ଏତେ କାମ କମ ସମୟ ମଧ୍ୟରେ କେମିତି ପୁରା ହେବ? ଏହି ପ୍ରଶ୍ନର କେବଳ ଗୋଟିଏ ଉତ୍ତର ଅଛି, ଏକ ଦୃଢ଼ ଉତ୍ତର ଅଛି, ସଂକଳ୍ପରେ ପରିପୂର୍ଣ୍ଣ ଏକ ଉତ୍ତର ରହିଛି, ସଫଳତା ହାସଲ କରିବାର ଶକ୍ତି ସହିତ ଏକ ଉତ୍ତର ଏବଂ ସେହି ଉତ୍ତର ହେଉଛି ସମସ୍ତଙ୍କର ପ୍ରୟାସ । ପ୍ରତ୍ୟେକ ଦେଶବାସୀଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିବ । ସେଥିପାଇଁ ଭାଜପା ସରକାର ନିରନ୍ତର ଭାବେ ସମସ୍ତଙ୍କର ଅଂଶଗ୍ରହଣ ଉପରେ ଗୁରୁତ୍ୱ ହେଉଛନ୍ତି । ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଆମର ସାମାଜିକ ସଂଗଠନର, ଧାର୍ମିକ ସଂଗଠନର ଭୂମିକା ମଧ୍ୟ ବହୁତ ବଡ଼ ଅଟେ । କର୍ଣ୍ଣାଟକରେ ସାଧୁ, ଆଶ୍ରମ ଏବଂ ଗଣିତର ଏକ ମହାନ ପରମ୍ପରା ରହିଛି । ଏହି ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡ଼ିକ ବିଶ୍ୱାସ ଏବଂ ଆଧ୍ୟାତ୍ମିକତା ସହିତ ଗରିବ, ଦଳିତ, ପଛୁଆ, ଆଦିବାସୀମାନଙ୍କୁ ସଶକ୍ତ କରି ଆସୁଛନ୍ତି । ଆପଣଙ୍କ ସଂସ୍ଥା ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟ ମଧ୍ୟ, ସମସ୍ତଙ୍କ ପ୍ରୟାସର ଭାବନାକୁ ହିଁ ସଶକ୍ତ କରିଥାଏ ।

ସାଥୀମାନେ,

ମୁଁ ଦେଖୁଥିଲି, ଶ୍ରୀ ସତ୍ୟସାଇ ବିଶ୍ୱବିଦ୍ୟାଳୟର ଉଦେଶ୍ୟ ହେଉଛି- “ଯୋଗ: କର୍ମସୁ କୌଶଳମ୍”। ଅର୍ଥାତ, କାର୍ଯ୍ୟରେ ଦକ୍ଷତା ହେଉଛି ଯୋଗ । ଗତ ୯ ବର୍ଷ ମଧ୍ୟରେ, ଭାରତରେ ମଧ୍ୟ ଆମେ ଅତି ଆନ୍ତରିକତାର ସହିତ, ଅତି ଦକ୍ଷତାର ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରୟାସ କରାଯାଇଛି ଏବଂ ସେହି କାର୍ଯ୍ୟ କରିବାରେ ଆମେ ସକ୍ଷମ ହୋଇଛୁ। ଦେଶରେ ଡାକ୍ତରୀ ଶିକ୍ଷା ସହ ଜଡ଼ିତ ଅନେକ ସଂସ୍କାର କରାଯାଇଛି । ଏହାସହ ଡାକ୍ତରଖାନା ଏବଂ ମେଡିକାଲ କଲେଜ ଖୋଲିବା ସରକାର ତଥା ଅନ୍ୟାନ୍ୟ ସଂଗଠନ ପାଇଁ ଏହା ସହଜ ହୋଇଛି । ବେସରକାରୀ କ୍ଷେତ୍ର, ସାମାଜିକ କ୍ଷେତ୍ର ହେଉ, ସାଂସ୍କୃତିକ କାର୍ଯ୍ୟକଳାପ ହେଉ, ସମସ୍ତଙ୍କ ଉଦ୍ୟମର ଫଳାଫଳ ଆଜି ଦୃଶ୍ୟମାନ ହେଉଛି । ୨୦୧୪ ମସିହାରେ ଆମ ଦେଶରେ ୩୮୦ରୁ କମ ମେଡିକାଲ କଲେଜ ଥିଲା । ଆଜି ଦେଶରେ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଛି । ଏଥିମଧ୍ୟରୁ ଆକାଂକ୍ଷୀ ଜିଲ୍ଲାରେ ୪୦ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି, ଯେଉଁ ଜିଲ୍ଲା ବିକାଶର ପ୍ରତ୍ୟେକ ଦିଗରେ ପଛରେ ପଡ଼ିଛି । ସେଠାରେ ମେଡିକାଲ କଲେଜ ଗଠନ କରାଯାଇଛି ।

ସାଥୀମାନେ,

ଗତ ୯ ବର୍ଷ ମଧ୍ୟରେ ଦେଶରେ ମେଡିକାଲ ସିଟ ସଂଖ୍ୟା ପ୍ରାୟତଃ ଦୁଇଗୁଣ ବୃଦ୍ଧି ପାଇଛି । ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ଯେତେ ଡାକ୍ତର ପ୍ରସ୍ତୁତ ହୋଇଥିଲେ, ଆସନ୍ତା ୧ଠ ବର୍ଷ ମଧ୍ୟରେ ଡାକ୍ତରଙ୍କ ସଂଖ୍ୟା ପ୍ରସ୍ତୁତ ହେବାକୁ ଯାଉଛି। ଦେଶରେ କରାଯାଉଥିବା ଏହି କାର୍ଯ୍ୟର, ତାହାର ଲାଭ କର୍ଣ୍ଣାଟକକୁ ମଧ୍ୟ ମିଳୁଛି । କର୍ଣ୍ଣାଟକରେ ଆଜି ପ୍ରାୟ ୭ଠ ମେଡିକାଲ କଲେଜ ଅଛି । ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଦ୍ୱାରା ଯେଉଁ ମେଡିକାଲ କଲେଜ ଗତ ବର୍ଷମାନଙ୍କରେ ହୋଇଛି, ସେଥିରୁ ଗୋଟିଏ ଏଠିକାର ଚକ୍କ-ବଲାପୁରାରେ ମଧ୍ୟ ହୋଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ତାଙ୍କ ବଜେଟରେ ୧୫ଠ ନର୍ସିଂ ପ୍ରତିଷ୍ଠାନ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ନର୍ସିଂ କ୍ଷେତ୍ରରେ ମଧ୍ୟ ଯୁବକମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହେବାକୁ ଯାଉଛି ।

ସାଥୀମାନେ,

ଆଜି ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଛି, ସେତେବେଳେ ଭାରତର ମେଡିକାଲ ବୃତିକୁ ସମ୍ମୁଖରେ ରଖି ଏକ ଆହ୍ୱାନର ମଧ୍ୟ ବିଷୟ ନିଶ୍ଚିତ ଉଲ୍ଲେଖ କରିବାକୁ ଚାହୁଁଛି । ଏହି ଆହ୍ୱାନ କାରଣରୁ ଗ୍ରାମର, ଗରିବଙ୍କର, ପଛୁଆ ସମାଜରେ ଥିବା ଯୁବକମାନଙ୍କ ପାଇଁ ଡାକ୍ତର ହେବା ବହୁତ କଠିନ ଥିଲା । ସେମାନଙ୍କର ରାଜନୈତିକ ସ୍ୱାର୍ଥ ପାଇଁ, ଭୋଟ ବ୍ୟାଙ୍କ ପାଇଁ କିଛି ଦଳ ଭାଷାର ଖେଳ ଖେଳିଥିଲେ କିନ୍ତୁ ପ୍ରକୃତରେ ଭାଷାକୁ ମଜବୁତ କରିବା ପାଇଁ ଯେତିକି ହେବା ଉଚିତ ତାହା ହୋଇ ନ ଥିଲା । କନ୍ନଡ ଏତେ ସମୃଦ୍ଧ ଭାଷା, ଏହା ଏକ ଭାଷା ଯାହା ଦେଶର ଗୌରବ ବୃଦ୍ଧି କରିଥାଏ । କନ୍ନଡା ମଧ୍ୟ ମେଡିକାଲ, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଶିକ୍ଷା ଉପଲବ୍ଧ ହେବା ପାଇଁ ପୂର୍ବରୁ ସରକାର ପଦକ୍ଷେପ ନେଇ ନ ଥିଲେ । ଏହି ରାଜନୈତିକ ଦଳମାନେ ଚାହୁଁ ନ ଥିଲେ ଯେ ଗାଁର ପୁଅ ଏବଂ ଝିଅ, ଗରିବ, ଦଳିତ ଏବଂ ପଛୁଆ ପରିବାର ବର୍ଗ ମଧ୍ୟ ଡାକ୍ତର - ଇଞ୍ଜିନିୟର ହୋଇପାରିବେ । ଗରିବଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଆମ ସରକାର କନ୍ନଡ଼ ସମେତ ସମସ୍ତ ଭାରତୀୟ ଭାଷାରେ ଡାକ୍ତରୀ ଅଧ୍ୟୟନର ବିକଳ୍ପ ଦେଇଛନ୍ତି ।

ଭାଇ ଏବଂ ଭଉଣୀମାନେ,

ଦୀର୍ଘଦିନ ଧରି ଦେଶରେ ଏଭଳି ରାଜନୀତି ଚାଲିଆସୁଛି, ଯେଉଁଠାରେ ଗରିବ ଲୋକଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବରେ ବିବେଚନା କରାଯାଉଥିଲା । ଯେତେବେଳେ ବିଜେପି ସରକାର ଗରିବଙ୍କ ସେବାକୁ ନିଜର ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ବିବେଚନା କରିଛନ୍ତି । ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛୁ, ଆମେ ଦେଶରେ ଶସ୍ତା ଔଷଧ ଦୋକାନ, ଜନଔଷଧି କେନ୍ଦ୍ର ଖୋଲିଛୁ । ଆଜି ସମଗ୍ର ଦେଶରେ ପ୍ରାୟ ୧ଠ ହଜାର ଜନଔଷଧି କେନ୍ଦ୍ର ଅଛି, ଯେଉଁଥିରେ ଏକ ହଜାରରୁ ଅଧିକ ଆମର ଏଠିକାର କର୍ଣ୍ଣାଟକରେ ରହିଛି । ଏହି କେନ୍ଦ୍ରଗୁଡ଼ିକ ହେତୁ କର୍ଣ୍ଣାଟକର ଗରିବମାନେ ଔଷଧ ପାଇଁ ଖର୍ଚ୍ଚ ହେଉଥିବା ୧ଠଠଠ କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି ।

ସାଥୀମାନେ,

ମୁଁ ମଧ୍ୟ ଆପଣଙ୍କୁ ସେହି ପୁରୁଣା ଦିନଗୁଡ଼ିକୁ ମନେ ପକେଇବାକୁ କହିବି । ଯେତେବେଳେ ଗରିବମାନେ ଚିକତ୍ସା ପାଇଁ ଡାକ୍ତରଖାନା ଯିବାକୁ ସାହସ କରିପାରୁ ନ ଥିଲେ । ବିଜେପି ସରକାର ଗରିବଙ୍କ ଏହି ଚିନ୍ତାକୁ ବୁଝି ଏହା ସମାଧାନ କରିଥିଲେ । ଆଜି ଆୟୁଷ୍ମାନ ଭାରତ ଯୋଜନା, ଗରିବ ପରିବାରଙ୍କ ପାଇଁ ଭଲ ଡାକ୍ତରଖାନାର ଦ୍ୱାର ଉନ୍ମୁକ୍ତ କରିଛି। ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ନିଶ୍ଚିତ କରିବାକୁ ବିଜେପି ସରକାର ଗ୍ୟାରେଣ୍ଟି ଦେଇଛନ୍ତି । ଏହି ଯୋଜନାରେ କର୍ଣ୍ଣାଟକର ଲକ୍ଷ ଲକ୍ଷ ଲୋକ ମଧ୍ୟ ଉପକୃତ ହୋଇଛନ୍ତି ।

ସାଥୀମାନେ,

ପୂର୍ବରୁ ହାର୍ଟ ସର୍ଜରୀ ହେଉ, ଆଣ୍ଠୁ ପ୍ରତିରୋପଣ ହେଉ, ଡାଇଲେସିସି, ଏସବୁ ମଧ୍ୟ ବହୁତ ମହଙ୍ଗା ଥିଲା । ଗରିବଙ୍କ ସରକାର, ଭାଜପାଙ୍କ ସରକାର, ଏମାନଙ୍କୁ ମଧ୍ୟ ଶସ୍ତା କରିଛନ୍ତି । ମାଗଣା ଡାଇଲେସିସର ସୁବିଧା ମଧ୍ୟ ଗରିବ ଲୋକଙ୍କୁ ୧ଠଠଠ କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା କରିଛି ।

ସାଥୀମାନେ,

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୀତିରେ ଆମେ ମାଆ ଏବଂ ଭଉଣୀମାନଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ । ଯେତେବେଳେ ମା’ର ସ୍ୱାସ୍ଥ୍ୟ, ମା’ର ପୁଷ୍ଟିକର ଖାଦ୍ୟ ଭଲ ହୁଏ, ସେତେବେଳେ ସମଗ୍ର ପିଢ଼ିର ସ୍ୱାସ୍ଥ୍ୟରେ ଉନ୍ନତି ହୁଏ । ତେଣୁ, ସେ ଶୌଚାଳୟ ନିର୍ମାଣ ଯୋଜନା ହେଉ, ମାଗଣା ଗ୍ୟାସ ସଂଯୋଗ ଯୋଗାଇବା ପାଇଁ ଯୋଜନା ହେଉ, ପ୍ରତ୍ୟେକ ପରିବାରକୁ ଟ୍ୟାପ ଜଳ ଯୋଗାଇବା ପାଇଁ ଯୋଜନା ହେଉ, ମାଗଣା ସାନିଟାରୀ ପ୍ୟାଡ ଯୋଗାଇବା ପାଇଁ ଯୋଜନା ହେଉ କିମ୍ବା ପୁଷ୍ଟିକର ଖାଦ୍ୟ ପାଇଁ ବ୍ୟାଙ୍କକୁ ସିଧାସଳଖ ଟଙ୍କା ପଠାଇବା ହେଉ । ଏହିସବୁ ମା’-ଭଉଣୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କରାଯାଉଛି । ବିଶେଷକରି ସ୍ତନ କର୍କଟକୁ ନେଇ ବିଜେପି ସରକାର ମଧ୍ୟ ସତର୍କ ଅଛନ୍ତି । ବର୍ତ୍ତମାନ ଗ୍ରାମଗୁଡ଼ିକରେ ଯେଉଁ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଖୋଲାଯାଇଛି ସେହି କେନ୍ଦ୍ରଗୁଡ଼ିକରେ ଏପରି ରୋଗର ପରୀକ୍ଷଣ ପାଇଁ ଉଦ୍ୟମ କରାଯାଉଛଇ । ଏହାର ଉଦେଶ୍ୟ ହେଉଛି ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ କରିବା । ଏହା ସହିତ ଆମେ ମା’ଏବଂ ଭଉଣୀମାନଙ୍କ ଜୀବନରେ ଏକ ବଡ଼ ସଙ୍କଟ ରୋକିବାରେ ସଫଳ ହେଉଛୁ । ମୁଁ ବୋମ୍ମାଇ ଜୀ ଏବଂ ତାଙ୍କର ଦଳକୁ ଅଭିନ୍ଦନ ଜଣାଉଛି ଯେ କର୍ଣ୍ଣାଟକରେ ମଧ୍ୟ ୯ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଆମ ସରକାର ଝିଅମାନଙ୍କୁ ଏଭଳି ଜୀବନ ଦେବାରେ ନିୟୋଜିତ ଅଛନ୍ତି, ଯାହାଦ୍ୱାରା ସେମାନେ ନିଜେ ସୁଖରେ ରହିବେ ଏବଂ ଭବିଷ୍ୟତରେ ସେମାନଙ୍କର ପିଲାମାନେ ମଧ୍ୟ ସୁସ୍ଥ ରହିବେ ।

ଭାଇ ଏବଂ ଭଉଣୀମାନେ,

ଆଜି ମୁଁ ଆଉ ଏକ କାରଣ ପାଇଁ କର୍ଣ୍ଣାଟକ ସରକାରଙ୍କୁ ପ୍ରଶଂସା କରିବି । ବିଗତ ବର୍ଷଗୁଡ଼ିକରେ ଭାଜପା ସରକାର ଏଏନଏମ ଏବଂ ଆଶା ଭଉଣୀମାନଙ୍କୁ ଆହୁରି ସଶକ୍ତ କରିଛନ୍ତି । ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳ ସହିତ ଗେଜେଟ ଦିଆଯାଇଛି, ସେମାନଙ୍କର କାର୍ଯ୍ୟକୁ ସହଜ କରାଯାଇଛି । କର୍ଣ୍ଣାଟକରେ ଆଜି ପ୍ରାୟ ୫୦ ହଜାର ଆଶା ଏବଂ ଏଏନଏମ କର୍ମଚାରୀ ଅଛନ୍ତି, ପ୍ରାୟ ଏକ ଲକ୍ଷ ପଞ୍ଜୀକୃତ ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ଡବଲ ଇଞ୍ଜିନ ସରକାର ଏହି ସମସ୍ତ ସାଥୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସୁବିଧା ଯୋଗାଇ ଦେବା ପାଇଁ ଜୀବନକୁ ସହଜ କରିବା ପାଇଁ ପ୍ରୟାସରତ

ସାଥୀମାନେ,

ଆରୋଗ୍ୟ ସହିତ ମା-ଭଉଣୀ-ଝିଅମାନଙ୍କର ଆର୍ଥିକ ସଶକ୍ତୀକରଣ ଉପରେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କର ସମ୍ପୂର୍ଣ୍ଣ ଧ୍ୟାନରହିଛି। ଏହି ଭୂମି ହେଉଛି କ୍ଷୀର ଏବଂ ରେଶମର ଦେଶ ଅଟେ । ଏ ଯେଉଁ ଆମର ସରକାର ଯିଏ ପଶୁପାଳକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡର ମଧ୍ୟ ସୁବିଧା ସୁନିଶ୍ଚିତ କରିଛନ୍ତି, ପଶୁମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଲେ, ଏଥିପାଇଁ ସବୁଠାରୁ ବଡ଼ ମାଗଣା ଟୀକାକରଣ ଅଭିଯାନ ମଧ୍ୟ ଆମ ସରକାର ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଡବଲ ଇଞ୍ଜିନ ସରକାରଙ୍କ ଏହା ମଧ୍ୟ ପ୍ରୟାସ ଯେ ଡାଏରୀ କୋ-ଅପରେଟିଭରେ ମହିଳାମାନଙ୍କର ଭାଗିଦାରୀ ଆହୁରି ବୃଦ୍ଧି ଘଟୁ । ଗାଁରେ ମହିଳାମାନଙ୍କର ଯେଉଁ ସ୍ୱୟଂ ସହାୟକ ଦଳ ରହିଛି, ସେଗୁଡ଼ିକୁ ମଧ୍ୟ ସଶକ୍ତ କରାଯାଉଛି ।

ସାଥୀମାନେ,

ଯେତେବେଳେ ଦେଶ ସୁସ୍ଥ ରହିବ, ଯେତେବେଳେ ବିକାଶ ପାଇଁ ସମସ୍ତଙ୍କ ଉଦ୍ୟମ ରହିବ, ସେତେବେଳେ ବିକଶିତ ଭାରତର ଲକ୍ଷ୍ୟକୁ ଆମେ ଆହୁରି ଶୀଘ୍ର ହାସଲ କରିପାରିବୁ । ମୁଁ ପୁଣିଥରେ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚୁଟ ସହିତ ଜଡ଼ିତ ସମସ୍ତ ସାଥୀମାନଙ୍କୁ ମାନବ ସେବାର ଏହି ଉତ୍ତମ ପ୍ରୟାସ ପାଇଁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଭଗବାନ ସାଇ ବାବାଙ୍କ ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ଥିଲା ଏବଂ ଆମର ଶ୍ରୀନିବାସ ଜୀଙ୍କ ସହିତ ମଧ୍ୟ ମୋର ଅତି ଘନିଷ୍ଠ ସମ୍ପର୍କ ମଧ୍ୟ ଥିଲା, ଏହି ସମ୍ପର୍କ ପ୍ରାୟ ୪ଠ ବର୍ଷ ବିତିଗଲାଣି ଏବଂ ସେଥିପାଇଁ ନା ମୁଁ ଏଠିକାର କୁଣିଆ, ନା ଅତିଥି, ମୁଁ ଏଠିକାର ଆପଣଙ୍କର ଏହି ଭୂମିର ସନ୍ତାନ ଅଟେ । ଏବଂ ଯେତେବେଳେ ମଧ୍ୟ ଆପଣଙ୍କ ମଧ୍ୟକୁ ଆସିଥାଏ ସେତେବେଳେ ଆପଣଙ୍କ ସହିତ ସମ୍ପର୍କ ପୁଣି ଯୋଡ଼ି ହୋଇ ଯାଇଥାଏ, ପୁରୁଣା ସ୍ମୃତିଗୁଡ଼ିକ ସତେଜ ହୋଇ ଯାଇଥାଏ, ଆହୁରି ଅଧିକ ମଜବୁତର ସହିତ ମନ ଯୋଡ଼ି ହୋଇ ଯାଇଥାଏ ।

ମୋତେ ଏଠାକୁ ପୁଣିଥରେ ନିମନ୍ତ୍ରଣ କରିଥିବାରୁ ଆପଣଙ୍କ ନିକଟରେ ମୁଁ ବହୁତ ବହୁତ କୃତଜ୍ଞ । ବହୁତ ବହୁତ ଧନ୍ୟବାଦ ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Vande Mataram: The first proclamation of cultural nationalism

Media Coverage

Vande Mataram: The first proclamation of cultural nationalism
NM on the go

Nm on the go

Always be the first to hear from the PM. Get the App Now!
...
Congress and RJD only do politics of insult and abuse: PM Modi in Bhabua, Bihar
November 07, 2025
In Bhabua, PM Modi urges voters: One vote for the NDA can stop infiltrators; one vote can protect your identity
They will shake you down, drag people from their homes and run a reign of terror as their own songs glorify violence: PM Modi takes a dig at opposition
Congress leaders never talk about the RJD’s manifesto, calling it ‘a bunch of lies’: PM Modi at Bhabua rally

भारत माता की... भारत माता की... भारत माता की...
मां मुंडेश्वरी के ई पावन भूमि पर रऊआ सब के अभिनंदन करअ तानी।

कैमूर की इस पावन भूमि पर चारों दिशाओं से आशीर्वाद बरसता है। मां बिंध्यवासिनी, मां ताराचंडी, मां तुतला भवानी, मां छेरवारी, सब यहीं आसपास विराजती हैं। चारों ओर शक्ति ही शक्ति का साम्राज्य है। और मेरे सामने...विशाल मातृशक्ति है...जिनका आशीर्वाद हमेशा हम सभी पर रहा है... NDA पर रहा है। और मैं बिहार की मातृशक्ति का आभारी हूं। पहले चरण में NDA के उम्मीदवारों के पक्ष में जबरदस्त मतदान हुआ है। अब कैमूर की बारी है...अब रोहतास की बारी है...मैं इस मंच पर NDA के इन सभी उम्मीदवारों के लिए...आप सभी का साथ और समर्थन मांगने आया हूं। आपके आशीर्वाद मांगने के लिए आया हूं.. तो मेरे साथ बोलिए... फिर एक बार...फिर एक बार...NDA सरकार! फिर एक बार... फिर एक बार... फिर एक बार... बिहार में फिर से...सुशासन सरकार !

साथियों,
जब ये चुनाव शुरू हुआ था...तो RJD और कांग्रेस के लोग फूल-फूल के गुब्बारा हुए जा रहे थे।और RJD और कांग्रेस के नामदार आसमान पर पहुंचे हुए थे। लेकिन चुनाव प्रचार के दौरान RJD-कांग्रेस के गुब्बारे की हवा निकलनी शुरू हुई...और पहले चरण के बाद इनका गुब्बारा पूरी तरह फूट गया है। अब तो आरजेडी-कांग्रेस का इकोसिस्टम...उनके समर्थक भी कह रहे हैं...फिर एक बार... फिर एक बार...NDA सरकार!

साथियों,
आरजेडी-कांग्रेस ने बिहार के युवाओं को भ्रमित करने की बहुत कोशिश की..लेकिन उनकी सारी प्लानिंग फेल हो गई...इसका एक बहुत बड़ा कारण है...बिहार का जागरूक नौजवान... बिहार का नौजवान ये देख रहा है कि आरजेडी-कांग्रेस वालों के इरादे क्या हैं।

साथियों,
जंगलराज के युवराज से जब भी पूछा जाता है कि जो बड़े-बडे झूठ उन्होंने बोले हैं...वो पूरे कैसे करेंगे...तो वो कहते हैं...उनके पास प्लान है... और जब पूछा जाता है कि भाई बताओ कि प्लान क्या है.. तो उनके मुंह में दही जम जाता है, मुंह में ताला लग जाता है.. उत्तर ही नहीं दे पाते।

साथियों,
आरजेडी वालों का जो प्लान है...उससे मैं आज आप सब को, बिहार को और देश को भी सतर्क कर रहा हूं। आप देखिए....आरजेडी के नेताओं के किस तरह के गाने वायरल हो रहे हैं। चुनाव प्रचार के जो गाने हैं कैसे गाने वायरल हो रहे हैं। आरजेडी वालों का एक गाना है...आपने भी सुना होगा आपने भी वीडियों में देखा होगा। आरजेडी वालों का एक गाना है। आएगी भइया की सरकार... क्या बोलते हैं आएगी भइया की सरकार, बनेंगे रंगदार! आप सोचिए...ये RJD वाले इंतजार कर रहे हैं कि कब उनकी सरकार आए और कब अपहरण-रंगदारी ये पुराना गोरखधंधा फिर से शुरू हो जाए। RJD वाले आपको रोजगार नहीं देंगे...ये तो आपसे रंगदारी वसूलेंगे.. रंगदारी ।

साथियों,
RJD वालों का एक और गाना है... अब देखिए, ये क्या-क्या कर रहे हैं, क्या-क्या सोच रहे हैं...और मैं तो देशवासियों से कहूंगा। देखिए, ये बिहार में जमानत पर जो लोग हैं वो कैसे लोग है.. उनका क्या गाना है भइया के आबे दे सत्ता... भइया के आबे दे सत्ता...कट्टा सटा के उठा लेब घरवा से, आप अंदाजा लगा सकते हैं कि ये जंगलराज वाले सरकार में वापसी के लिए क्यों इतना बेचैन हैं। इन्हें जनता की सेवा नहीं करनी...इन्हें जनता को कट्टा दिखाकर लूटना है...उन्हें घर से उठवा लेना है। साथियों, आरजेडी का एक और गाना चल रहा है...बताऊं... बताऊं.. कैसा गाना चल रहा है.. मारब सिक्सर के 6 गोली छाती में...यही इनका तौर-तरीका है...यही इनका प्लान है...इनसे कोई भी सवाल पूछेगा तो यही जवाब मिलेगा...मारब सिक्सर के 6 गोली छाती में...

साथियों,
यही जंगलराज की आहट है। ये बहनों-बेटियों को गरीब, दलित-महादलित, पिछड़े, अतिपिछड़े समाज के लोगों को डराने का प्रयास है। भय पैदा करने का खेल है इनका। साथियों, जंगलराज वाले कभी कोई निर्माण कर ही नहीं सकते वे तो बर्बादी और बदहाली के प्रतीक हैं। इनकी करतूतें देखनी हों तो डालमिया नगर में दिखती हैं। रोहतास के लोग इस बात को अच्छी तरह जानते हैं।
((साथी आप तस्वीर लाए हैं, मैं अपनी टीम को कहता हूं वे ले लेते हैं, लेकिन आप तस्वीर ऊपर करते हैं तो पीछे दिखता नहीं है। मैं आपका आभारी हूं। आप ले आए हैं... मैं मेरे टीम को कहता हूं, जरा ले लीजिए भाई। और आप बैठिए नीचे। वे ले लेंगे। बैठिए, पीछे औरों को रुकावट होती है.. ठीक है भैया ))

साथियों,
अंग्रेज़ों के जमाने में डालमिया नगर की नींव पड़ी थी। दशकों के परिश्रम के बाद। एक फलता-फूलता औद्योगिक नगर बनता जा रहा था। लेकिन फिर कुशासन की राजनीति आ गई। कुशासन की राजनीति आ गई, जंगलराज आ गया। फिरौती, रंगदारी, करप्शन, कट-कमीशन, हत्या, अपहरण, धमकी, हड़ताल यही सब होने लगा। देखते ही देखते जंगलराज ने सबकुछ तबाह कर दिया।

साथियों,
जंगलराज ने बिहार में विकास की हर संभावना की भ्रूण हत्या करने का काम किया था। मैं आपको एक और उदाहरण याद दिलाता हूं। आप कैमूर में देखिए, प्रकृति ने क्या कुछ नहीं दिया है। ये आकर्षक पर्यटक स्थलों में से एक हो सकता था। लेकिन जंगलराज ने ये कभी होने नहीं दिया। जहां कानून का राज ना हो...जहां माओवादी आतंक हो बढ़ रहा हो.. क्या वहां पर कोई टूरिज्म जाएगा क्या? जरा बताइए ना जाएगा क्या? नहीं जाएगा ना.. नीतीश जी ने आपके इस क्षेत्र को उस भयानक स्थिति से बाहर निकाला है। मुझे खुशी है कि अब धीरे-धीरे यहा पर्यटकों की संख्या बढ़ रही है। जिस कर्कटगढ़ वॉटरफॉल... उस वाटरफॉल के आसपास माओवादी आतंक का खौफ होता था। आज वहां पर्यटकों की रौनक रहती है... यहां जो हमारे धाम हैं...वहां तीर्थ यात्रियों की संख्या लगातार बढ़ रही है। जागृत देवता हरषू ब्रह्म के दर्शन करने लोग आते हैं। आज यहां नक्सलवाद...माओवादी आतंक दम तोड़ रहा है....

साथियों,
यहां उद्योगों और पर्यटन की जो संभावनाएं बनी हैं... इसका हमें और तेजी से विस्तार करना है...देश-विदेश से लोग यहां बिहार में पूंजी लगाने के लिए तैयार हैं...बस उन्हें लालटेन, पंजे और लाल झंडे की तस्वीर भी नहीं दिखनी चाहिए। अगर दिख गई.. तो वे दरवाजे से ही लौट जाएंगे इसलिए हमें संकल्प लेना है...हमें बिहार को जंगलराज से दूर रखना है।

साथियों,
बिहार के इस चुनाव में एक बहुत ही खास बात हुई है। इस चुनाव ने कांग्रेस-आरजेडी के बीच लड़ाई को सबके सामने ला दिया है। कांग्रेस-आरजेडी की जो दीवार है ना वो टूट चुकी है कांग्रेस-आरजेडी की टूटी दीवार पर ये लोग चाहे जितना ‘पलस्तर’ कर लें... अब दोनों पार्टियों के बीच खाई गहरी होती जा रही है। पलस्तर से काम चलने वाला नहीं है। आप देखिए, इस क्षेत्र में भी कांग्रेस के नामदार ने रैलियां कीं। लेकिन पटना के नामदार का नाम नहीं लिया। कितनी छुआछूत है देखिए, वो पटना के नामदार का नाम लेने को तैयार नहीं है। कांग्रेस के नामदार दुनिया-जहां की कहानियां कहते हैं, लेकिन आरजेडी के घोषणापत्र पर, कोई सवाल पूछे कि भाई आरजेडी ने बड़े-बड़े वादे किए हैं इस पर क्या कहना है तो कांग्रेस के नामदार के मुंह पर ताला लग जाता है। ये कांग्रेस के नामदार अपने घोषणापत्र की झूठी तारीफ तक नहीं कर पा रहे हैं। एक दूसरे को गिराने में जुटे ये लोग बिहार के विकास को कभी गति नहीं दे सकते।

साथियों,
ये लोग अपने परिवार के अलावा किसी को नहीं मानते। कांग्रेस ने बाबा साहेब आंबेडकर की राजनीति खत्म की...क्योंकि बाब साहेब का कद दिल्ली में बैठे शाही रिवार से ऊंचा था। इन्होंने बाबू जगजीवन राम को भी सहन नहीं किया। सीताराम केसरी...उनके साथ भी ऐसा ही किया. बिहार के एक से बढ़कर एक दिग्गज नेता को अपमानित करना यही शाही परिवार का खेल रहा है। जबकि साथियों, भाजपा के, NDA के संस्कार...सबको सम्मान देने के हैं...सबको साथ लेकर चलने के हैं।

हमें लाल मुनी चौबे जी जैसे वरिष्ठों ने सिखाया है...संस्कार दिए हैं। यहां भभुआ में भाजपा परिवार के पूर्व विधायक, आदरणीय चंद्रमौली मिश्रा जी भी हमारी प्रेरणा हैं...अब तो वो सौ के निकट जा रहे हैं.. 96 साल के हो चुके हैं... और जब कोरोना का संकट आया तब हम हमारे सभी सीनियर को फोन कर रहा था। तो मैंने मिश्राजी को भी फोन किया। चंद्रमौली जी से मैंने हालचाल पूछे। और मैं हैरान था कि ये उमर, लेकिन फोन पर वो मेरा हाल पूछ रहे थे, वो मेरा हौसला बढ़ा रहे थे। ये इस धरती में आदरणीय चंद्रमौली मिश्रा जी जैसे व्यक्तित्वों से सीखते हुए हम भाजपा के कार्यकर्ता आगे बढ़ रहे हैं।

साथियों,
ऐसे वरिष्ठों से मिले संस्कारों ने हमें राष्ट्रभक्तों का देश के लिए जीने-मरने वालों का सम्मान करना सिखाया है। इसलिए, हमने बाबा साहेब आंबेडकर से जुड़े स्थानों को पंचतीर्थ के रूप में विकसित किया। और मैं तो काशी का सांसद हूं, मेरे लिए बड़े गर्व की बात है कि बनारस संत रविदास जी की जन्मभूमि है। संत रविदास की जयंति पर...मुझे कई बार वहां जाने का सौभाग्य प्राप्त हुआ है। 10-11 साल पहले वहां क्या स्थिति थी...और आज वहां कितनी सुविधाएं श्रद्धालुओं के लिए बनी हैं... इसकी चर्चा बनारस में, और बनारस के बाहर भी सभी समाजों में होती है।

साथियों,
बनारस ही नहीं...भाजपा सरकार मध्य प्रदेश के सागर में भी संत रविदास का भव्य मंदिर और स्मारक बना रही है। हाल ही में...मुझे कर्पूरी ग्राम जाने का अवसर मिला था..वहां पिछले कुछ वर्षों में सड़क, बिजली, पानी, शिक्षा और स्वास्थ्य से जुड़ी सुविधाओं का विस्तार हुआ है। कर्पूरीग्राम रेलवे स्टेशन को आधुनिक बनाया जा रहा है। साथियों, ये हमारी ही सरकार है...जो देशभर में आदिवासी स्वतंत्रता सेनानियों के स्मारक बना रही है। भगवान बिरसा मुंडा के जन्मदिवस को...हमने जनजातीय गौरव दिवस घोषित किया है। 1857 के क्रांतिवीर...वीर कुंवर सिंह जी की विरासत से भावी पीढ़ियां प्रेरित हों...इसके लिए हर वर्ष व्यापक तौर पर विजय दिवस का आयोजन किया जा रहा है।

साथियों,
कैमूर को धान का कटोरा कहा जाता है। और हमारे भभुआ के मोकरी चावल की मांग दुनियाभर में हो रही है। प्रभु श्रीराम को भोग में यही मोकरी का चावल अर्पित किया जाता है। राम रसोई में भी यही चावल मिलता है। आप मुझे बताइए साथियों, आप अयोध्या का राम मंदिर देखते हैं। या उसके विषय में सुनते हैं। यहां पर बैठा हर कोई मुझे जवाब दे, जब राममंदिर आप देखते हैं या उसके बारे में सुनते हैं तो आपको गर्व होता है कि नहीं होता है? माताओं-बहनों आपको गर्व होता है कि नहीं होता है? भव्य राम मंदिर का आपको आनंद आता है कि नहीं आता है? आप काशी में बाबा विश्वनाथ का धाम देखते हैं, आपको गर्व होता है कि नहीं होता है? आपका हृदय गर्व से भर जाता है कि नहीं भर जाता है? आपका माथा ऊंचा होता है कि नहीं होता है? आपको तो गर्व होता है। हर हिंदुस्तानी को गर्व होता है, लेकिन कांग्रेस-RJD के नेताओं को नहीं होता। ये लोग दुनियाभर में घूमते-फिरते हैं, लेकिन अयोध्या नहीं जाते। राम जी में इनकी आस्था नहीं है और रामजी के खिलाफ अनाप-शनाप बोल चुके हैं। उनको लगता है कि अगर अयोध्या जाएंगे, प्रभु राम के दर्शन करेंगे तो उनके वोट ही चले जाएंगे, डरते हैं। उनकी आस्था नाम की कोई चीज ही नहीं है। लेकिन मैं इनलोगों से जरा पूछना चाहता हूं.. ठीक है भाई चलो भगवान राम से आपको जरा भय लगता होगा लेकिन राम मंदिर परिसर में ही, आप मे से तो लोग गए होंगे। उसी राम मंदिर परिसर में भगवान राम विराजमान हैं, वहीं पर माता शबरी का मंदिर बना है। महर्षि वाल्मीकि का मंदिर बना है। वहीं पर निषादराज का मंदिर बना है। आरजेडी और कांग्रेस के लोग अगर रामजी के पास नहीं जाना है तो तुम्हारा नसीब, लेकिन वाल्मीकि जी के मंदिर में माथा टेकने में तुम्हारा क्या जाता है। शबरी माता के सामने सर झुकाने में तुम्हारा क्या जाता है। अरे निषादराज के चरणों में कुछ पल बैठने में तुम्हारा क्या जाता है। ये इसलिए क्योंकि वे समाज के ऐसे दिव्य पुरुषों को नफरत करते हैं। अपने-आपको ही शहंशाह मानते हैं। और इनका इरादा देखिए, अभी छठ मैया, छठी मैया, पूरी दुनिया छठी मैया के प्रति सर झुका रही है। हिंदुस्तान के कोने-कोने में छठी मैया की पूजा होने लगी है। और मेरे बिहार में तो ये मेरी माताएं-बहनें तीन दिन तक इतना कठिन व्रत करती है और आखिर में तो पानी तक छोड़ देती हैं। ऐसी तपस्या करती है। ऐसा महत्वपूर्ण हमारा त्योहार, छठी मैया की पूजा ये कांग्रेस के नामदार छठी मैया की इस पूजा को, छटी मैया की इस साधना को, छठी मैया की इस तपस्या को ये ड्रामा कहते हैं.. नौटंकी कहते हैं.. मेरी माताएं आप बताइए.. ये छठी मैया का अपमान है कि नहीं है? ये छठी मैया का घोर अपमान करते हैं कि नहीं करते हैं? ये छठी मैया के व्रत रखने वाली माताओ-बहनों का अपमान करते हैं कि नहीं करते हैं? मुझे बताइए मेरी छठी मैया का अपमान करे उसको सजा मिलनी चाहिए कि नहीं मिलनी चाहिए? पूरी ताकत से बताइए उसे सजा मिलनी चाहिए कि नहीं मिलनी चाहिए? अब मैं आपसे आग्रह करता हूं। अभी आपके पास मौका है उनको सजा करने का। 11 नवंबर को आपके एक वोट से उन्हें सजा मिल सकती है। सजा दोगे? सब लोग सजा दोगे?

साथियों,
ये आरजेडी-कांग्रेस वाले हमारी आस्था का अपमान इसलिए करते हैं, हमारी छठी मैया का अपमान इसलिए करते हैं। हमारे भगवान राम का अपमान इसलिए करते हैं ताकि कट्टरपंथी खुश रहें। इनका वोटबैंक नाराज ना हो।

साथियों,
ये जंगलराज वाले, तुष्टिकरण की राजनीति में एक कदम और आगे बढ़ गए हैं। ये अब घुसपैठियों का सुरक्षा कवच बन रहे हैं। हमारी सरकार गरीबों को मुफ्त अनाज-मुफ्त इलाज की सुविधा देती है। RJD-कांग्रेस के नेता कहते हैं ये सुविधा घुसपैठियों को भी देना चाहिए। गरीब को जो पक्का आवास हम दे रहे हैं, वो घुसपैठियों को भी देना चाहिए ऐसा कह रहे हैं। मैं जरा आपसे पूछना चाहता हूं, क्या आपके हक का अनाज घुसपैठिये को मिलना चाहिए क्या? आपके हक का आवास घुसपैठिये को मिलना चाहिए क्या? आपके बच्चों का रोजगार घुसपैठियों को जाना चाहिए क्या? भाइयों-बहनों मैं आज कहना नहीं चाहता लेकिन तेलंगाना में उनके एक मुख्यमंत्री के भाषण की बड़ी चर्चा चल रही है। लेकिन दिल्ली में एयरकंडीसन कमरों में जो सेक्युलर बैठे हैं ना उनके मुंह में ताला लग गया है। उनका भाषण चौंकाने वाला है। मैं उसकी चर्चा जरा चुनाव के बाद करने वाला हूं। अभी मुझे करनी नहीं है। लेकिन मैं आपसे कहना चाहता हूं मैं आपको जगाने आया हूं। मैं आपको चेताने आया हूं। इनको, कांग्रेस आरजेडी इन जंगलराज वालों को अगर गलती से भी वोट गया तो ये पिछले दरवाज़े से घुसपैठियों को भारत की नागरिकता दे देंगे। फिर आदिवासियों के खेतों में महादलितों-अतिपिछड़ों के टोलों में घुसपैठियों का ही बोलबाला होगा। इसलिए मेरी एक बात गांठ बांध लीजिए। आपका एक वोट घुसपैठियों को रोकेगा। आपका एक वोट आपकी पहचान की रक्षा करेगा।

साथियों,
नरेंद्र और नीतीश की जोड़ी ने बीते वर्षों में यहां रोड, रेल, बिजली, पानी हर प्रकार की सुविधाएं पहुंचाई हैं। अब इस जोड़ी को और मजबूत करना है। पीएम किसान सम्मान निधि के तहत...किसानों को अभी छह हज़ार रुपए मिलते हैं।बिहार में फिर से सरकार बनने पर...तीन हजार रुपए अतिरिक्त मिलेंगे। यानी कुल नौ हज़ार रुपए मिलेंगे। मछली पालकों के लिए अभी पीएम मत्स्य संपदा योजना चल रही है। केंद्र सरकार...मछली पालकों को किसान क्रेडिट कार्ड दे रही है। अब NDA ने..मछुआरे साथियों के लिए जुब्बा सहनी जी के नाम पर नई योजना बनाने का फैसला लिया है। इसके तहत मछली के काम से जुड़े परिवारों को भी नौ हज़ार रुपए दिए जाएंगे।

साथियों,
डबल इंजन सरकार का बहुत अधिक फायदा...हमारी बहनों-बेटियों को हो रहा है। हमारी सरकार ने..बेटियों के लिए सेना में नए अवसरों के दरवाज़े खोले हैं...सैनिक स्कूलों में अब बेटियां भी पढ़ाई कर रही हैं। यहां नीतीश जी की सरकार ने...बेटियों को नौकरियों में आरक्षण दिया है। मोदी का मिशन है कि बिहार की लाखों बहनें...लखपति दीदी बनें। नीतीश जी की सरकार ने भी जीविका दीदियों के रूप में, बहनों को और सशक्त किया है।

साथियों,
आजकल चारों ओर मुख्यमंत्री महिला रोजगार योजना की चर्चा है। अभी तक एक करोड़ 40 लाख बहनों के बैंक-खाते में दस-दस हज़ार रुपए जमा हो चुके हैं। NDA ने घोषणा की है कि फिर से सरकार बनने के बाद...इस योजना का और विस्तार किया जाएगा।

साथियों,
बिहार आज विकास की नई गाथा लिख रहा है। अब ये रफ्तार रुकनी नहीं चाहिए। आपको खुद भी मतदान करना है...और जो साथी त्योहार मनाने के लिए गांव आए हैं... उनको भी कहना है कि वोट डालकर ही वापस लौटें...याद रखिएगा...जब हम एक-एक बूथ जीतेंगे...तभी चुनाव जीतेंगे। जो बूथ जीतेगा वह चुनाव जीतेगा। एक बार फिर...मैं अपने इन साथियों के लिए, मेरे सभी उम्मीदवारों से मैं आग्रह करता हूं कि आप आगे आ जाइए.. बस-बस.. यहीं रहेंगे तो चलेगा.. मैं मेरे इन सभी साथियों से उनके लिए आपसे आशीर्वाद मांगने आया हूं। आप सभी इन सब को विजयी बनाइए।

मेरे साथ बोलिए...
भारत माता की जय!
भारत माता की जय!
भारत माता की जय!
वंदे... वंदे... वंदे... वंदे...
बहुत-बहुत धन्यवाद।